Daily Archives

ଚେନ୍ନାଇ ସୁପରକିଙ୍ଗ୍‌ସ ୱେବ୍‌ ସାଇଟ୍‌ରୁ ସୁରେଶ ରାଇନାଙ୍କ ନାମ ହଟିଲା

ନୂଆଦିଲ୍ଳୀ : ଚଳିତ ବର୍ଷ ଆଇପିଏଲ୍‌ ତାଲିକାରୁ ସୁରେଶ ରାଇନାଙ୍କ ନାମ ହଟିଲା । ବ୍ୟାକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲ୍‌ ଆରମ୍ଭ ହେବା ପୁର୍ବରୁ ଭାରତ ଫେରି ଆସିଥିଲେ । ଫେରି ଆସିବା ପରେ ରାଇନା ପୁଣି ଫେରି ପାରନ୍ତି ବୋଲି ତାଙ୍କର ପ୍ରଶଂସକମାନେ ଆଶା କରୁଥିଲେ । ତେବେ ସେ ନିଜେ
Read More...

ବଲାଙ୍ଗିର ପୌରପରିଷଦ ପକ୍ଷରୁ ୧୦ ଦିନିଆ ଜନସମ୍ପର୍କ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ କ୍ରମଶଃ ଲୋକଙ୍କୁ ଆତଙ୍କିତ କରୁଥିବା ବେଳେ ଏହାକୁ ନେଇ ବଲାଙ୍ଗିର ପୌରାଞ୍ଚଳର ଜନସାଧାରଣ କୌଣସି ରକମର ଗୁଜବ, ଅପପ୍ରଚାର ଓ ଆତଙ୍କରେ ବିଶ୍ୱାସ ନକରି ସଚେତନ ଓ ସୁରକ୍ଷିତ ରହିବା ପାଇଁ ବଲାଙ୍ଗିର ପୌରପରିଷଦ ତରଫରୁ ଗତ ୧୬ ରୁ୨୫ ସେପ୍ଟେମ୍ବର,
Read More...

ଧାନରେ ଲାଗୁଛି ଅଜଣା ରୋଗ, ଔଷଧ ପକାଇଲେ ଦବି ଯାଉଛି ଧାନ: ନକଲି କୀଟନାଶକକୁ ନେଇ ଚର୍ଚ୍ଚା : ସାର ପରେ ଔଷଧକୁ ନେଇ…

ଦେଓଗାଁ, (ମନୀଷ କୁମାର ସାହୁ) : ବାଲିଆ ମାଟିରେ ଦିଶେ ଶାଗୁଆ କ୍ଷେତ ଝଲ ମଲ ….. ବୋଲି ଦଶହରା ମାସରେ ଚାଷୀ ଗର୍ଜି ଉଠେ ଗାଁ ଦାଣ୍ଡରେ। କିନ୍ତୁ ଚଳିତ ବର୍ଷର ଚାଷକୁ ନେଇ ଝଲ ମଲ ହେବା ବଦଳରେ ଚାଷୀ ଆଖିରୁ ଝରୁଛି ଲୁହ । କେତେବେଳେ ୟୁୁରିିିଆ ସାରକୁ ନେଇ ତ ପୁଣି କେତେବେଳେ କୀଟନାଶକକୁ ନେଇ
Read More...

ତହଁକ କୁଟୁମ ପକ୍ଷରୁ ତିନି ଦିନବ୍ୟାପୀ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁ ଜୟନ୍ତୀ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଅବସରରେ ତହଁକ ସାହିତ୍ୟ କୁଟୁମ ତରଫରୁ ତିନିଦିନ ବ୍ୟାପୀ ଅନଲାଇନ୍ ମାଧ୍ୟମରେ ଭିନ୍ନ ଭିନ୍ନ ସାହିତ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ରୁକ୍ମଣ ବିଶ୍ୱାଲଙ୍କ ସଂଯୋଜନାରେ କବିତା ଆସର
Read More...

