Daily Archives

ବର୍ଷାର ସମ୍ଭାବନାକୁ ଦେଖି ବଲାଙ୍ଗିର ଜିଲ୍ଲା ପ୍ରଶାସନର ପଦକ୍ଷେପ : ଡେମ୍‌ପଡ଼ା ଓ ହାତୀଶାଲପଡ଼ା ଡେମ‌ର ଗେଟ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ ଡେମ୍‌ପଡ଼ା ଓ ହାତୀଶାଲପଡ଼ା ସ୍ଥିତ ଡେମ୍‌ର ଗେଟ୍‌ ଖୋଲି ଦିଆଯାଇଛି । ଫଳରେ ବର୍ଷା ପାଣି ଜମି ଆଉ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି
Read More...

କରୋନା ଯୋଗୁଁ ଫିକାପଡ଼ିଛି ଲଙ୍କାପୋଡ଼ି ପର୍ବ

ସୋନପୁର , (ପ୍ରଭୁଦତ୍ତ ରଥ) : ସାରା ଦେଶରେ ବିଭିନ୍ନତା ଭିତରେ ଏକତା ରହିଥିବା ବେଳେ ଆମ ଓଡ଼ିଶାରେ ମଧ୍ୟ ଆଂଚଳିକ ଭିତିରେ ଅନେକ ପରମ୍ପରା ରହିଛି । ସେଥିମଧ୍ୟରୁ ସୋନପୁରର କିମ୍ବଦନ୍ତୀ, ଲୋକ ସଂସ୍କୃତି ଏସବୁଠୁ ନିଆରା । ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟାରେ ହେଉଥିବା ଲଙ୍କା ପୋଡ଼ି ପର୍ବ
Read More...

ଶିଖର ସନ୍ଧାନୀ ଜଣେ ମଣିଷଙ୍କ ପ୍ରସଙ୍ଗ : ଶରଦିନ୍ଦୁ ଭୂଷଣ ହୋତା

ଯୁଧିଷ୍ଠିର ମିଶ୍ରଙ୍କ ଜନ୍ମ ହେବା ଶହେ ଛ’ ବର୍ଷ ହେଲା । ଆଜିର ଅବସରରେ ତାଙ୍କୁ ପୁଣି ସ୍ମରଣ କରିବାର ଆବଶ୍ୟକତା ରହୁଛି । ତାଙ୍କ ବିପୁଳ କୃତି ସମର୍ଥ ଜୀବନର ଚାଳିକା ଶକ୍ତି ରୂପେ ରହିଥିବା ମୂଳ ପ୍ରବୃତ୍ତିକୁ ଏକକ ପରିଚିତିରେ ଚିହ୍ନି ନ ପାରିଲେ ତହିଁରୁ ପ୍ରାସଙ୍ଗିକତା ଖୋଜି ବାହାର
Read More...

ଲଘୁଚାପ ପ୍ରଭାବରେ ଲାଗିରହିଛି ବର୍ଷା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି । ତେବେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସହ ସକ୍ରିୟ ମୌସୁମୀର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଲଗାତାର ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା
Read More...

ବୌଦ୍ଧର ବିଶିଷ୍ଟ ଶିକ୍ଷାବିତ ଶ୍ରୀମତି ଆରତୀ ସାହୁ ଆଉ ନାହାନ୍ତି

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଶ୍ରୀମତି ଆରତୀ ସାହୁ ଆଉ ଇହଜଗତରେ ନାହାନ୍ତି । ୭୪ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀମତି ସାହୁ ତାଙ୍କର ଶିକ୍ଷକତା କାଳ ମଧ୍ୟରେ ଅନେକ ବର୍ଷଧରି ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରି
Read More...

କର୍ଡି ଓ ହେଣ୍ଡୁଆ ଦେଇଛି ଦାଦନ ଶ୍ରମିକଙ୍କୁ ରୋଜଗାର

ଦେଓଗାଁ, (ମନିଷ କୁମାର ସାହୁ) : ଜୀବିକା ହରାଇ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରି ଆସିଥିବା ପ୍ରବାସୀ ଦାଦନ ଶ୍ରମିକଙ୍କୁ କରଡ଼ି ଦେଇଛି ବଞ୍ଚିବାର ରାହା । କରୋନ ସଂକ୍ରମଣ ସମୟରେ ଘରକୁ ଫେରିଥିବା ପ୍ରବାସୀ ଏବେ ନରେଗା କାମ ନ କରି କରଡ଼ି ବିକ୍ରି କରୁଛନ୍ତି ପାରିବାର ପୋଷଣ ପାଇଁ । ହେଲେ
Read More...

ବୌଦ୍ଧରେ ୧୬ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାରେ ଆଜି ୧୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରୁ କେନ୍ଦୁପତ୍ର ଡିଭିଜନର ୧୨ ଜଣ କର୍ମଚାରୀ ରହିଥିବା ବେଳେ ନାରାୟଣନଗର ଗ୍ରାମର ୩ଜଣ ବ୍ୟକ୍ତି ରହିଛନ୍ତି । ଅନ୍ୟଜଣେ ବୌଦ୍ଧର ବାସୀନ୍ଦା
Read More...

ମାନବ ଅଧିକାର ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ରର ଷଷ୍ଠ ବାର୍ଷିକ ପ୍ରତିଯୋଗିତା ପାଇଁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ପଂଜିକରଣ…

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ପକ୍ଷରୁ ମାନବ ଅଧିକାର ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ରର ଷଷ୍ଠ ବାର୍ଷିକ ପ୍ରତିଯୋଗିତା ପାଇଁ ପଂଜିକରଣ ଆରମ୍ଭ କରାଯାଇଛି । ତେବେ ଚଳିତ ବର୍ଷ ତିନୋଟି ଆର୍ଥିକ ପୁରସ୍କାରକୁ ଦ୍ୱିଗୁଣିତ କରାଯାଇ ଦୁଇ ଲକ୍ଷ, ଦେଢ଼
Read More...

ଆଜି ଟିକେ ଆଶ୍ୱସ୍ତ : ବଲାଙ୍ଗିର ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଟିକେ ଆଶ୍ୱସ୍ତ । ବଲାଙ୍ଗିର ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ୨୪ ବର୍ଷୀୟ ଯୁବକ ଆକ୍ରାନ୍ତ ଜଣକ ପାଟଣାଗଡ଼ ବ୍ଲକ୍‌ ତମିଆଁ ଅଂଚଳର ଓ ସେ ଭିମ୍‌ସାର ବୁର୍ଲାରେ ଏଡ଼୍‌ମିଟ୍‌ ରହିଥିବା ସୂତ୍ରରୁ ଜଣାପଡ଼ିଛି ।
Read More...

+୨ କମର୍ସ ଫଳାଫଳ : ସିଏନ୍‌ସି. ଛାତ୍ରଛାତ୍ରୀଙ୍କ ଧମାକାଦାର୍‌ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ କମର୍ସର ଫଳାଫଳ ଆଜି ପ୍ରକାଶ ପାଇଥିବା ବେଳେ ବଲାଙ୍ଗିର ସ୍ଥିତ ସିଏନ୍‌ସି କମର୍ସ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧମାକାଦାର୍‌ ସଫଳତା ଦେଖିବାକୁ ମିଳିଛି । ସଂପୃକ୍ତ କଲେଜରୁ ମିଳିଥିବା ସୂଚନା ଅନୁସାରେ କଲେଜର ସର୍ବମୋଟ ୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା
Read More...