Daily Archives

ବନ୍ୟଜନ୍ତୁ ଭୟରେ ଚାଷ କାମ ଛାଡୁଛି ଚାଷୀ : ପଡିଆ ପଡୁଛି ଡଙ୍ଗର ତଳିଆ ଚାଷ ଜମି

ଦେଓଗାଁ, (ମନିଷ କୁମାର ସାହୁ) : ଡଙ୍ଗର ତଳିଆ ଜମିରେ ଚାଷ କଲେ ପାଣିର ଅଭାବ ରହିନଥାଏ। ତେଣୁ ସେଭଳି ଜମିରେ ଚାଷୀମାନେ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ଦେଓଗାଁ ବ୍ଲକ୍ ଅଞ୍ଚଳରେ ଏବେ ଏଭଳି ଜମିରେ ଚାଷ କରିବାକୁ ଚାଷୀମାନେ ମଙ୍ଗୁ ନାହାନ୍ତି। ବନ୍ୟପ୍ରାଣୀଙ୍କ ଯୋଗୁଁ
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା କଂଗ୍ରେସ ଭବନରେଠାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଦୁଇ ମିନିଟ୍‌ ନୀରବ
Read More...

ରାପିଡ୍ ଆଣ୍ଟିଜେନ ଟେଷ୍ଟ ସମୟରେ କର୍ଲାମୁଣ୍ଡା ବ୍ଲକ ତହସିଲ ଅଫିସ୍‌ର କନିଷ୍ଠ କିରାଣୀ କରୋନା ପଜିଟିଭ

କଲାହାଣ୍ଡି, (କେପିଏନ୍‌ଏସ୍‌) : କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସୋମବାର ରାପିଡ୍ ଆଣ୍ଟିଜେନ ଟେଷ୍ଟ ସମୟରେ ତହସିଲ ଅଫିସ କନିଷ୍ଠ କିରାଣୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।ସୂଚନା ମୁତାବକ ସେ ତାଙ୍କ ଘର କଲମପୁର ବ୍ଲକକୁ ନୂଆଁଖାଇ ପାଇଁ ଯାଇଥିବା ବେଳେ କୌଣସି କାରଣରୁ
Read More...

ଭାରତରେ କୋଭିଡ-୧୯ ମୁକାବିଲା ଲାଗି ୩୫୦୦ କୋଟି (ଆନୁମାନିକ) ଟଙ୍କା ଦେବାକୁ ଜାପାନର ପ୍ରତିଶ୍ରୁତି

• ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ସରକାରୀ ବିକାଶମୂଳକ ଋଣ ସହାୟତା ଆକାରରେ ଯୋଗାଇ ଦିଆଯିବ ଅର୍ଥ• ଆନୁମାନିକ ୭୦ କୋଟି ଟଙ୍କାର ଗ୍ରାଣ୍ଟ ଇନ ଏଡ ସହାୟତା ପାଇଁ ମଧ୍ୟ ଚୁକ୍ତିନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ସଙ୍କଟର ଜରୁରିକାଳୀନ ମୁକାବିଲା ଉଦ୍ଦେଶ୍ୟରେ ଜାପାନ ସରକାର ଜେପିଓ୍ବାଇ ୫୦ ବିଲିୟନ
Read More...

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ସ୍ଥାନୀୟ ମହିଳା କଲେଜ ଛକରୁ ଏକ ୧୦ ଚକିଆ ଟ୍ରକ୍‌ରୁ ପ୍ରାୟ ୫ କ୍ୱିଣ୍ଟାଲ ଆନୁମାନିକ ୧୪ ଲକ୍ଷ ଟଙ୍କାର ଗଂଜେଇ ଜବତ ହୋଇଥିବା ବେଳେ ଟ୍ରକ୍‌ ସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ତେବେ
Read More...

ସାର ସମସ୍ୟା ନେଇ ପୁଇଁନ୍ତଲା ବ୍ଲକ୍‌ ଫାର୍ମର୍‌ ପ୍ରଡ଼୍ୟୁସର କଂପାନୀ ପକ୍ଷରୁ ୬ ଦଫା ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାର ସମସ୍ୟା ନେଇ ପୁଇଁନ୍ତଲା ବ୍ଲକ୍‌ ଫାର୍ମର୍‌ ପ୍ରଡ଼୍ୟୁସର କଂପାନୀ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

ସେଲାପଥରର ସମ୍ପାଦକ କରୁଣାକର ଭୋଇଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଚାଷୀ ନେତା, କୋଶଲି କବି, ଭାଷା ଗବେଷକ, ସଂଗଠକ, ଲଢୁଆ ସମାଜସେବୀ, ସାହିତ୍ୟ ପତ୍ରିକା ସେଲାପଥରର ସମ୍ପାଦକ ୰କରୁଣାକର ଭୋଇଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଜନ୍ମସ୍ଥାନ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଠାରେ ଚାଷୀ ନେତା କ୍ଷମାନିଧି ଭୋଇଙ୍କ ଅଧ୍ୟକ୍ଷତାରେ
Read More...

ବନ୍ୟାବିପନ୍ନଙ୍କୁ ପଲଥିନ ନମିଳିବାରୁ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ଅବୋରୋଧ

ବୌଦ୍ଧ,(ବଂଶୀଧର ମାଝୀ) : ଗତ ଲଗାଣବର୍ଷା ଓ ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ପଲିଥିନ୍ ନମିଳିବାରୁ ପ୍ରଭାବିତ ଲୋକମାନେ ଖୋର୍ଦ୍ଧା ବଲାଙ୍ଗିର ନଂ.୫୭ ଜାତୀୟ ରାଜପଥ ବୀରନସିଂହପୁର ଠାରେ ଗୋଟାଏ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା
Read More...

ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବରଗଡ଼ ବ୍ଲକ-୪, ବରଗଡ଼ ଟାଉନ -୨୮, ବରପାଲି ବ୍ଲକ -୩, ବରପାଲି ଏନ୍‌ଏସି. -୮, ବିଜେପୁର ବ୍ଲକ-୧, ଭଟଲି ବ୍ଲକ -୨, ଅତାବିରା ବ୍ଲକ -୨, ଅତାବିରା ଏନ୍‌ଏସି.-୫,
Read More...

ଟିଟିଲାଗଡ଼ରେ ୟୁରିଆ ସାରା ପାଇଁ ଲମ୍ବା ଲାଇନ : ସଇଁନ୍ତଲାରେ ସାର କଲାବଜାର : ବସ୍ତା ପିଛା ୬୦୦ଟଙ୍କାରେ ବିକ୍ରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସମୟ ଥିଲା ଚାଷୀମାନେ କ୍ଷେତରେ ଧାନ ବୁଣିବା ଆଗରୁ ଗୋବର ପକାଉ ଥିଲେ। ପରେ ଧାନ ବୁଣୁଥିଲେ। ଭଲ ବର୍ଷା ହେଲେ ଚାଷୀମାନେ ଦୁଇଗୁଣା ଫସଲ ଅମଳ ପାଉଥିଲେ। କିନ୍ତୁ ବୈଜ୍ଞାନିକ ଯୁଗରେ ଚାଷୀମାନେ ସାର ବ୍ୟବହାର କରିବା ବାଧ୍ୟତାମୂଳକ ଭାବେ ନେଇଛନ୍ତି। ବଲାଙ୍ଗିର
Read More...