Daily Archives

ସଇଁନ୍ତଲା ଅଞ୍ଚଳରେ ହୁ ହୁ ହୋଇ କରୋନା ବୃଦ୍ଧି : ପ୍ରଶାସନ ଚୁପ୍ ଅଭିଯୋଗ

ସଇଁନ୍ତଲା, (ପ୍ରଶାନ୍ତ କୁମାର ସାହୁ) : ସଇଁନ୍ତଲା ଅଞ୍ଚଳରେ ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ପ୍ରସାଶନ ତରଫରୁ କୈାଣସି ପଦକ୍ଷେପ କିମ୍ବା ଜନସାଧାରଣଙ୍କ ଅବଗତି ନିମନ୍ତେ କୈାଣସି ପଦକ୍ଷେପ ଗ୍ରହଣ ନ କରାଯାଉଥିବାରୁ ସଇଁନ୍ତଲା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି । ସୂଚନା
Read More...

ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କାହାକୁ ମାନୁନି । କୌଣସି ପ୍ରତିବନ୍ଧକକୁ ବି ଖାତିର କରୁନି ସଂକ୍ରମଣ । ଆହୁରି ଆହୁରି ବଢ଼ି ଚାଲିଛି ରାଜ୍ୟରେ । ମନ୍ତ୍ରୀ, ବିଧାୟକ, ସାଂସଦ କେହି ଏଥିରୁ ବାଦ୍‌ ପଡ଼ୁନାହାନ୍ତି । ଆଜି ମହିଳା ଓ
Read More...

ଏଲ୍‌ଏସି.ରେ ଚୀନ୍‌ର ବଦ୍‌ମାସୀ କମୁନି : ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ : ମସ୍କୋରେ ଭାରତ ଏବ ଚୀନ୍‌ର ବିଦେଶ ମନ୍ତ୍ରୀଙ୍କ ଭିତରେ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏକତରଫା ଭାବେ ଚୀନ୍‌ ଭାରତ ସହିତ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚୀନ୍‌ ସେନା ପେଗୋଙ୍ଗ ଇଲାକାରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଏଲ୍‌ଏସି.ରେ ଚୀନ୍‌ର
Read More...

କଙ୍ଗନାଙ୍କ ଡ୍ରଗ୍ସ କେସ୍‌ ତଦନ୍ତ କରିବ ମୁମ୍ବାଇ ପୁଲିସ

ମୁମ୍ବାଇ : କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ କେସ୍‌ର ତଦନ୍ତ ହେବ । ମହାରାଷ୍ଟ୍ର ସରକାର ତଦନ୍ତର ଆଦେଶ ଦେଇଛନ୍ତି । ତେବେ ମୁମ୍ବାଇ ପୁଲିସକୁ ତଦନ୍ତର ଦାୟତ୍ୱ ପ୍ରଦାନ କରାଯାଇଥିବା ଖବରରେ କୁହାଯାଇଛି । ମୁମ୍ବାଇ ପୁଲିସକୁ ମହାରାଷ୍ଟ୍ର ସରକାରଙ୍କ ତଦନ୍ତ କରିବା ସକାଶେ ଅଫିସଆଲ୍‌ ଚିଠି
Read More...

ଦେଶରେ କରୋନା ସ୍ଥିତି ଅସମ୍ଭାଳ : ଗତ ୨୪ ଘଂଟାରେ ୯୬,୫୫୧ ଆକ୍ରାନ୍ତ, ୧୨୦୯ ମୃତ

ନୂଆଦିଲ୍ଲୀ : ପ୍ରତ୍ୟହ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଠିକ୍‌ ଠଉରେଇ ହେଉଛି, ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ଭାରତରେ ୯୬,୫୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୯ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରତିଦିନ କରୋନା ଏବେ ନୂଆ ରେକଡର଼୍ ସୃଷ୍ଟି କରି
Read More...

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର - ଧର୍ମେନ୍ଦ୍ର ପ୍ରଧାନ• ଦେଶର ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଉଚ୍ଚାଭିଳାଷୀ ଯୋଜନା• ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲଏନଜି ଷ୍ଟେସନ ପ୍ରତିଷ୍ଠା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ଆଣିବ ନୂଆ ମାପଦଣ୍ଡ•
Read More...

ବୋବାଲ୍‌ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ପୁଣି ୩୯୯୬ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ବୋବାଲ୍‌ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୯୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୫୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ

● ସଂକ୍ରମଣ ରୋକିବା ପାଇଁ ଯେପରି କୌଣସି କୋଭିଡ ପଜିଟିଭ ମାମଲା ବାଦ ନପଡେ ତାହା ସୁନିଶ୍ଚିତ କରିବାକୁ ପଡିବନୂଆଦିଲ୍ଲୀ, (ପିଆଇବି) : କେତେକ ବୃହତ ରାଜ୍ୟରେ ଲକ୍ଷଣଯୁକ୍ତ ମାମଲାଗୁଡିକ ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ଵେ ତାହାର ଆରଟିପିସିଆର ପରୀକ୍ଷା ନହେଉଥିବା କେନ୍ଦ୍ର
Read More...

ସମଗ୍ର ଆଗଲପୁର ଅଞ୍ଚଳରେ ପୁଅ ଜିଉଁତିଆ

ଆଗଲପୁର, (ଦେବାଶିଷ ପଧାନ) : ପୁଅ ମାନଙ୍କ ଦୀର୍ଘାୟୁ କାମନା କରି ମାଆ ମାନେ ଭକ୍ତିଭାବ ରଖି ପୁଅ ଜିଉଁତିଆ ପର୍ବ ପାଳନ କରିଥିଲେ । ଗତକାଲି ଖାଦ୍ୟ ଗ୍ରହଣ ନକରି ନିର୍ଜଳା ଉପବାସ ରହି ସମଗ୍ର ଆଗଲପୁର ରିନବଚନ, ସାଲେଭଟା, ଡୁଡୁକାରେ ପର୍ବ ପାଳନ ପାଇଁ ଥାଳିରେ ଅରୁଆ ଚାଉଳ ଦୁବ ବେଳପତ୍ର
Read More...

ଆଦର୍ଶ ଶିକ୍ଷକ ଜୟକୃଷ୍ଣ ନାଏକଙ୍କ ପରଲୋକ

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଗଇଁତଲା ଗ୍ରାମ ନିବାସୀ ଆଦର୍ଶ ଶିକ୍ଷକ ଜୟକୃଷ୍ଣ ନାଏକଙ୍କ ୫୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଉତ୍ତରା ନାଏକ, ଭାଇ ରଘୁରାଜ, ଚିତ୍ତ ରଂଜନ, ରଘୁମଣୀ, ଭାଇ ବୋହୁ, ଚାରି ଝିଅ ପୁତ୍ର
Read More...