Monthly Archives

August 2020

ଦିନକରେ ୫ ପଜିଟିଭ୍ ପରେ ଦେଓଗାଁ ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଓଗାଁ ସଦର ପଞ୍ଚାୟତରେ ଗୁରୁବାର ଦିନ ୫ ଜଣ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଦେଓଗାଁ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଦେଓଗାଁ ସରପଞ୍ଚ ନିନା
Read More...

ଅଧିକାରୀଙ୍କ ଅବହେଳା ଓ କିଛି ଅସାଧୁ ବ୍ୟକ୍ତିଙ୍କ କାର୍ୟ୍ୟକଳାପ ଯୋଗୁଁ ନିର୍ୟ୍ୟାତିତ ହେଉଛନ୍ତି ପଡାବାସୀ

ବଙ୍ଗୋମୁଣ୍ଡା, (ଦୀପକ କୁମାର ପାଣିଗ୍ରାହୀ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟ କାର୍ୟ୍ୟାଳୟରେ ଥିବା ଆଦର୍ଶପଡା ଠାରୁ ଗ୍ରାମ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥିବା ରାସ୍ତାରେ ଆଂଠୁଏରୁ ଅଧିକ ନାଳ ନର୍ଦମା ପାଣି ଜମା ହୋଇଅଛି । ଏହି ରାସ୍ତାରେ ନିତି ଦିନ ହଜାର ହଜାର ଜନସାଧାରଣ
Read More...

ଲୋକ ଉନ୍ନତି ସଂଗଠନ ପକ୍ଷରୁ ଶିକ୍ଷା ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ବାଗତ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା। ହେଲେ ଏହି ବ୍ୟବସ୍ଥାରେ ବହୁ ବିଦ୍ୟାର୍ଥୀ ପାଠପଢ଼ାରୁ ବଞ୍ଚିତ ହୋଇଥିବାରୁ ପାଠପଢ଼ା ଏବେ ଠପ୍ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ
Read More...

ହୀରାକୁଦ ଡ଼୍ୟାମ୍‌ : ଆଉ ୪ ଗେଟ୍‌ ଖୋଲାଗଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦ ବନ୍ଧନିର୍ମାଣ ଉପର ପାର୍ଶ୍ଵରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ଧର ୪ ଟି ଗେଟ୍ ଅଧିକ ଖୋଲା ଯାଇଛି, ମୋଟ ୧୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ୫ ଲକ୍ଷ ୨୪ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୮ କ୍ୟୁସେକ
Read More...

ମୋ ବଗିଚାର ସଫଳ ରୂପାୟନ ନିମନ୍ତେ ପ୍ରଶିକ୍ଷଣ ଶିବିର

କନ୍ଧମାଳ, (କେପିଏନ୍‌ଏସ୍‌) : ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କ ନିର୍ଦେଶ ପ୍ରକାରେ ଗତ ଦୁଇ ଦିନ ଧରି ମୋ ଉପକାରୀ ବଗିଚାର ସଫଳ ରୂପାୟନ ନିମନ୍ତେ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଗୃହଠାରେ ଆୟୋଜନ କରାଯାଇଛି । ଏହି ଶିବିରରେ ବ୍ଲକ ଗୋଷ୍ଠୀ
Read More...

ଲଗାଣ ବର୍ଷାରେ ଜନସାଧାରଣ ଅସ୍ତବ୍ୟସ୍ତ

ଖଜୁରୀପଡ଼ା,(କେପିଏନ୍‌ଏସ୍‌) : ଖଜୁରୀପଡ଼ା ବ୍ଲକର ସମସ୍ତ ଅଂଚଳରେ ଲଘୁଚାପଜନିତ ବର୍ଷାର ପରିମାଣ ବଢିଚାଲିବା ସହ ବିଭିନ୍ନ ଅଂଚଳରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଜଣାପଡିଛି । ଆଜି ରାତିରୁ ଲଗାଣ ବର୍ଷାର ପ୍ରଭାବରେ ଜନଜୀବନ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ
Read More...

ସଂଗୀତ ନିଶାରେ ମସ୍‌ଗୁଲ୍‌ ପ୍ରିୟଦର୍ଶିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଣିଷ ଜନ୍ମ ହେବା ପରେ ଅନେକ ସ୍ୱପ୍ନ ଦେଖିଥାଏ । ବଡ଼ ହେଲେ କିଏ ଡାକ୍ତର ହେବି ତ କିଏ ଇଂଜିନିୟରି ହେବି କୁହନ୍ତି । ହେଲେ ଜଣେ ଏଭଳି ଜଣେ ନାରୀ କଥା ଆମେ କହୁଛୁ, ଯିଏକି ନିଶା ଭାବରେ ସଙ୍ଗୀତକୁ ଆଦରି ନେଇଛନ୍ତି । କିନ୍ତୁ ସେ ଜଣେ ପେସାରେ ଶିକ୍ଷୟତ୍ରୀ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୯୯ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୪୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୪ଜଣ ତାଲିକାରେ ସାମିଲ୍‌ ଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ରୁଗୁଡ଼ିପଡ଼ାରୁ ୨, ଜଗନ୍ନାଥପଡ଼ାରୁ ୧, ଶାନ୍ତିପଡ଼ା
Read More...

ଲୋଇସିଂହାକୁ ୭୨ ଘଣ୍ଟିଆ ସଟଡାଉନ ଘୋଷଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଭଳି ଛୋଟ ସହର ତଥା ବ୍ଲକ ଅଂଚଳରେ ମହାମାରୀ କରୋନା ଥମିବାର ନାଁ ନେଉନାହିଁ । ବୁଧବାର ଲୋଇସିଂହା ସହରରେ ମୋଟ ୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ୧୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଧାରଣରେ ଏକ ଭୟର ବାତାବରଣ ଦେଖାଦେଇଛି । ଫଳରେ
Read More...

ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ଜନ ଜୀବନ ପ୍ରଭାବିତ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ଲଘୁଚାପ ଜନିତ ଲଗାଣ ବର୍ଷା ଥମିବାର ନା ଧରୁ ନଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ଜନ ଜୀବନ ପ୍ରଭାବିତ ହୋଇଛି । ଗତ ୮୦ ଘଣ୍ଟା ଧରି ଲାଗି ରହିଥିବା ଲଗାତର ବର୍ଷା ଯୋଗୁଁ ଗତ କାଲିଠାରୁ ବୀରମହାରାଜପୁର ରୁ ସମ୍ବଲପୁର ଜିଲ୍ଲାର
Read More...