Daily Archives

ପୁଣି ଭାରତକୁ ରାଫେଲ୍‌ ଦେଲା ଫ୍ରାନ୍ସ

ପ୍ୟାରିସ୍‌ : ଦ୍ୱିତୀୟ ଦଫାରେ ଫ୍ରାନ୍ସ ଭାରତକୁ ୫ଟି ରାଫେଲ ଦେଇଛି । ବର୍ତ୍ତମାନ ଏହି ରାଫେଲ ଗୁଡିକ ଫ୍ରାନ୍ସରେ ରହିଛି । ଅକ୍ଟୋବର ସୁଦ୍ଧା ଭାରତ ମାଟିରେ ଏହି ରାଫେଲ୍‌ ଗୁଡିକ ପହଚିଂବ ବୋଲି ଫ୍ରାନ୍ସରେ ଥିବା ଭାରତର ରାଷ୍ଟ୍ରଦୂତଙ୍କ ଠାରୁ ସୂଚନା ମିଳିଛି । ଏହି ରାଫେଲ୍‌ ବିମାନଗୁଡିକ
Read More...

ଏଥର ଜିଓ ଏବଂ ଏୟାରଟେଲ୍‌ ସହ ଟକ୍କର ଦେଇ ପାରେ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଳୀ : ବିଏସ୍‌ଏନ୍‌ଏଲ୍‌ ୪ଟି ନୂଆ ବ୍ରଡ୍‌ବ୍ୟାଣ୍ଡ ପ୍ଳାନ୍‌ ଲଂଚ କରିଛି, ଯେଉଁଟାକି ଜିଓ ଏବଂ ଏୟାରଟେଲ୍‌କୁ ଟକ୍କର ଦେବ ବୋଲି ଚାରିଆଡେ ର୍ଚଚ୍ଚା ହେଉଛି । ୪ଟି ପ୍ଲାନ୍‌ ଯଥାକ୍ରମେ ୪୪୯ଟଙ୍କା, ୭୭୯ ଟଙ୍କା, ୯୯୯ ଟଙ୍କା, ୧୪୯୯ ଟଙ୍କା ରହିଛି । କମ୍ପାନୀ ଏସବୁ ପ୍ଳାନ୍‌ରେ
Read More...

ଟିଟିଲାଗଡ଼ ମାଟିର ଜଣେ ସୁସନ୍ତାନ‌ଙ୍କ ପରଲୋକ : ଟିଟିଲାଗଡରେ ଶୋକାକୁଳ ପରିବେଶ

ଟିଟିଲାଗଡ, (ଗୌରବ ଦର୍ଜୀ) : ଏହି କୋରୋନା ମହାମାରୀରେ ଅନେକ ଚିହ୍ନା ମୁହଁଙ୍କ ମୃତ୍ୟୁ ଘଟୁଛି। ଏହି ଜନ୍ମମାଟି ତାର ଅନେକ ସନ୍ତାନ ସନ୍ତତିକୁ ହରାଇ ସାରିଛି । ଟିଟିଲାଗଡ଼ରେ ନାଟ ଆନ୍ଦୋଳନର ଅଗ୍ରଦୂତ, ବହୁ ପୁରସ୍କାର ପ୍ରାପ୍ତ ନାଟକର ଲେଖକ, ନିର୍ଦ୍ଦେଶକ, ମଞ୍ଚ କଳାକାର ହାସ୍ୟ କଳାକାର,
Read More...

କବିତା : ଦୁଆର ଏପଟୁ

ମାଧୁରୀ ପ‌ଣ୍ଡା ବଡ ଅଦ୍ଭୁତସମୟ ପାଖେ ଆମେ ଠିଆ,କାହା ଖବରକାହା ପାଖେ ନାହିଁ । ସମ୍ପର୍କମାନେ ବାଲି ପରିଖସି ଯାଆନ୍ତି ହାତ ମୁଠାରୁଵନ୍ଦ ଫରୁଆ ଭିତରେଖୁବ୍ ଚୁପଚାପ ଆମପ୍ରେମର ଜୀବନ ନାଟିକା । ଏ ସମୟସଂକ୍ରମିତ କରି ସାରିଲାଣିଆମ ମାନସିକତାକୁକାହା ଡାକ କାହା ପାଖେ ପହଞ୍ଚି
Read More...

