Daily Archives

ଆସନ୍ତୁ, ସମସ୍ତେ ମିଶି ବନ୍ଦପାଳନକୁ ସଫଳ କରିବା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଂପ୍ରତି ବିଶ୍ୱକୁ ଗ୍ରାସ କରି ଚାଲିଥିବା କରୋନା ମହାମାରୀ ଖୁବ ଜୋରରେ ତାର କାୟାବିସ୍ତାର କରି ଆଗକୁ ଆଗକୁ ହୁ ହୁ ହୋଇ ମାଡି ଚାଲିଛି । ଆମ ସହର ପଦ୍ମପୁର ତଥା ଗ୍ରାମାଂଚଳର ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ପଦ୍ମପୁର ସ୍ଥିତ ବଣିକ ସଙ୍ଘ, ଓକିଲ ସଙ୍ଘ,
Read More...

କରୋନା ରୋଗୀମାନଙ୍କ ପାଇଁ ଫଳପ୍ରଦ ହେଉଥିବା ‘ଫେଭିପିରାଭିର’ ବଟିକା ବିକ୍ରି କରିବାକୁ ଜିଲା ଡ୍ରଗ୍ସ ଅଧିକାରୀଙ୍କ ଚିଠି…

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶ୍ୱରେ କରୋନା ରୋଗୀମାନଙ୍କ ପାଇଁ ଫଳପ୍ରଦ ହେଉଥିବା ‘ଫେଭିପିରାଭିର’ ବଟିକାକୁ ବିକ୍ରି କରିବା ପାଇଁ ଓଡିଶାର ସରକାର ଅନୁମତି ଦେବା ପରେ ସମ୍ବଲପୁର ଜ଼ିଲ୍ଲାରେ ଏହି ଔଷଧକୁ ବିକ୍ରି ପାଇଁ ୨୭ଟି ଦୋକାନକୁ ଜିଲା ଡ୍ରଗ୍ସ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ତରଭା ସହର ଆଜିଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରକୁ ଆଜିଠୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ କରାଯାଇଛି । ତରଭା ବଣିକ ସଂଘ ନେତୃତ୍ୱରେ ସହରର ବରିଷ୍ଠ ନାଗରିକ କମିଟି, ବିଭିନ୍ନ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବେସାହାରା ଅନାଥ ପିଲାଙ୍କ ଘରେ ପହଂଚିଲା ସିଡବ୍ଲୁସି : ବ୍ଳକ ପ୍ରଶାସନର…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଁଭଟା ଗ୍ରାମର ମା'ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ୪ଭାଇ ଭଉଣୀ ଘଟଣା ସଂପର୍କରେ ଗତ ୨୪ ତାରିଖ ଦିନ କୋଶଳ ପ୍ରବାହ ଲାଇଭ୍‌ରେ ଖବର ପ୍ରକାଶିତ ହେବା ପରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୭୬ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ମାତ୍ର ୫ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୬ରୁ ୧, ୧୮ରୁ ୧ ଏବଂ ୧୯ରୁ ୨ ଜଣ ଆକ୍ରାନ୍ତଙ୍କ ତାଲିକାରେ
Read More...

ସଇଁନ୍ତଲା ଅଞ୍ଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି ହୋମ୍‌ କ୍ୱାରେନ୍‌ଟାଇନ୍‌ରେ ର‌ହିବାକୁ ଦାବୀ : ପ୍ରତିକାର ପାଇଁ ଆଗେଇ…

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ଜନସାଧାରଣ ସଚେତନତାକୁ ବେଖାତିର କରୁଥିବା ଯୋଗୁଁ ସଂକ୍ରମଣ ଆହୁରି ଭୟଙ୍କର ରୂପ ଧାରଣ କରିସାରିଲାଣି । ତେବେ ଏହାର ସମାଧାନ କେଉଁଠି ? ସୂଚନା ଏହି କି ଯେ, କିଛିଦିନ ହେବ ବଲାଙ୍ଗିର ଜିଲ୍ଲା
Read More...

ଚର୍ଚ୍ଚାରେ ଆବାହକଙ୍କ ଫେସବୁକ୍‌ ପୋଷ୍ଟ : ହାତୀ ଚଲେ ବାଜାର୍ ମେଁ, କୁତ୍ତା ଭୋଁକେ ହଜାର୍ ମେଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରାତିରେ କରୋନା ନିୟନ୍ତ୍ରଣ କମିଟିର ଆବାହକ ତଥା ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ନିଜ ଫେସବୁକ ଏକାଉଣ୍ଟରେ ଏକ ପୋଷ୍ଟ୍ କରିଥିଲେ । ତାହାକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ପୋଷ୍ଟରେ ଶ୍ରୀ ପାଣିଗ୍ରାହୀ,
Read More...

ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଓ ଜିଲ୍ଲା ପ୍ରଶାସନର ମିଳିତ ସକ୍ଷମ ଯୋଜନାରେ ଦିବ୍ୟଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ

ସମ୍ବଲପୁର, (ଦାମୋଦର ପଣ୍ଡା) : ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଓ ଜିଲ୍ଲା ପ୍ରଶାସନର ମିଳିତ ଭାବେ ସକ୍ଷମ ଯୋଜନାରେ ମହାନଗର ନିଗମ ଅଞ୍ଚଳର ନଅ ଜଣ ଦିବ୍ୟଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ କରାଯାଇଛି । ଫଳରେ ସମ୍ବଲପୁରରେ ପ୍ରଥମ ଥର ପାଇଁ ଇ-ରିକ୍ସା ଗଡିବ । ଆରଏମ୍‌ସି ଠାରେ ଏହି ଅବସରରେ
Read More...

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଇମ୍ରାନ୍‌ ଖାନ୍‌ଙ୍କ ଭାରତ ଉପରେ ଆରୋପ : ଭାରତର ପ୍ରତିନିଧି ବି ଦେଲେ ଜବାବ୍‌

ନୂଆଦିଲ୍ଲୀ : ଗତକାଲି ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନ୍‌ଜିଏ)ରେ ୭୫ତମ ବୈଠକ ଅବସରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀର ଏବଂ ଆତଙ୍କବାଦ ମାମଲା ଉପରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୈଠକରେ ସମ୍ବୋଧିତ କରିବା ସମୟରେ
Read More...

ବିପଦଶଙ୍କୁଳ ଭାବେ ମୁକୁଳା ହୋଇ ପଡ଼ିରହିଛି ମହଳାଇ ଛକରେ ଟ୍ରାନ୍ସଫର୍ମର : ଚାରିପଟେ ସ୍ଥାୟୀ ବାଡ଼ ଦେବାକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଛକରେ ଥିବା ଟ୍ରାନ୍ସଫର୍ମର ବିପଦଶଙ୍କୁଳ ଭାବେ ମୁକୁଳା ହୋଇ ପଡ଼ିରହିଛି । ଏହି ଛକ ଦେଇ ତୁଷୁରାରୁ ବଲାଙ୍ଗିର ରାସ୍ତା ପଡୁଥିବାରୁ ଏହି ରାସ୍ତା ଅଞ୍ଚଳର ଜନ ସମାଗମ ଲାଗି ରହେ । ଏହି ମୁକୁଳା ପଡିଥିବା ଟ୍ରାନ୍ସଫର୍ମରରେ ଜନସାଧାରଣଙ୍କ
Read More...