Daily Archives

ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ସମାଜର ରୀତିନୀତି,ସଂସ୍କୃତି,ପରମ୍ପରାର ସୁରକ୍ଷା ପାଇଁ ନେଲେ ସଂକଳ୍ପବଙ୍ଗୋମୁଣ୍ଡା ,୦୯ା୦୮-ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀଠାରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ଜିଲା କନ୍ଧ ସମାଜ ଯୁବ ସଂଗଠନ ର ସଭାପତି
Read More...

ମୋବାଇଲ ନେଟୱାର୍କ ନାହିଁ : ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଢେ଼ା’

କଳାହାଣ୍ଡି, (କେପିଏନ୍ଏସ୍) : ମ. ରାମପୁର ଅନ୍ତର୍ଗତ ଅନେକ ଉପାନ୍ତ ଓ ଆଦିବାସୀ ଅଧୁ୍ୟଷିତ ଗ୍ରାମ ପଞ୍ଚାୟତ ଓ ଗାଁ ଅଛି ଯେଉଁଠି ମୋବାଇଲ ନେଟୱାର୍କ ସାତ ସପନ । ମାଣିକେରା ଗ୍ରା.ପ. ଅନ୍ତର୍ଗତ ଉପର ନୂଆଁଗାଁ, ତଳ ନୂଆଁଗାଁ, ମାର୍ଦ୍ଧାଯୋର, କମଗାଁ, ବାଜାମୁଣ୍ଡା, ଅସରକୁପା, ଯୁଗେଇ ଭଳି ଅନେକ
Read More...

ପଞ୍ଚାୟତ ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

କଳାହାଣ୍ଡି, (କେପିଏନ୍ଏସ୍) : ମାଣିକେରା, ଦେଢ଼ଶୁଲି ଓ ଲୁବେନଗଡ଼ ପଞ୍ଚାୟତରେ ତଥା ମୋହନଗିରି, ସିଂହପୁର ପଞ୍ଚାୟତ ପକ୍ଷରୁ କୁଟୁରାପାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ୧୯୯୪ ମସିହାରୁ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଗୃହୀତ ପ୍ରସ୍ତାବ ଅନୁସାରେ ସାରା ବିଶ୍ୱରେ ଥିବା
Read More...

ଖୁଚୁରା ଫଳ ବେପାରୀ ସଂଘ ଗଠିତ : ସଭାପତି ରୁପେ ରାଜେଶ ମୁନୀ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ଖୁଚୁରା ଫଳ ବେପାରୀ ସଂଘ ଗଠିତ ହୋଇଯାଇଛି । ଏନେଇ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ କୋଭିଡ-୧୯କୁ ଆଖି ଆଗରେ ରଖି ସାମାଜିକ ଦୂରତା ରକ୍ଷା କରି ଖୁଚୁରା ଫଳ ବେପାରୀମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଏକ ସଂଘ
Read More...

ବେଲପଡା ଖେଳପଡିଆଠାରେ ସଫେଇ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା,(ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଥିବା ଖେଳପଡିଆ ଠାରେ ବେଲପଡା ସରପଂଚ ଅଞ୍ଜନା ମେହେରଙ୍କ ନେତୃତ୍ୱରେ ମା’ ବସ୍ତେ୍ରନ କ୍ରିକେଟ କମିଟିର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ପଡିଆରେ ଥିବା ବିଭିନ୍ନ ଆଳିଆ ଆବର୍ଜନାକୁ ସଫା ସୁତୁରା କରିବା ସହ
Read More...

ଟିଟିଲାଗଡରେ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ମାନ୍ୟବର ବିଧାୟିକା ତଥା ରାଜ୍ୟ ସରକାରଙ୍କ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କ ତତ୍ତ୍ଵାବଧାନରେ
Read More...

ନିରାଡମ୍ବର ଭାବେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : କରୋନା କଟକଣାକୁ ନଜରରେ ରଖି ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପାଟଣାଗଡ ବ୍ରହ୍ମପୁରା ଆଦିବାସୀ ଭବନଠାରେ ନିରାଡମ୍ବର ଭାବେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା
Read More...

ବଲାଙ୍ଗିରରେ ଆଜି ୬ ଚିହ୍ନଟ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୬ ଜଣ କୋଭିଡ଼ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣ ଗ୍ରାମାଂଚଳର ଏବଂ ଜଣେ ଓଏସଏପି.ର ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ତୁରେକେଲା ବ୍ଲକ ରାମୁଡ଼ରୁ ୧, ପୁଇଁନ୍ତଲା ବ୍ଲକ ଭାଲେରରୁ ୧, ପୁଇଁନ୍ତଲା ବ୍ଲକ
Read More...

ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ

ମୁମ୍ବାଇ, (କେପିଏନ୍ଏସ୍) : ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗତକାଲି ସଂଧ୍ୟାରେ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ବେଳେ ସଂଗେ ସଂଗେ ତାଙ୍କ କୋଭିଡ୍
Read More...