ଜବର୍‌ଦସ୍ତ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌ରେ କଲେ ହସ୍ତାକ୍ଷର

ନୂଆଦିଲ୍ଲୀ : ୧୮ଟି ବିରୋଧୀ ପାର୍ଟି କୃଷି ବିଲ୍‌ ପାସ୍‌ କରାଇବାର ସରକାରଙ୍କ ପ୍ରକ୍ରିୟାକୁ ‘ଲୋକତନ୍ତ୍ରର ହତ୍ୟା’ ବୋଲି ଉଲ୍ଲେଖ କରି ଏହି ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଜବର୍‌ଦସ୍ତ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌ରେ
Read More...

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବ୍ୟାନର ମାଧ୍ୟମରେ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିତ୍ତ ବିନୋଦନ ଓ ଅବସର ବିନୋଦନର ପ୍ରକୃଷ୍ଠ ମାଧ୍ୟମ ହେଉଛି ପରିଭ୍ରମଣ ବା ପର୍ଯ୍ୟଟନ । ଏହା ଦ୍ୱାରା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଅକ୍ଷୂର୍ଣ୍ଣ ରହିଥାଏ । ପ୍ରତି ବର୍ଷ ଭଳି ସେପ୍ଟେମ୍ବର ମାସ ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରା ଯାଇଥାଏ
Read More...

ଅସହାୟତାର ସୀମା ଡେଇଁଲା : ପହଞ୍ଚିନି ପ୍ରଶାସନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବୃଦ୍ଧାବସ୍ଥାରେ କାମ କରିବା ବହୁତ କଷ୍ଟକର । ଏହି ବୃଦ୍ଧାବସ୍ଥାରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମ କରି ପେଟ ପୋଷୁଛନ୍ତି । ସାହାଯ୍ୟ କରିବା ପାଇଁ କେହି ନାହାନ୍ତି । ପରିବାର କହିଲେ ମାତ୍ର ଏହି ଦୁଇ ଜଣ । ଏହି ଘଟଣା ହେଉଛି ପାଟଣଗଡ଼ ବ୍ଲକ ଅର୍ନ୍ତଗତ
Read More...

ସୁମନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ : ପାଖରେ ପହଚିଂଲା ବିଙ୍ଗ୍‌ ହ୍ୟୁାମାନ ଫାଉଣ୍ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ଦେଓଗାଁ ବ୍ଲକ୍‌ ଅର୍ନ୍ତଗତ ଦେଷେଣ୍ଡ ଗ୍ରାମ ପଚାଂୟତର ଭାଲୁକୁନ୍ଦ ଗାଁର ନିବାସୀ ହେଉଛନ୍ତି ସୁମନ୍ତ ସାହୁ(୩୪) । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ବଲାଙ୍ଗିରର ଭୀମଭୋଇ ମେଡିକାଲ ହସପିଟଲାରେ ଚିକିତ୍ସା ହେବା ପରେ ତାଙ୍କୁ ବୁର୍ଲା
Read More...

ମାଦକ ଦ୍ରବ୍ୟ ସେବନ କରେନି କି ଅପପ୍ରଚାର ମଧ୍ୟ କରେନି ବୋଲି କହିଲେ କରଣ ଜୋହର

ମୁମ୍ବାଇ : କେବେ ବି ମୁଁ ମାଦକ ଦ୍ରବ୍ୟ ସେବନ କରେ ନି କି ଏହାର ଅପପ୍ରଚାର ମଧ୍ୟ କରେନି ବୋଲି ନିଜର ଟ୍ୱିଟର ଏକାଉଣ୍ଟରେ ଶୁକ୍ରବାର ଦିନ ପୋଷ୍ଟ କରି ଡ୍ରଗ୍ସ ସହ ମୋର କୋ÷ଣସି ଲିଙ୍କ୍‌ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଚଳଚ୍ଚିତ୍ର ର୍ନିମାତା କରଣ ଜୋହର । ସୂଚନାଯୋଗ୍ୟ ଯେ କରଣଙ୍କ ଏକ
Read More...

ବର୍ଷାଙ୍କୁ ଧନ୍ୟବାଦ ଜଣାଇଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବଢ଼ୁଥିବା ଶିଶୁ ଶ୍ରମିକ ପ୍ରଥାକୁ ବିରୋଧ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ ସେ ଏଠାକାର କିଛି ଶିଶୁ ଶ୍ରମିକଙ୍କ ଫଟୋ ପୋଷ୍ଟ କରି ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଅପିଲ କରିଛନ୍ତି । ବର୍ଷା ଏହି ଟ୍ୱିଟକୁ
Read More...