Monthly Archives

August 2020

ବର୍ଷାର ଦେଖା ନାହିଁ : ଚିନ୍ତାରେ ଚାଷୀ

ବଙ୍ଗୋମୁଣ୍ଡା (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଚଳିତବର୍ଷ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । କମ ବର୍ଷା ଯୋଗୁଁ ଚଳିତ ବର୍ଷ ସିନ୍ଧେକେଲା ଅଞ୍ଚଳର ବିଭିନ୍ନ ଗାଁ ଗୁଡିକରେ ଚାଷକାମ ବ୍ୟାହତ ହୋଇଛି । ଚାଷ କାମ ଆଗେଇ ପାରୁନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୃଷି ଭିତ୍ତିଭୂମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କାର ଅର୍ଥ ଯୋଗାଣ ପ୍ରକ୍ରିୟା…

• ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ ପ୍ରାୟ ୮.୫ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୭ ହଜାର କୋଟି ଟଙ୍କା ପ୍ରେରଣ କଲେ ପ୍ରଧାନମନ୍ତ୍ରୀ• କ୍ୟାବିନେଟ ଅନୁମୋଦନର ୩୦ ଦିନ ମଧ୍ୟରେ କେନ୍ଦ୍ରୀୟ ଯୋଜନାରେ କୃଷି ଭିତ୍ତିଭୂମି ପାଣ୍ଠିରୁ ୨୨୮୦ କୃଷକ ସମବାୟ ପାଇଁ ମଞ୍ଜୁର ହେଲା ଏକ ହଜାର କୋଟି
Read More...

ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ମେହେର ଏସୋସିଏସନ ଓ ଅନ୍ୟାନ୍ୟ କ୍ଲବ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତିର
Read More...

ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ହଜାରେ ଟପିଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାରେ ରବିବାର ନୂଆ କରୋନା ଆକ୍ରାନ୍ତ ୧୪ ଜଣ ସମସ୍ତେ ମହା ନଗର ନିଗମ ଅଞ୍ଚଳର ହୋଇଥିବା ବେଳେ ଏହି ସଂଖ୍ୟା ୧୦୦୧ରେ ପହଁଚିଛି । ଏହାର ମୁକାବିଲା ପାଇଁ ଭିମସାରରେ ଆଉ ଶହେ ଶଯ୍ୟାବିଶିଷ୍ଟ ଆଇସୋଲେସନ କେନ୍ଦ୍ର କାର୍ୟ୍ୟକ୍ଷମ ହୋଇଛି । ଅପରପକ୍ଷରେ
Read More...

ଲୋଇସିଂହା : ବିଶ୍ୱ ଆଦିବାସୀ ଦିବସ ପାଳିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଶ୍ୱ ଆଦିବାସୀ ଦିବସ ଅବସରରେ ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ ସଂଘର ମିଳିତ ଉଦ୍ୟମରେ ଲୋଇସିଂହାସ୍ଥିତ ଆଦିବାସୀ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଆଦିବାସୀଙ୍କ ମୂଳ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ବୀର
Read More...

ହରିଶଙ୍କରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କର ଠାରେ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
Read More...

ଗୋଟିଏ ଦିନରେ ୭,୧୯,୩୬୪ ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଁଛି ଭାରତ

• ଏବେ ସମୁଦାୟ ପରୀକ୍ଷଣ ସଂଖ୍ୟା ୨,୪୧,୦୬,୫୩୫ ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି । ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତକାଲି ୨୪ ଘଣ୍ଟା ମଧ୍ୟରେ ୭,୧୯,୩୬୪ ନମୁନା ପରୀକ୍ଷା କରିଛି ।ଏହିଭଳି ଦୈନିକ
Read More...

ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ସମାଜର ରୀତିନୀତି,ସଂସ୍କୃତି,ପରମ୍ପରାର ସୁରକ୍ଷା ପାଇଁ ନେଲେ ସଂକଳ୍ପବଙ୍ଗୋମୁଣ୍ଡା ,୦୯ା୦୮-ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀଠାରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ଜିଲା କନ୍ଧ ସମାଜ ଯୁବ ସଂଗଠନ ର ସଭାପତି
Read More...

ମୋବାଇଲ ନେଟୱାର୍କ ନାହିଁ : ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଢେ଼ା’

କଳାହାଣ୍ଡି, (କେପିଏନ୍ଏସ୍) : ମ. ରାମପୁର ଅନ୍ତର୍ଗତ ଅନେକ ଉପାନ୍ତ ଓ ଆଦିବାସୀ ଅଧୁ୍ୟଷିତ ଗ୍ରାମ ପଞ୍ଚାୟତ ଓ ଗାଁ ଅଛି ଯେଉଁଠି ମୋବାଇଲ ନେଟୱାର୍କ ସାତ ସପନ । ମାଣିକେରା ଗ୍ରା.ପ. ଅନ୍ତର୍ଗତ ଉପର ନୂଆଁଗାଁ, ତଳ ନୂଆଁଗାଁ, ମାର୍ଦ୍ଧାଯୋର, କମଗାଁ, ବାଜାମୁଣ୍ଡା, ଅସରକୁପା, ଯୁଗେଇ ଭଳି ଅନେକ
Read More...
error: Content is protected !!