Daily Archives

ଆବାସ ଯୋଜନା ବଂଟନରେ ଅନିୟମିତତା ଅଭିଯୋଗ : ତଦନ୍ତ ଦାବୀ କଲେ ବାଦ୍‌ ପଡିଥିବା ହିତାଧିକାରୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ତାଲିକାରେ ନାମ ଅଛି । ପଂଚାୟତ କାନ୍ଥରେ ନାମ ରହିଛି । ତଥାପି ବର୍ଷ ବର୍ଷ ଧରି ବାଦ୍‌ ପଡିଥିବା କିଛି ଆବାସ ହିତାଧିକାରୀ ବଂଟନରେ ଅନିୟମିତତା ଅଭିଯୋଗ ଆଣିବା ସହିତ ତଦନ୍ତ ଦାବୀ କରିଛନ୍ତି । ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତ ଅଧୀନସ୍ଥ
Read More...

ଅର୍ଥାଭାବରୁ ହୋଇପାରୁନି ହୃଦୟ ଆଇସିଆର୍ ରୋଗର ଅସ୍ତ୍ରୋପଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇରପାଲି ଗ୍ରାମରେ ରୁହନ୍ତି ଅବନୀ ବରିହା ଓ ଉରକୁଲି ବରିହାଙ୍କ ପରିବାର । ପରିବାର କହିଲେ ଦୁଇ ଝିଅ ଓ ଗୋଟିଏ ପୁଅ ଆଉ ସ୍ୱାମୀ ସ୍ତ୍ରୀ । ପାଞ୍ଚ ପ୍ରାଣୀର ତେଲଲୁଣର ସଂସାର । ହସ ଖୁସିରେ ଚାଲିଥିଲା
Read More...

ଫପ୍‌ସିରେ ରକ୍ତଦାନ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଫପ୍‌ସି(ବଡ଼ମାଲ) ଶିଶୁ ମନ୍ଦିର ଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଆହ୍ୱାନ କ୍ରମେ ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗଙ୍କ
Read More...

ବଲାଙ୍ଗିର କୋଭିଡ କେୟାର୍‌ ସେଣ୍ଟରରେ ଆୟୁଷ ଡାକ୍ତରଙ୍କ ଦ୍ୱାରା ମହିଳା କୋଭିଡ ରୋଗୀଙ୍କୁ ଯୌନ ନିର୍ଯାତନା ଘଟଣାରେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଭିଡ କେୟାର୍‌ ସେଣ୍ଟରରେ ମହିଳା କୋଭିଡ ରୋଗୀଙ୍କୁ ଯୌନ ନିର୍ଯାତନା ଘଟଣାକୁ ନେଇ ବିଧାନସଭାରେ ଗର୍ଜିଛନ୍ତି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ବଲାଙ୍ଗିରରେ ଏକ ଯୌନ ନିର୍ଯାତନା ଘଟଣାକୁ ଚପାଇ
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମର୍ଦ୍ଧନା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ଅଧକ୍ଷତାରେ କୋବିଡ଼-୧୯ ନିୟମ ପାଳନ ପୂର୍ବକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ ବାଗଙ୍କ ସରକାରୀ ଚାକିରୀରୁ ଅବସର ଜନିତ ବିଦାୟକାଳୀନ ସମର୍ଦ୍ଧନା ଅନୁଷ୍ଠିତ
Read More...

ବାବରୀ ମସ୍‌ଜିଦ୍‌ ଧ୍ୱଂସ ମାମଲା : ଆଡ଼ଭାନୀ, ଜୋଷୀ, କଲ୍ୟାଣ ସିଂହ ସମେତ ୩୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଲଖ୍‌ନଉ : ୨୮ ବର୍ଷ ପୁରୁଣା ବାବ୍‌ରୀ ମସ୍‌ଜିଦ ଧ୍ୱଂସ ମାମଲାରେ ଲଖ୍‌ନଉ ସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତର ଜଜ୍‌ ସୁରେନ୍ଦ୍ର କୁମାର ଯାଦବ ଆଜି ଶୁଣାଣି କରିଛନ୍ତି । ଏହି ମାମଲାରେ ପେସ୍‌ କରାଯାଇଥିବା ସମସ୍ତ ପ୍ରମାଣକୁ ପର୍ଯ୍ୟାପ୍ତ ଭାବେ ଗ୍ରହଣ କରିନାହିଁ କୋର୍ଟ । ୨୩୦୦ ପୃଷ୍ଠା
Read More...

କାମ୍ପା ଯୋଜନାର ନର୍ସରୀ କାମରେ ମଜୁରିଆଙ୍କୁ ମିଳିନି ମଜୁରୀ : ଶତାଧିକ ମଜୁରିଆ ଘେରିଲେ ରେଂଜର୍‌ଙ୍କ କାର୍ଯ୍ୟାଳୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ର କମେଇମୁଣ୍ଡା, ହିଆଁଲ ଓ ଖଗସା ପଞ୍ଚାୟତର ଝରଣିପଦର, ରହେନ୍‌ଭଟା, ତୁଷାମୁଣ୍ଡା, ପାଟିମାଲ ଓ ସଲଣ୍ଡି ଗାଁର ଶତାଧିକ ଦିନ ମଜୁରିଆ କାମ୍ପା ଯୋଜନାରେ କଂଟାବାଂଜି ଫରେଷ୍ଟ ରେଂଜ୍‌ ଅଧୀନରେ ନର୍ସରୀ ଗାତ ଖୋଳିବା, ଚାରା
Read More...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୧୫ ଲିଟର ଦେଶୀ ଓ ବିଦେଶୀ ମଦ ସହ ୨ଜଣ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଉପରଝର ପଞ୍ଚାଯତ ଫଟାମୁଣ୍ଡା ଗାଁରେ ଚାଲୁଥିବା ବେଆଇନ ମଦ କାରବାର ଉପରେ ବଲାଙ୍ଗୀର ଅବକାରୀ ମୋବାଇଲ ୟୁନିଟ ଓ ତୁଷୁରା ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି ୧୫ ଲିଟର ଦେଶୀ ଓ ବିଦେଶୀ ମଦକୁ ଜବତ କରିଛନ୍ତି
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୪୪୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୪୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୦୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୪୨୬
Read More...

ଧରାପଡିଲା ଧୁରନ୍ଧର ଏଟିଏମ୍‌ ଲୁଟେରା

ଭୁବନେଶ୍ୱର : ଆପଣ ଏଟିଏମ୍‌କୁ ଆସୁଛନ୍ତି କି ? ସାମାନ୍ୟ ଚାଲାକ୍‌ ନହେଲେ ଚାଲିଯିବ ଆପଣଙ୍କ ଟଙ୍କା । ଏମିତି ଏକ ଘଟଣା । ଏଟିଏମରୁ ଆଖି ପିଛୁଳାକେ ଟଙ୍କା ଗାଏବ୍‌ ହୋଇ ଯାଉଥିଲା । ଏହି ସବୁ ଘଟଣାର ମାଷ୍ଟର ମାଇଣ୍ଡ୍‌ ସମ୍ଭବ ଆଚାର୍ଯ୍ୟ ଦୀର୍ଘ ଦିନ ଧରି ଲୋଙ୍କକୁ ଠକୁ ଥିଲା । ତାକୁ
Read More...