ତାଇୱାନ୍କୁ କବ୍ଜା କରିବା ଚକ୍କରରେ ଅଛି ଚୀନ୍
ନୂଆଦିଲ୍ଲୀ : ଚୀନ୍ର କମ୍ୟୁନିଷ୍ଟ ପାର୍ଟି ସହ ସଂପର୍କିତ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ ଖୋଲାଖୋଲି ସ୍ୱୀକାର କରିଛି ଯେ, ଚୀନ୍ ସେନା ତାଇୱାନ୍କୁ କବ୍ଜା କରିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଚୀନ ସରକାରଙ୍କ ମୁଖପତ୍ର ବୋଲି କୁହାଯାଉଥିବା ଏହି ଖବରକାଗଜ ଅନୁସାରେ ଗତ ଶୁକ୍ରବାର ଲଢୁଆ!-->…
Read More...
Read More...