Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ପୁଣି ୬୮ : ବଲାଙ୍ଗିର ପୌରାଂଚଳରୁ ୨୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ପୁଣି ୬୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୭ ଜଣ ସାମିଲ୍‌ ଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ରୁଗୁଡ଼ିପଡ଼ାରୁ ୨, ସାଗରପଡ଼ାରୁ ୨, ପ୍ରତାପସାଗରପଡ଼ାରୁ ୧, କଦମପଡ଼ାରୁ ୨,
Read More...

ଟ୍ରକ ଓ ବାଇକ ଧକ୍କା : ବାପ ଓ ପୁଅ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଥାନା ଅଞ୍ଚଳରେ ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାପ ଓ ପୁଅ ଦୁହିଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଲୋକେ ନଂ.୫୭ ଜାତୀୟ
Read More...

କରୋନା ପଜିଟିଭ ଚିହ୍ନଟ ପରେ ଘଣ୍ଟାପଡାକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ(ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗ୍ରାମରୁ ଗତକାଲି ୪ ଜଣ କରୋନା ପଜିଟିଭ ଟିହ୍ନଟ ହେବାପରେ ଘଣ୍ଟାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ ଜିଲ୍ଲାପାଳ କ୍ଷମତା ଉପଯୋଗ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଘଣ୍ଟାପଡା ଗ୍ରାମକୁ ୩ ଦିନ ପାଇଁ ସର୍ଟ
Read More...

ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କ ପରଲୋକ

ଦେଓଗାଁ: ଦେଓଗାଁ ବ୍ଲକ୍ ଉପରଝର ଗାଁର ପୂର୍ବ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ (୭୩ବର୍ଷ)ଙ୍କ ବୁଧବାର ରାତିରେ ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅଜଣା ରୋଗରେ ପଡିଥଲେ । ଉପରଝର ଅଞ୍ଚଳର ବିଶିଷ୍ଟ ଲୋକମାନେ ଶେଷ ଦର୍ଶନ କରିଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ
Read More...

ମିଳିଲା ଶିଶୁ କନ୍ୟାର ମୃତ ଦେହ

ବରଗଡ଼, (ଗୋପୀନାଥ ସାହୁ) : ଜାମୁର୍ଡା ସରଲା ରାସ୍ତାରେ ଦନ୍ତା ନଦୀରେ ଜଣେ ୬ ବର୍ଷର ବାଳିକା ଅସାବଧାନତା ଯୋଗୁଁ ଖସି ପଡିଥିଲା । ଗତକାଲି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖି ରାତି ପର୍ୟ୍ୟନ୍ତ ଅଗ୍ନିଶମ ବିଭାଗ ଦ୍ୱାରା ସନ୍ଧାନ ଖବର ମିଳିଲା ନଥିଲା ! ନଦୀର ଜଳ ସ୍ତର ହ୍ରାସ ପାଇବା ପରେ
Read More...

ଓଡ଼ିଶାରେ ପୁଣି ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା : ୩୬୮୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ପୁଣି ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୮୨ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୪୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ
Read More...

ହୀରାକୁଦର ୨୪ ଗେଟ୍‌ ଖୋଲା : ତଳମୁଣ୍ଡକୁ ବନ୍ୟା ଆତଙ୍କ

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପରମୁଣ୍ଡରୁ ପାଣି ଛୁଟୁଛି ହୀରାକୁଦ ଡେମ୍‌କୁ । ତେବେ ଜଳ ନିଷ୍କାସନ ପାଇଁ ବର୍ତ୍ତମାନ ସୁଦ୍ଧା ୨୪ଟି ଗେଟ୍‌ ଖୋଲା ସରିଥିବା ବେଳେ ତଳମୁଣ୍ଡକୁ ବନ୍ୟା ଆତଙ୍କ ଦେଖାଦେଇଛି । ନଦୀକୂଳିଆ ଅଂଚଳରେ ଆଶଙ୍କା ବେଶୀ ବଢ଼ିଛି ।
Read More...

ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଏନସିସି ତାଲିମ ସଂକ୍ରାନ୍ତ ମୋବାଇଲ ଆପର ଶୁଭାରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି ଏନସିସି) ମୋବାଇଲ ଟ୍ରେନିଂ ଆପର ଶୁଭାରମ୍ଭ କରିଛନ୍ତି । ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଇପାରିବ ।କୋଭିଡ-୧୯ ଯୋଗୁଁ
Read More...

ଉଡାନ୍‌ ୪.୦ରେ ୭୮ଟି ନୂଆ ରୁଟ ଅନୁମୋଦିତ

• ୭୬୬ଟି ରୁଟ୍‌କୁ ମଞ୍ଜୁରି• ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପଗୁଡିକୁ ଯୋଗାଯୋଗ ସୁବିଧାନୂଆଦିଲ୍ଲୀ, (ପିଆଇବି) : ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ‘ଉଡେ ଦେଶକୀ ଆମ୍‌ ନାଗରିକ’ ବା ଉଡାନ୍‌ କାର୍ୟ୍ୟକ୍ରମର ଚତୁର୍ଥ ପର୍ୟ୍ୟାୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ
Read More...

କୋରେକ୍ସ କାରବାର ସହର ତଥା ଗ୍ରାମାଞ୍ଚଳରେ ବଢ଼ୁଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ଯୁବପିଢିଙ୍କ ଦ୍ଵାରା ଆଦୃତ ନିଶା କୋରେକ୍ସ କାରବାର ସହର ତଥା ଗ୍ରାମାଞ୍ଚଳରେ ବ୍ୟାପକ ଉପଲବ୍ଧ ହେଉଛି, ଯଦିଓ ପୋଲିସ ଚଢଉ କରି ଜବତ କରିବା ସହ ଅପରାଧୀଙ୍କୁ ଗିରଫ କରିଛି। ଗତ ଦୁଇମାସ ଭିତରେ ୬୦୦୦ ରୁ ଅଧିକ ବୋତଲ ଧରିସ।ରିଛି ଓ ୧୮ ଜଣଙ୍କୁ ଗିରଫ କରିଛି,
Read More...