ବନ୍ୟାଂଚଳ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସତର୍କତା ସୂଚନା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନଈ, ନାଳ, ପୋଖରୀ, ଚୁଆ ଆଦିର ଦୂଷିତ ଜଳ ପିଅନ୍ତୁ ନାହିଁ । କୋଭିଡ଼ ସଂପର୍କିତ ସମସ୍ତ ପ୍ରତିଷେଧକ ନିୟମର କଡ଼ା ଅନୁପାନଳ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କୁହାଯାଇଥିବା ବେଳେ ଅଧିକ ସୂଚନା ପାଇଁ ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.