Daily Archives

ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଡେଇଁଲା : ଆଜି ୧୯୭ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୧୪୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ଼୍‌ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩ ହଜାର ଡେଇଁଲା । ଆଜି ୧୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୪୧ ପଜିଟିଭ୍‌ ବାହାରିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଗାନ୍ଧୀନଗରପଡ଼ାରୁ
Read More...

ରାସ୍ତା ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରୁଣା ବସ୍ତି ରାସ୍ତା ଏକ ଜନଗହଳିପୁର୍ଣ୍ଣ ତଥା ସହରର ବାଣିଜ୍ୟରେ ଏକ ମୁଖ୍ୟ ଯୋଗାଯୋଗର ରାସ୍ତା । ହେଲେ ବର୍ତ୍ତମାନ ଏହି ରାସ୍ତା ବେହାଲ ହୋଇ ପଡିଛି । ମାତ୍ର ୩ ବର୍ଷ ଆଗରୁ ନିର୍ମିତ ହୋଇ ମଧ୍ୟ
Read More...

୨୦୨୪ ଯାଏଁ ସମସ୍ତଙ୍କୁ ମିଳି ପାରିବନି କରୋନା ଭେକ୍‌ସିନ୍‌ : ସବୁଠୁ ବଡ଼ କଂପାନୀର ବୟାନ

ନୂଆଦିଲ୍ଲୀ : ଦୁନିଆଁର ସବୁଠାରୁ ବଡ଼ ଭେକ୍‌ସିନ୍‌ ଉତ୍ପାଦକ କଂପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ସଂସାରର ସବୁ ଲୋକ ଭେକ୍‌ସିନ ପାଇବା ପାଇଁ ଏତେମାତ୍ରାରେ ୨୦୨୪ ପର୍ଯ୍ୟନ୍ତ ମଧ୍ୟ ଭେକ୍‌ସିନ୍‌ ପ୍ରସ୍ତୁତ ହୋଇ ପାରିବନାହିଁ । ସେ ଭାରତର
Read More...

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦଙ୍କ କରୋନା ଟେଷ୍ଟ : ୧୭ ପଜିଟିଭ୍‌

ନୂଆଦିଲ୍ଲୀ : ଦେଶରେ ୧୭ ଜଣ ସାଂସଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ସାଂସଦମାନଙ୍କ ମଧ୍ୟରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ, ପ୍ରବେଶ ସାହେବ ସିଂହ ବର୍ମା, କର୍ଣ୍ଣାଟକର ବିଜେପି. ସାଂସଦ ଅନନ୍ତ କୁମାର ହେଗ୍‌ଡେ଼ ମଧ୍ୟ ସାମିଲ୍‌ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ
Read More...

ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣାଙ୍କ ଦାୟିତ୍ୱ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା, ଆଇଏଏସ୍‌ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କଠାରୁ ଦାୟିତ୍ୱ ନେଇଛନ୍ତି । ଶ୍ରୀ ରାଣା ୨୦୧୪ ବ୍ୟାଚ୍‌ର ଆଇଏଏସ୍
Read More...

କ୍ୱାରେନଟାଇନ ସେଣ୍ଟର ହୋଇଥିବା ରିନବଚନ ସ୍କୁଲ ଅନାବନା ଲଟାରେ ପରିପୂର୍ଣ୍ଣ : ସରପଞ୍ଚଙ୍କ ନିଘା ନାହିଁ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମରେ ଥିବା ସ୍କୁଲ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ସୂଚନାରୁ ପ୍ରକାଶ ଯେ ମହାମାରୀ କରୋନା ପାଇଁ ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ଥିବା ସ୍କୁଲମାନଙ୍କରେ ପ୍ରବାସୀ ଶ୍ରମିକମାନେ ରହିବା
Read More...

ମୋ’ ଭାଇ ଆତ୍ମହତ୍ୟା କରିନାହିଁ, ତାକୁ ହତ୍ୟା କରାଯାଇଛି : ମୃତ ଅଧ୍ୟାପକ ପ୍ରକାଶଙ୍କ ବଡ଼ଭାଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋ’ ଭାଇ ଆତ୍ମହତ୍ୟା କରିନାହିଁ, ତାକୁ ହତ୍ୟା କରାଯାଇଛି । ଏହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ମୃତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ବଡ଼ଭାଇ ସରୋଜ କୁମାର ସାହୁ ବଲାଙ୍ଗିର ଏସ୍‌ପି.ଙ୍କୁ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ୩୧ ତାରିଖ
Read More...

୯ ଦଫା ଦାବୀ ନେଇ ଏସ୍.ୟୁ.ସି.ଆଇ.(ସି)ର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ଜନ ସମସ୍ୟାର ସମାଧାନ ଦାବୀ କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏସ୍.ୟୁ.ସି.ଆଇ(ସି) ବଲାଙ୍ଗିର ଶାଖା ତରଫରୁ ଅଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ୯ ଦଫା ଦାବୀ ସମ୍ମିଳିତ ଏକ ଦାବୀପତ୍ର ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଜରୁରୀ କାଳୀନ
Read More...

କାଠ ଚୋର ଓ ବନ୍ୟଜନ୍ତୁ ଶିକାରୀଙ୍କ କପାଳ ଖୋଲିଲା : ସମସ୍ତ ରେଂଜରମାନଙ୍କଠାରୁ ରାଜ୍ୟ ସରକାର ପ୍ରତ୍ୟାହାର କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର କବଳରେ ରାଜ୍ୟର ଆର୍ଥିକ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାର ସମସ୍ତ ରେଂଜରଙ୍କଠାରୁ ଚାରିଚକିଆ ଯାନ ପ୍ରତ୍ୟାହାର କରି ନେଇଥିବା କୁହାଯାଇଛି । ତେବେ ସରକାରଙ୍କ ଏହି ପଦକ୍ଷେପ କାଠ ଚୋର ଏବଂ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ
Read More...

୨୬ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ : ଧୂଳିରୁ ରକ୍ଷା ପାଇବାକୁ ହେଲମେଟ୍ ବ୍ୟବହାର କରୁଛନ୍ତି ଯାତ୍ରୀ

ଦେଓଗାଁ, (ମନିଷ କୁମାର ସାହୁ) : ବରଗଡ଼-ବୋରିଗୁମା ଜାତୀୟ ରାଜପଥରେ ଯମପୁରକୁ ରାସ୍ତା ଦେଖାଉଛି ବଲାଙ୍ଗୀର-ଦେଓଗାଁ ରାସ୍ତା । ମାତ୍ର ୨୦ କିମି ରାସ୍ତାରେ ଅଗଣିତ ଖାଲ । ଜୀବନକୁ ପାଣି ଛଡ଼ାଇ ଲୋକେ ଯାତାୟାତ କରୁଛନ୍ତି । ବଲାଙ୍ଗୀରରୁ ବାହାରିଲେ ଶିଳ୍ପାଞ୍ଚଳରୁ ଆରମ୍ଭ ହୋଇଛି ରାସ୍ତାର
Read More...