ବଲାଙ୍ଗିର ସାମ୍ବାଦିକ ଭବନରେ ପତାକା ଉତ୍ତୋଳନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସାମ୍ବାଦିକ ସଂଘରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । କୋଭିଡ଼ ନିୟମକୁ ପାଳନ ପୂର୍ବକ ସୀମିତ ସଦସ୍ୟଙ୍କ ମଧ୍ୟରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଆନଂଦ ଚଂଦ୍ର ସାହୁ,!-->…
Read More...
Read More...