Daily Archives

ଲକ୍ଷ୍ନୌରେ ହେବାକୁ ଥିବା ଜାତୀୟ ଶିବିର ଘୁଂଚିଲା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଲକ୍ଷ୍ନୌଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦାନ ପାଇଁ ସୁରକ୍ଷିତ ମଣି ନାହାନ୍ତି ଭାରତୀୟ ମହିଳା କୁସ୍ତି ଯୋଦ୍ଧା ସମୂହ । ଏଣୁ ଘୁଂଚାଇ ଦିଆଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ସେଣ୍ଟର ନିକଟରେ ରହିଥିବା
Read More...

ନଦୀରେ ବୁଡ଼ି ୩ ଶିଶୁ ମୃତ

ନବରଙ୍ଗପୁର, (କେପିଏନ୍ଏସ୍) : ନଦୀରେ ବୁଡ଼ି ୩ ଶିଶୁ ମୃତୁ୍ୟବରଣ କରିଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ଥାନୀୟ ତୋହରାର ତେଲ ନଦୀରେ ଦୁଇ ଜଣ ଶିଶୁ କନ୍ୟା ଓ ଜଣେ ଶିଶୁ ସନ୍ତାନ ବୁଡ଼ି ଯାଇଥିବା ଖବର ମିଳିଛି । ତିନି ଜଣ ଯାକ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏଭଳି
Read More...

ପୁଣି ୪ ଦିନ ସଟ୍ ଡାଉନ୍ ହେବ ବଲାଙ୍ଗିର : ଜିଲ୍ଲାପାଳ କଲେ ଘୋଷଣା

ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ୪ ଦିନ ସଟ୍ଡାଉନ୍ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡକୁଆ ଘୋଷଣା କରିଛନ୍ତି । କୋଭିଡ଼-୧୯ ସଂକ୍ରମଣ ସ୍ଥିତିକୁ ନଜର୍ ରଖି ଏହି ଘୋଷଣା କରାଯାଇଥିବା ବେଳେ ଆସନ୍ତା ଶନିବାର ଦିନଠାରୁ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ସାରା ବଲାଙ୍ଗିର ଜିଲ୍ଲା ସଟ୍ ଡାଉନ୍
Read More...

ଓଡ଼ିଶାରେ ୧୬୯୯ ସଂକ୍ରମିତ ଚିହ୍ନଟ : ପୁଣି ୧୦ ମୁଣ୍ଡ ଗଲା କରୋନାରେ

ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶାରେ ଆଜି ୧୬୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦୭୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୬୨୬ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ଖୋର୍ଦ୍ଧାରୁ ୨୨୦, ସୁନ୍ଦରଗଡ଼ରୁ ୧୭୮, ସମ୍ବଲପୁରରୁ
Read More...

ପାନୀୟ ଜଳ ସମସ୍ୟାକୁ ନେଇ ଅସନ୍ତୋଷ ଗ୍ରାମବାସୀ ପମ୍ପ ହାଉସରେ ପକାଇଲେ ତାଲା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜଳ ହିଁ ଜୀବନ ବାର୍ତ୍ତା ନେଇ ସରକାର ଗୁଡ଼ାଏ ଯୋଜନା ପ୍ରଣୟନ କରିଥିବା ବେଳେ ସରକାରଙ୍କ ବାର୍ତ୍ତା ଫେଲ୍ ମାରିଛି ସଇଁନ୍ତଲା ବ୍ଲକ୍ କନ୍ଧକେଲ ଗାଁରେ । ପାନୀୟ ଜଳ ସମସ୍ୟାକୁ କେନ୍ଦ୍ର କରି ଅସନ୍ତୋଷ ଗ୍ରାମାବାସୀ ପମ୍ପ ହାଉସରେ ତାଲା ପକାଇଛନ୍ତି ।
Read More...

