Daily Archives

ଖେଳ ପଡ଼ିଆରୁ ଫୁଟବଲ୍ ଗୋଲି ବାର ଚୋରି

ଦେଓଗାଁ, (ମନିଷ କୁମାର ସାହୁ) : ଖେଳ ପଡ଼ିଆରୁ ଫୁଟବଲ୍ ଗୋଲ୍ ବାର ଚୋରି ହୋଇଛି । ତାହା ପୁଣି ଥରେ ନୁହେଁ ଦୁଇ ଦୁଇ ଥର । ଏଭଳି ଘଟଣା ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଘଟିଛି ଦେଓଗାଁରେ । ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଗାଁର ଯୁବ ଗୋଷ୍ଠୀ ମାନେ ପ୍ରତିଦିନ
Read More...

କଣ୍ଟାମାଳ ଅଞ୍ଚଳରେ ବଲେନ ବଟା ପୂଜା ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକର କୁଦୁର୍କା, ତୁର୍କା, ବିଲବିଲ, ଆରମୁଲ, ବୁଗେର, ବଣ୍ତା, ପାଞ୍ଚପାଳି, କ୍ଷମାବୀର, ସରମଣ୍ତା ଏବଂ ମୁଲକିଆ ଆଦି ଆଦିବାସୀ ପ୍ରଗଣା ମାନଙ୍କରେ ପରମ୍ପରା ଅନୁସାରେ ପାଳିତ ହୋଇ ଆସୁଥିବା ବାର୍ଷିକ ବଲେନ ବଟା ପୂଜା ମଙ୍ଗଳବାର ଦିନ ବିଭିନ୍ନ ଗ୍ରାମରେ
Read More...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ଅନୁରୋଧ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୋୟର ସୁକତେଲ ବୁଡି ଅଂଚଲରେ ସରକାରୀ ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ପଧାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ଅନୁରୋଧ କରିଥିବା ଜଣାଯାଇଛି
Read More...

ଦୈନିକ ବଜାରରୁ ମିଳିଲା ଝୁଲନ୍ତା ଶବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସ୍ଥାନୀୟ ଦୈନିକ ବଜାରଠାରେ ଏକ ଅଜଣା ଶବ ଗୋଟିଏ ଗଛରେ ଝୁଲୁଥିବା ଦେଖା ଯାଇଥିଲା । ଖବର ପାଇ ବଲାଙ୍ଗିର ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ୍‌ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ପରେ ଶବଟି କ୍ଲବପଡ଼ା ବାସିନ୍ଦା
Read More...

ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବ ସ୍ୱାଭିମାନ ଦିବସ ଅବସରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବଲାଙ୍ଗିର ଏକ୍ସନ କମିଟୀ ଓ ସଚେତନା ମହିଳା ମଞ୍ଚର ମିଳିତ ଉଦ୍ୟମ ଏବଂ 'ସମ୍ବାଦ ଆମ ଓଡ଼ିଶା' ସହଯୋଗରେ ରକ୍ତ ଭଣ୍ଡାରରେ ଏକ
Read More...

କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବାପରେ ନିଆଗଲା ପଦକ୍ଷେପ

କଳାହାଣ୍ଡି , (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଜଣେ କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବା ପରେ ସିଏଚସିକୁ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛି ସ୍ୱାସ୍ଥ୍ୟ ବିଭାଗ । ସୋମବାର ଲାଞ୍ଜିଗଡ଼ଠାରେ ୪୪ ଜଣଙ୍କ ରେପିଟ୍ ଆଣ୍ଟିଜେନ୍
Read More...

ବୌଦ୍ଧ ଜିଲ୍ଲାରେ ବଢିଚାଲିଛି କରୋନା ପଜିଟିଭ ସଂଖ୍ୟା

ବୌଦ୍ଧ,(ବଂଶୀଧର ମାଝୀ): ସରକାରୀ ସ୍ତରରେ ଯେତେ ପଦକ୍ଷେପ ଅବଲମ୍ବନ କରୁଥିଲେ ମଧ୍ୟ ଲୋକେ କୋଭିଡ କଟକଣାକୁ କୌଣସି ପ୍ରକାରେ ପାଳନ କରିବାରେ ନାରାଜ ହେଉଥିବା ହେତୁ ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଆଜି ଜିଲ୍ଲାରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ବିଦେଶ ଯାଉଛି ପାଉଁଶ : ବର୍ଜ୍ୟବସ୍ତୁ ପରିଚାଳନାର ଏକ ଅନନ୍ୟ ଉଦାହରଣ

ବର୍ଜ୍ୟବସ୍ତୁ ରୋଜଗାରର ବାଟ ପାଲଟିଛି : ଯୁବସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ଯୁବଦ୍ୟୋଗୀ ବିଭୂପ୍ରସାଦ ସାହୁକଳାହାଣ୍ଡି, (କେପିଏନ୍‌ଏସ୍‌) : ଆଜି ବି ଅନେକ ଯୁବକ ଅଛନ୍ତି ଯେଉଁମାନେ ନିଜର ସ୍ୱାଧୀନ ଓ ଅନନ୍ୟ ଚିନ୍ତା ବଳରେ ଅନ୍ୟ ପାଇଁ ସାଜି ପାରନ୍ତି ଆଦର୍ଶ । କେବଳ ନିଜେ ବଂଚିବାର କଥା
Read More...

ବଲାଙ୍ଗିରରେ କରୋନା : ଜିଲ୍ଲା ପ୍ରଶାସନର ଟେଷ୍ଟିଂ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆଜି ହଜାରେ ପୂରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଆଜିର ୬୬ ଜଣ ସଂକ୍ରମିତଙ୍କୁ ମିଶାଇଲେ ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୦୧୦ ହୋଇଛନ୍ତି । ଏହି ସମୟରେ ଜିଲ୍ଲା ପ୍ରଶାସନ କରୋନା ପ୍ରତିରୋଧ କ୍ଷେତ୍ରରେ କିଭଳି ଟେଷ୍ଟିଂ
Read More...