Monthly Archives

August 2020

କରୋନା ମାଡ଼ରେ ଉଭେଇଗଲା ଗଣେଶ ପୂଜା ଉଲ୍ଲାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତି ସ୍କୁଲ କଲେଜ ତଥା ଅନୁଷ୍ଠାନ ଓ ଜନବସତିର ଗଳି ଗଳିରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାର ଉଲ୍ଲାସ ଚଳିତ ବର୍ଷ ଉଭେଇ ଗଲା । ଗଣେଶଙ୍କ ପୂଜନୋତ୍ସବରେ ସମସ୍ତ ପ୍ରକାର ବିଘ୍ନନାଶ ହେବା ସହ ଜ୍ଞାନ ପ୍ରାପ୍ତି ହେଉଥିବା ବିଶ୍ୱାସରେ ବେଶ୍‌ ସମୃଦ୍ଧି ଭାରତୀୟ
Read More...

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

● ବୈଷୟିକ ଦକ୍ଷତା ସମ୍ପନ୍ନ ଏହି ଉଦ୍ଭାବନ ଆତ୍ମନିର୍ଭର ଭାରତ ପାଇଁ ହେବ ବରଦାନନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ଶୀର୍ଷକ ୱେବିନାର

ନୂଆଦିଲ୍ଲୀ, (ପିଆଇବି) : ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ପ୍ରଚଳିତ କଳା, ସଂସ୍କୃତି,ସାହିତ୍ୟ ଓ ପରମ୍ପରା ସମ୍ପର୍କରେ ଉଭୟ ରାଜ୍ୟ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ସହମତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ, ଭୁବନେଶ୍ବର ପକ୍ଷରୁ ଅନୁଷ୍ଠିତ ଏକ
Read More...

ଲୋକଗୀତରେ ନୂଆଁଖାଇକୁ ସ୍ୱାଗତ କଲା ଦେବଗିରି

ଭବାନୀପାଟଣା: ମହାନ ଗଣପର୍ବ ନୂଆଁଖାଇକୁ ସ୍ୱାଗତ କରିବା ପାଇଁ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ କଳାହାଣ୍ଡି ଥିଏଟର୍ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଲୋକଗୀତ ଲାଇଭ୍‌’ ସମାରୋହ । ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ସିଧାପ୍ରସାରଣ କରାଯାଇଥିବା ଏହି
Read More...

ବାଇକ ଓ ସାଇକଲ ଧକ୍କା : ୩ ଆହତ

ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ-ମନମୁଣ୍ତା ରାସ୍ତାର ଖଟଖଟିଆ ଠାରୁ ଜାଲପାଲି ମଝିରେ ସାଇକେଲ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ସୋନପୁର ଜିଲ୍ଲା ଗଇଲଗୁଡ଼ି ଗ୍ରାମର ସତ୍ୟ ନାରାୟଣ ଭୋଇ ଓ ଯତୀନ ଭୋଇ କଣ୍ଟାମାଳରୁ
Read More...

ଲୋୟର୍‌ ସୁକ୍‌ତେଲ୍‌ ପ୍ରସଙ୍ଗ : ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଲୋୟର ସୁକ୍‌ତେଲ୍‌ ପ୍ରକଳ୍ପରେ ଦିଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ବିଜେଡ଼ି ଯୁବନେତା ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ସୂଚାନଯୋଗ୍ୟ ଯେ, ବାଲାଙ୍ଗିରର ଲୋୟର
Read More...

୧୧ଟି ରାଜ୍ୟର ପ୍ରତିଯୋଗୀଙ୍କ ମଧ୍ୟରେ ବଙ୍ଗୋମୁଣ୍ଡାର ସଂସିତା ତୃତୀୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ୱାଧୀନତା ଦିବସ ଦିନ ସିନାପାଲିଠାରେ ସର୍ବ ଭାରତୀୟ ଅନଲାଇନ ଦେଶାତ୍ମବୋଧକ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅନଲାଇନ ଡାନ୍ସ ପ୍ରତିଯୋଗିତାରେ ଦେଶର ୧୧ଟି ରାଜ୍ୟର ମୋଟ ୧୮୩ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ
Read More...

ନୂତନ ଶିକ୍ଷାନୀତିକୁ ନେଇ ଆଲୋଚନା ଚକ୍ର

ବଲାଙ୍ଗୀର, (ରାଜେଶ ଦଣ୍ଡସେନା) : ବିକାଶ ସମିତି, ଓଡିଶାଙ୍କ ଦକ୍ଷିଣ ପଶ୍ଚିମ ସମ୍ଭାଗ ତରଫରୁ ନୂତନ ଜାତୀୟ ଶିକ୍ଷାନୀତିକୁ ନେଇ ଅନ୍ ଲାଇନ୍ ମାଧ୍ଯମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆଁପଡା ଜିଲ୍ଲାରୁ ମୋଟ ୫୩ ଜଣ ଶିକ୍ଷାବିତ
Read More...

କପିଲଧାରରୁ ଦ୍ୱିତୀୟ ଶବ ଉଦ୍ଧାର

ବରଗଡ଼, (ଗୋପୀନାଥ ସାହୁ) : ଅସାବଧାନତାବଶତଃ ଗତ କାଲି କପିଲଧାରରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ କ୍ଷୀରୋଦ ସୋନୀଙ୍କ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ବିଜ କୁମାର ମହାକୁରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ
Read More...