ପୁଣି ଆଜି ୫୬,୨୮୨ ଚିହ୍ନଟ : ୯୦୪ ମୁଣ୍ଡ ନେଲା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଦେଶରେ ପୁଣି ଆଜି ୫୬,୨୮୨ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୯୦୪ ଜଣ ମୁଣ୍ଡ ଯାଇଛି । ଏବେ ମୃତୁ୍ୟ ସଂଖ୍ୟା ୪୦,୬୯୯କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪,୫୩୭ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୩,୨୮,୩୩୬ ଜଣ
Read More...

ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର: ବଲାଙ୍ଗିର ସହରରେ ଥିବା ଡେମପଡାର ଏକ ଖୋଲା ପଡ଼ିଆରେ ନିଜ ଦେହ ରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ଜଣଙ୍କ । ସୂତ୍ରରୁ ପ୍ରକାଶ ଯେ ସେ ଡେମପଡାରେ ଏକ ଭଡା ଘରେ ରହୁଥିଲେ କିନ୍ତ୍ ସିଏ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳିର ବାସିନ୍ଦା । ତାଙ୍କ ନାମ ଇନ୍ଦ୍ରନିଲ
Read More...

ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍,ଓଡିଶା ଏସୟୁଜେ(ଓ) ରାୟଗଡ ଜିଲ୍ଳା ଶାଖା ଗଠିତ ଓ ନୂତନ କର୍ମକର୍ତ୍ତା ଚୟନ

ରାୟଗଡା (ପ୍ରଦୀପ କୁମାର ସାହୁ) : ରାଜ୍ୟ ସାମ୍ବାଦିକ ୟୁନିଅନ୍ (ଓ)ଏସୟୁୂଜେ ,ରାୟଗଡ ଜିଲ୍ଳା ଶାଖାର ପ୍ରଥମ ସାଧାରଣ ବୈଠକ ସ୍ଥାନୀୟ ବାରିଝୋଲା ଠାରେ ଅନୁଷ୍ଠିତ ହୋଇଯାଇଛି । ଏସୟୁଜେ(ଓ) ରାଜ୍ୟ ସଂଘର ସଭାପତି ଅଜୟ କୁମାର ସାହୁଙ୍କ ଅନୁମତି କ୍ରମେ ଜାତୀୟ ସାମ୍ବାଦିକ ୟୁନିଅନ୍ (ଇଣ୍ଡିଆ)ର
Read More...

ବଜାରକୁ ଆସିଲା ନୂଆ ଏସ୍ କ୍ରସ୍ ପେଟ୍ରୋଲ୍

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଏସ୍-କ୍ରସ୍ ପେଟ୍ରୋଲ୍ ୨୦୨୦ କୁ ମାରୁତି ସୁଜୁକି ପକ୍ଷରୁ ଉନ୍ମୋଚନ କରାଯାଇଛି । ୮ ଲକ୍ଷ ୩୯ ହଜାର ଟଙ୍କାରୁ ଆରମ୍ଭ ହୋଇ ଟପ୍ ମଡେଲ୍ ର ଦାମ ୧୨ ଲକ୍ଷ ୩୯ ହଜାର ଟଙ୍କା ହୋଇଛି ଏକ୍ସ ସୋ’ରୁମ୍ ରେ । ଏହି ନୂଆ ଭର୍ସନରେ ୧.୫ ଲିଟରର କେ-ସିରିଜ୍ ପେଟ୍ରୋଲ୍ ଇଂଜିନ୍
Read More...

ବଢିଲା ସେବି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, (କେପିଏନ୍ଏସ୍) : କେନ୍ଦ୍ର ସରକାର ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳକୁ ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଅବଧିକୁ ଆଉ ୧୮ ମାସ ବଢାଇ ଦିଆଯାଇ ଥିବା ବେଳେ ତାଙ୍କର କାର୍ଯ୍ୟକାଳକୁ ଚଳିତ ବର୍ଷ ଫେବୃଆରୀରେ
Read More...