Monthly Archives

September 2020

ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଜରୁରୀ ଘୋଷଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କରୋନା ସଂକ୍ରମଣର ଉଦ୍‌ବେଗଜନକ ସ୍ଥିତିକୁ ଦେଖି ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଦୋକାନ ବଜାର ଖୋଲିବା ନେଇ ଏକ ଜରୁରୀ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ବର୍ତ୍ତମାନ କରୋନା ମହାମାରୀ ଅତ୍ୟନ୍ତ ଭୟଙ୍କର ମହାମାରୀ ରୂପ
Read More...

ତହସିଲ ଅଫିସ୍‌ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ଗତ ୨୦୧୯-୨୦ ବର୍ଷର ପ୍ରଧାମନ୍ତ୍ରୀ ଫସଲ ବୀମାର କୃଷି ବୀମାରାଶି ପାଇ ନ ଥିବା ଯୋଗୁଁ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଚାଷୀ ମାନଙ୍କ ଦ୍ୱାରା ଗଣଧାରଣା ଆଜି ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଂଚାୟତର ଶତାଧିକ ଚାଷୀମାନେ ବୀମା ରାଶି
Read More...

ବରିଷ୍ଠ ସାମ୍ବାଦିକ ପ୍ରବୋଧ କୁମାର ବିଶୋଇଙ୍କ ହୃଦ୍‌ଘାତରେ ବିୟୋଗ

ଆଠମଲ୍ଲିକ, (କେପିଏନ୍‌ଏସ୍‌) : ଆଠମଲ୍ଲିକ ଅଞ୍ଚଳର ଦୈନିକ ଖବର କାଗଜ ସୂର୍ୟ୍ୟପ୍ରଭାର ବରିଷ୍ଠ ସାମ୍ବାଦିକ ପ୍ରବୋଧ କୁମାର ବିଶୋଇ (କୁନା) ୨୩ ତାରିଖ ବୁଧବାର ମଧ୍ୟାହ୍ନରେ ହୃଦ୍‌ଘାତରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ଗତକାଲି ତାଙ୍କର ଅବସ୍ଥା
Read More...

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀ ବରଗଡ କୋଭିଡ ନୋଡାଲ ଅଫିସର ଭାବେ ଦାୟିତ୍ୱ ନେଲେ

ବରଗଡ଼, (ନିରଂଜନ ତ୍ରିପାଠୀ) : ଜିଲ୍ଲାର ବିଭିନ୍ନ ବ୍ଲକର ସମାଜିକ କର୍ମୀମାନଙ୍କ ପ୍ରବଳ ଚାପ ପ୍ରୟୋଗ ଏବଂ ବରଗଡ଼ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲୁଥିବାରୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା ହେବା ପରେ ଶେଷକୁ ବରଗଡ଼ ଜିଲ୍ଲାରେ କୋଭିଡ୍‌ ପରିଚାଳନା ନିମନ୍ତେ କୋଭିଡ ନୋଡ଼ାଲ
Read More...

ଭାରତ ଏବଂ ଚୀନ୍‌ ମଧ୍ୟରେ ଲଦ୍ଦାଖରେ କୋର୍‌ କମାଣ୍ଡର୍‌ ସ୍ତରର ଷଷ୍ଠ ବୈଠକ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଲଦ୍ଦାଖରେ କୋର୍‌ କମାଣ୍ଡର୍‌ ସ୍ତରର ଷଷ୍ଠ ବୈଠକ ପରେ କିଛି ସାକାରାତ୍ମକ ସଂକେତ ଆସୁଥିବା କୁହାଯାଉଛି । ଏବେ ସୀମାରେ ସେନା ସଂଖ୍ୟା ବଢ଼ା ନଯିବା ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି । ତେବେ ଗତ ସୋମବାର ଦିନ ଦୀର୍ଘ ୧୪ ଘଂଟା ପର୍ଯ୍ୟନ୍ତ ଚାଲିଥିବା
Read More...

