Monthly Archives

September 2020

ସଇଁନ୍ତଲା ଅଞ୍ଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି ହୋମ୍‌ କ୍ୱାରେନ୍‌ଟାଇନ୍‌ରେ ର‌ହିବାକୁ ଦାବୀ : ପ୍ରତିକାର ପାଇଁ ଆଗେଇ…

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ଜନସାଧାରଣ ସଚେତନତାକୁ ବେଖାତିର କରୁଥିବା ଯୋଗୁଁ ସଂକ୍ରମଣ ଆହୁରି ଭୟଙ୍କର ରୂପ ଧାରଣ କରିସାରିଲାଣି । ତେବେ ଏହାର ସମାଧାନ କେଉଁଠି ? ସୂଚନା ଏହି କି ଯେ, କିଛିଦିନ ହେବ ବଲାଙ୍ଗିର ଜିଲ୍ଲା
Read More...

ଚର୍ଚ୍ଚାରେ ଆବାହକଙ୍କ ଫେସବୁକ୍‌ ପୋଷ୍ଟ : ହାତୀ ଚଲେ ବାଜାର୍ ମେଁ, କୁତ୍ତା ଭୋଁକେ ହଜାର୍ ମେଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରାତିରେ କରୋନା ନିୟନ୍ତ୍ରଣ କମିଟିର ଆବାହକ ତଥା ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ନିଜ ଫେସବୁକ ଏକାଉଣ୍ଟରେ ଏକ ପୋଷ୍ଟ୍ କରିଥିଲେ । ତାହାକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ପୋଷ୍ଟରେ ଶ୍ରୀ ପାଣିଗ୍ରାହୀ,
Read More...

ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଓ ଜିଲ୍ଲା ପ୍ରଶାସନର ମିଳିତ ସକ୍ଷମ ଯୋଜନାରେ ଦିବ୍ୟଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ

ସମ୍ବଲପୁର, (ଦାମୋଦର ପଣ୍ଡା) : ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଓ ଜିଲ୍ଲା ପ୍ରଶାସନର ମିଳିତ ଭାବେ ସକ୍ଷମ ଯୋଜନାରେ ମହାନଗର ନିଗମ ଅଞ୍ଚଳର ନଅ ଜଣ ଦିବ୍ୟଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ କରାଯାଇଛି । ଫଳରେ ସମ୍ବଲପୁରରେ ପ୍ରଥମ ଥର ପାଇଁ ଇ-ରିକ୍ସା ଗଡିବ । ଆରଏମ୍‌ସି ଠାରେ ଏହି ଅବସରରେ
Read More...

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଇମ୍ରାନ୍‌ ଖାନ୍‌ଙ୍କ ଭାରତ ଉପରେ ଆରୋପ : ଭାରତର ପ୍ରତିନିଧି ବି ଦେଲେ ଜବାବ୍‌

ନୂଆଦିଲ୍ଲୀ : ଗତକାଲି ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନ୍‌ଜିଏ)ରେ ୭୫ତମ ବୈଠକ ଅବସରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀର ଏବଂ ଆତଙ୍କବାଦ ମାମଲା ଉପରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୈଠକରେ ସମ୍ବୋଧିତ କରିବା ସମୟରେ
Read More...

ବିପଦଶଙ୍କୁଳ ଭାବେ ମୁକୁଳା ହୋଇ ପଡ଼ିରହିଛି ମହଳାଇ ଛକରେ ଟ୍ରାନ୍ସଫର୍ମର : ଚାରିପଟେ ସ୍ଥାୟୀ ବାଡ଼ ଦେବାକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଛକରେ ଥିବା ଟ୍ରାନ୍ସଫର୍ମର ବିପଦଶଙ୍କୁଳ ଭାବେ ମୁକୁଳା ହୋଇ ପଡ଼ିରହିଛି । ଏହି ଛକ ଦେଇ ତୁଷୁରାରୁ ବଲାଙ୍ଗିର ରାସ୍ତା ପଡୁଥିବାରୁ ଏହି ରାସ୍ତା ଅଞ୍ଚଳର ଜନ ସମାଗମ ଲାଗି ରହେ । ଏହି ମୁକୁଳା ପଡିଥିବା ଟ୍ରାନ୍ସଫର୍ମରରେ ଜନସାଧାରଣଙ୍କ
Read More...

ପାନୀୟ ଜଳର ଘୋର ଅଭାବ : ସମସ୍ୟାର ସମାଧାନ ପାଇଁ ଦାବୀ କଲେ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟା ବୃନ୍ଦ

ତୁରେକେଲା, (କୈଳାଶ ସଗ୍ରିଆ) ; ତୁରେକେଲାରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥିବା ବେଳେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବୀ ଜଣାଇଛନ୍ତି ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟାମାନେ । ଜଳ ହିଁ ଜୀବନ ବୋଲି କୁହାଯାଉଥିବା ବେଳେ ପିଇବା ପାଣି ଟିକିଏ ପାଇଁ ବହୁତ ହଇରାଣ ହେଉଛନ୍ତି ଅଂଚଳବାସୀ ।
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୫୬ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୯୦୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୨୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୮୨୭
Read More...

ବ୍ୟାଙ୍କ ଲୋନ୍‌ ମାମଲା : ଅନୀଲ ଅମ୍ବାନୀ ବ୍ରିଟେନ୍‌ ଅଦାଲତରେ କହିଲେ, ପରିବାର ଲୋକେ ସମ୍ଭାଳୁଛନ୍ତି ତାଙ୍କ ଖର୍ଚ୍ଚ

ନୂଆଦିଲ୍ଲୀ : ବ୍ୟାଙ୍କ ଲୋନ୍‌ରେ ବୁଡ଼ି ରହିଥିବା ଅନୀଲ ଅମ୍ବାନୀ ତିନୋଟି ଚାଇନା ବ୍ୟାଙ୍କ୍‌ରୁ ଲୋନ୍‌ ନେଇଥିବା ମାମଲାରେ ନିଜ ସଂପତ୍ତିକୁ ନେଇ ବଡ଼ ଧରଣର ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ଗତକାଲି ବ୍ରିଟେନ୍‌ର ଏକ ଅଦାଲତରେ ସେ କହିଛନ୍ତି ଯେ, ତାଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ
Read More...

ଆଜିଠାରୁ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଘରକୁ ଘର ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଘରକୁ ଘର ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ ଆରମ୍ଭ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଏଏନ୍‌ଏମ୍‌, ଆଶା, ଏଡବ୍ଲ୍ୟୁଡବ୍ଲ୍ୟୁ ମାନଙ୍କ ଦ୍ୱାରା ଘରକୁ ଘର ଯାଇ
Read More...

ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ

• ସଚ୍ଚୋଟ କରଦାତାଙ୍କୁ କରାଯିବ ସମ୍ମାନିତନୂଆଦିଲ୍ଲୀ, (ପିଆଇବି) : ଆୟକର ବିଭାଗ ପକ୍ଷରୁ ଗତକାଲିଠାରୁ ଫେସ୍‌ଲେସ୍‌ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି । ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ । କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର
Read More...