Monthly Archives

August 2020

ଝିମନପାଲି ଗ୍ରାମକୁ ୭୨ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଂଚାୟତର ଝିମନପାଲି ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କରମତଲା ସରପଞ୍ଚ ହିମାଞ୍ଚଳ ବୁଡେକ ଉକ୍ତ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ
Read More...

ଫପସି ଭିଆଇପି ଛକକୁ କଣ୍ଟେନ୍ଟମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରୁ ଶୁକ୍ରବାର ସନ୍ଧ୍ୟା ୬ ପର୍ୟ୍ୟନ୍ତ ୪୮ ଘଣ୍ଟା ଫପସି ଭିଆଇପି ଛକକୁ ସଟ୍ ଡାଉନ୍ ଘୋଷଣା କରାଯାଇଛିି । ସୂଚନା ଏହି କି ଯେ ବଲାଙ୍ଗୀର ସଇନ୍ତଳା ବ୍ଳକ ଫପସି ଅଞ୍ଚଳରେ ତିନି ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ
Read More...

ସୁବର୍ଣ୍ଣପୁରରେ ଲଗାଣ ବର୍ଷା : ଅବସ୍ଥା ଶୋଚନୀୟ

ସୋନପୁର, (ପ୍ରଭୁଦତ୍ତ ରଥ) : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ୨ ଦିନ ଧରି କ୍ରମାଗତ ବର୍ଷା ଯୋଗୁଁ ସମସ୍ତ ନାଳ ଓ ସହରର ଅନେକ ମୁଖ୍ୟ ରାସ୍ତା ବର୍ଷା ପାଣିରେ ପୁରିଉଠି ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି । ସହରର ୱାର୍ଡ଼ ନଂ-୧୦
Read More...

ରାଜ୍ୟରେ ସୁସ୍ଥ ହେଲେ ୩୩୪୩ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୩୩୪୩ ଜଣ ଆକ୍ରାନ୍ତ । ତେବେ ଜିଲ୍ଲା ଆଧାରରେ ଖୋର୍ଦ୍ଧାରୁ ୭୩୨, ସୁନ୍ଦରଗଡ଼ରୁ ୨୬୧, ଭଦ୍ରକରୁ ୨୪୫, ଗଂଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫, ସମ୍ବଲପୁରରୁ ୧୨୭, ପୁରୀରୁ ୧୨୧, କୋରାପୁଟରୁ ୧୧୯,
Read More...

ବ୍ରାହ୍ମଣୀ ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ସରକାର ସମସ୍ତଙ୍କ ଘରକୁ ବିଦ୍ୟୁତ ସଂଯୋଗ ପାଇଁ ଘୋଷଣା କରିଥିବା ବେଳେ ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ ସଂଯୋଗ କରାଯାଉଛି । ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଥିବା ବେଳେ ସବୁ ଗାଁକୁ ଏପରିକି ସବୁ
Read More...

ଲଗାଣ ବର୍ଷାରେ ବେହାଲ ଆଗଲପୁର ଅଞ୍ଚଳ : ସମଗ୍ର ଚାଷ ଜମି ସହିତ ଘରଦ୍ଵାର ଜଳମଗ୍ନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ସମଗ୍ର ଅଞ୍ଚଳରେ ଦୁଇଦିନ ହେଲା ଭୀଷଣ ଭାବରେ ଲଗାଣ ବର୍ଷା ଜାରିରହିଛି । ଉତାଲି ଜୋରରେ ପାଣି ହଠାତ ବଡ଼ିଯିବାରୁ ରିନବଚନ ଗ୍ରାମର ଅନେକ ଚାଷୀଙ୍କ ଜମିରେ ଧାନଗଛଗୁଡିକ ପାଣିରେ ବୁଡିରହିଥିବାରୁ ଧାନ ନଷ୍ଟ ହେବା ଆଶଙ୍କା କରି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଆକ୍ରାନ୍ତ : ୩୨ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୨ ଜଣ ସାମିଲ୍‌ ଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଖଲିଆପାଲିରୁ ୧, ରାଧାରାଣୀପଡ଼ାରୁ ୪, ସୁଦପଡ଼ାରୁ ୪, ତାଲପାଲିପଡ଼ାରୁ ୧,
Read More...

ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ବୌଦ୍ଧ,(ବଂଶୀଧର ମାଝି): ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର
Read More...

ଅଣ କୋଭିଡ୍ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ କୋଭିଡ୍ ଡାକ୍ତରଖାନାରେ ପରିଣତ କରିବା ପରେ ଅଣ କୋଭିଡ୍ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଭୀମସାର୍ ରେ ମଧ୍ୟ ଚିକିତ୍ସା ଉପଲବ୍ଧ ହେଉନାହିଁ। ଏ ବିଷୟରେ ସମ୍ବଲପୁର ବିଧାୟକ ଜୟ
Read More...

କମିଲା ସ୍କୁଲ ସିଲାବସ୍

ଭୁବନେଶ୍ଵର, (ଆକାଶ ମିଶ୍ର) : କରୋନା ମହାମାରୀ ଚାଲିଥିବାବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାକୁ ନେଇ ଅନେକ ଦ୍ୱନ୍ଦ ଦେଖିବାକୁ ମିଳୁଥିଲା । ତେବେ ବର୍ତ୍ତମାନ ଏହାର ସମାଧାନ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସିଲାବସ୍ କୁ ୩୦
Read More...