କଂଟାବାଂଜି ସହରରେ ୧୪ଟି ସ୍ଥାନରେ ଜିଲ୍ଲା ବନ ବିଭାଗର ମିଳିତ ଚଢଉ : ଶାଗୁଆନ ପଟା, ଅର୍ଦ୍ଧନିର୍ମିତ ଆସବପତ୍ର, କାଠ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବୁଧବାର ସକାଳୁ କଂଟାବାଂଜି ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ବନ ବିଭାଗ ଦ୍ୱାରା ବେଆଇନ ଚୋରା ଶାଗୁଆନ କାଠ ଫର୍ଣ୍ଣିଚର ୟୁନିଟ ଏବଂ ଚୋରା ବେପାରୀଙ୍କ ଘରେ ଚଢଉ କରାଯାଇଛି । ସହରର ଆଶ୍ରମପଡା, ଧୋବାପଡା, ଶିଙ୍ଗାଲପଡା ତଥା ବିଭିନ୍ନ ସ୍ଥାନରେ ଚଢଉ ବେଳେ
Read More...

ଅପରିଷ୍କାର ଗାଁ, ମୁଖ୍ୟ ଛକରେ ପଡ଼ିଛି ଗଦା ଗଦା ଅଳିଆ : କୁମ୍ଭକର୍ଣ୍ଣ ନିଦ୍ରାରେ ପଞ୍ଚାୟତ ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥକୁ ଲାଗି ରହିଥିବା ଦେଓଗାଁ ପଞ୍ଚାୟତର କଛାରପାଲିର କ୍ଳବ୍ ଛକ ଓ ଗାଁ ମୁଣ୍ଡ କଛାରପାଲି ସ୍କୁଲ୍ ଛକରେ ଗାଁକୁ ଅପରିଷ୍କାରରୁ ହିିଁ ସ୍ୱାଗତ କରାଯାଇଥାଏ । ଘରକୁ କୁଣିଆଁ ଆସିଲେ ଗୋଡ଼ ଧୋଇବାକୁ ପାଣି ଦିଆ ଯାଇଥାଏ । ହେଲେ ଯେକୌଣସି ବ୍ୟକ୍ତି ଏହି
Read More...

ଅସହାୟ ନିରୀହ ବୃଦ୍ଧାଙ୍କୁ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ନିଃସହାୟ, ଅବହେଳିତ, ଭିନ୍ନକ୍ଷମ ବିଧବା ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ମାତ୍ର ରାଜ୍ୟର ପ୍ରକୃତ ହିତାଧିକାରୀମାନଙ୍କୁ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ପାଇଁ ସ୍ୱାମୀ କରିଥିଲେ ଆବେଦନ, ସ୍ୱାମୀଙ୍କ ମୃତ୍ୟୁ ପରେ ଆବେଦନ କଲେ ପୁଣି ସ୍ତ୍ରୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନରେ ଯାଏ ମିଠାପାଲି ଗ୍ରାମପଂଚାୟତ । ଏଠାରେ ଦୁର୍ଲଭ ସରାଫ ନିଜ ପରିବାରଙ୍କୁ ନେଇ ବସବାସ କରି ଆସୁଅଛନ୍ତି । ଦୁର୍ଲଭ ୨୦୧୮-୧୯ରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ବ୍ଲକର ସଦାଶିବ ନାଏକଙ୍କୁ ସରକାରୀ
Read More...

କୋଭିଡ-୧୯ ନିୟନ୍ତ୍ରଣ କମିଟି ଗଠିତ : ଆସନ୍ତା ସାତ ଦିନ ପାଇଁ ଦିନ ଗୋଟାଏ ପରେ ଦୋକାନ ବଜାର ବନ୍ଦ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେବାକୁ ବସିଛି । ପ୍ରତିଦିନ କାହାର ନା କାହର ମୃତ୍ୟୁବରଣରେ ଅନେକ ପରିବାର ସର୍ବସ୍ୱାନ୍ତ ହେଲେଣି । ଅନ୍ୟ ପଟେ ସରକାର ଓ ପ୍ରଶାସନ ହାତ ବାନ୍ଧି ମୁକଦ୍ରଷ୍ଟା ସାଜିଛନ୍ତି । ଏଭଳି ସ୍ଥିତିରେ ଜନସାଧାରଣ ଏକଜୁଟ ହୋଇ
Read More...