ଲଉଡିଦରହା ପଞ୍ଚାୟତରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ଗ୍ରାମ ପଞ୍ଚାୟତର ଗୌଡ଼ମାଲ, କୁର୍ମା ଗ୍ରାମରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଲଉଡିଦରହା ଢେରାଖାପ ଛକ ଠାରୁ ୫କିମି କୁର୍ମା ଗ୍ରାମର ରାସ୍ତା ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ
Read More...

ଭେଉଁରିଆ ଗ୍ରାମର ଚାଷୀମାନେ ଉପଜିଲ୍ଲାପାଳ ଓ ଜିଲ୍ଲା କୄଷି ଅଧିକାରୀଙ୍କୁ ଲିଖିତ ଭାବେ ଦେଲେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଳ ହେବାପରେ ଚାଷୀମାନେ ବହୁ ଉତ୍ସୁକତା ସହ ଚାଷ କାମରେ ଲାଗିପଡିଥିଲେ । ସମବାୟ ସମିତି ଏବଂ ଅନ୍ୟ ସୂତ୍ରରୁ ଧାର କରଜ କରି ଚାଷୀମାନେ ଚାଷ
Read More...

ସାଧାରଣ ସଂପାଦକଙ୍କ ଦୋକାନ ଖୋଲା ଫଟୋ ଭାଇରାଲ୍‌ : ସାଧାରଣରେ ପ୍ରଶ୍ନ, ବଙ୍ଗିରବାସୀଙ୍କୁ କ’ଣ ଭୁଆଁ ବୁଲାଉଛି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କୋଭିଡ ଶୃଙ୍ଖଳକୁ ଭଙ୍ଗ କରିବା ପାଇଁ ବଲାଙ୍ଗିର ବଣିକ ସଂଘ କରୋନା ନିୟନ୍ତ୍ରଣ କମିଟି ଗଠନ କରି ବଲାଙ୍ଗିରର ସମସ୍ତ ଦୋକାନ ବଜାର ଆସନ୍ତା ୧ ତାରିଖ ଯାଏଁ ବନ୍ଦ କରିବା ପାଇଁ ଡାକରା ଦେଇଛି । ଅନ୍ୟପଟେ ବଲାଙ୍ଗିର ବଣିକ ସଂଘର ସାଧାରଣ ସଂପାଦକ
Read More...

୭ଟି ବିଲ୍‌ ଉପସ୍ଥାପିତ ହେଲା ବିଧାନସଭାରେ : ନରସିଂହଙ୍କ ବିରୋଧ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ ସହ ଆରମ୍ଭ ହୋଇଛି ବିଧାନସଭାରେ ମୌସୁମୀ ଅଧିବେଶନ । ସୂଚନା ଅନୁସାରେ ବିଧାନସଭାରେ ୮୫ ଓ ବାହାରେ ରହି ୯ ଜଣ ବିଧାନସଭା ସଦସ୍ୟ ଗୃହରେ ସାମିଲ୍‌ ହୋଇଥିବା ବେଳେ ଆଜି ବିଧାନସଭାରେ ୭ଟି ବିଲ୍‌ ଉପସ୍ଥାପିତ
Read More...

କୋଭିଡ-୧୯ ନିୟମ ଉଲଙ୍ଘନ : ଏଆଇଇଏସଏସ କମ୍ପ୍ୟୁଟର ସେଣ୍ଟର ଖୋଲା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : କୋରୋନା ମହାମାରୀର ଭୟାବହତା ଦେଖି ବର୍ତ୍ତମାନ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଏହି କୋରୋନା ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ନିୟମ କାନୁନ ପ୍ରଣୟନ କରିଛନ୍ତି । ବର୍ତ୍ତମାନ ସମୟରେ ସମସ୍ତ ଶିକ୍ଷାନଷ୍ଠାନ ମାନ ବନ୍ଦ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୭୮ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୭୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୧୪ ଜଣ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି ସରକାରୀ ସୂତ୍ରରୁ । ତେବେ ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୩, ୬ରୁ ୧, ୧୦ରୁ ୧, ୧୪ରୁ ୨, ୧୫ରୁ
Read More...