Daily Archives

ସାର କଳାବଜାରୀକୁ ନେଇ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ୟୁରିଆ ସାର ଯୋଗାଣରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ଲାଗି ରହିଛି । ତେଣୁ ଏହାର ପ୍ରତିକାର ଦାବୀରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଅତିରିକ୍ତ
Read More...

ନରସିଂହଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ବୈଠକ : ରାଜ୍ୟରେ ସାର କଳାବଜାରୀକୁ ନେଇ ଗୃହ କମିଟିରେ ଜୋରଦାର ଆଲୋଚନା :…

କେଉଁଝରର ଆନନ୍ଦପୁର, ବଲାଙ୍ଗିର ଡିସିସିବିର ସ୍ୱତନ୍ତ୍ର ଅଡିଟ ରିପୋର୍ଟ ୭ ଦିନ ଭିତରେ ପ୍ରଦାନ କରିବାକୁ ନିର୍ଦ୍ଦେଶବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ ଅଫିସ କାର୍ଯ୍ୟାଳୟ ଭିଡିଓ କନଫରେନ୍ସ କକ୍ଷରେ ବିଧାନସଭା ଗୃହ କମିଟିର ବିଭାଗୀୟ ସବ୍‌ କମିଟି ୬ର ବୈଠକ ଅନୁଷ୍ଠିତ
Read More...

ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଓ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର ଅଭାବୀ ଯୋଗାଣ ସାଂଗକୁ କଳା ବଜାରକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଉ କରାଯାଇଛି । ଜିଲ୍ଲା କୃଷକ ସଂଗଠନର ଶତାଧିକ ଚାଷୀ ଜିଲ୍ଲା କୃଷି
Read More...

ଏନ୍‌ଡ଼ିଏ ଓ ନୋଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏନ୍‌ଡ଼ିଏ ଓ ନୋଭାଲ ଏକାଡେମୀ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଇଷ୍ଟ କୋଷ୍ଟ ରେଲ୍‌ୱେର ଚିଫ୍‌ ପାସେଂଜର ଟ୍ରାନ୍ସପୋଟେସନ୍‌ ମେନେଜର ଜ୍ୟୋତିପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆସନ୍ତା ୬ ତାରିଖରେ
Read More...

ଦେଓଗାଁ ତହସିଲରେ ନୂତନ ତହସିଲଦାର ଭାବେ ଯୋଗ ଦେଲେ ନାରାୟଣ ସାହୁ

ଦେଓଗାଁ, (ମନିଷ କୁମାର ସାହୁ): ଦେଓଗାଁ ତହସିଲରେ ନୂତନ ତହସିଲଦାର ଭାବେ ନାରାୟଣ ସାହୁ ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଦେଓଗାଁ ତହସିଲଦାର ସୋନାଲି ପାତ୍ରଙ୍କୁ ମୁରିବାହାଲ ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ମୁରିବାହାଲ ତହସିଲଦାର
Read More...

ସବୁପ୍ରକାର ସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ : ଆର୍ମି ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ

ଲଦାଖ : ସବୁ ପ୍ରକାର ସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି ବୋଲି ଆର୍ମି ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏଲ୍‌ଏସି.ରେ ଗତ ତିନି ମାସ ହେଲା ସ୍ଥିତି ଗମ୍ଭୀର ରହିଛି । କିନ୍ତୁ ସେନାବାହିନୀର ମନୋବଳ ବେଶ୍‌ ଦୃଢ଼ ଅଛି ।
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୨୬୭ ଜଣ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ୮୫୯

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସେମାନଙ୍କ ମଧ୍ୟରୁ ୧୯୬୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୩୦୬ ଜଣ ଆଂଚଳିକ ସଂକ୍ରମଣର
Read More...

ଦେଶରେ ବେଲଗାମ୍‌ ହେଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦେଶରେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ବଢ଼ୁଛି, ଲୋକଙ୍କ ଭିତରେ ଛନକା ପଶି ଯାଉଛି । ଏହା ବି ସତ ଯେ, ସୁସ୍ଥତା ହାର ବି ବଢ଼ିବାରେ ଲାଗିଛି । କିନ୍ତୁ ସଂକ୍ରମଣ ଦିଗରେ ବି ଏହା କାୟା ବିସ୍ତାର ହୋଇ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ
Read More...

ଦେଶରେ ଦିନିକିଆ ସୁସ୍ଥତାରେ ସର୍ବକାଳୀନ ରେକର୍ଡ

• ଗତକାଲି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୬୮,୫୮୪ ରୋଗୀ• ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ୭୦%ରୁ ଅଧିକନୂଆଦିଲ୍ଲୀ, (ପିଆଇବି) : ଗତକାଲି ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ
Read More...

ବନ୍ୟାଂଚଳ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସତର୍କତା ସୂଚନା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନଈ, ନାଳ, ପୋଖରୀ, ଚୁଆ ଆଦିର ଦୂଷିତ ଜଳ ପିଅନ୍ତୁ ନାହିଁ । କୋଭିଡ଼ ସଂପର୍କିତ ସମସ୍ତ ପ୍ରତିଷେଧକ ନିୟମର କଡ଼ା ଅନୁପାନଳ
Read More...