Daily Archives

ବଲାଙ୍ଗିରରେ ଆଜି ୫ ଚିହ୍ନଟ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । କଂଟାବାଂଜିରୁ ୩ ଏବଂ ଆଗଲପୁରର ବୁରୋଭାଡ଼ିରୁ ୧ ଓ ବଲାଙ୍ଗିର ସହରର ବେହେରାପାଲିରୁ ୧ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଜଣେ
Read More...

ରାଜ୍ୟରୁ ପୁଣି ୧୩୮୪ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍): ଆଜି ରାଜ୍ୟରେ ନୂତନ ଭାବେ ୧୩୮୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୫୯୫ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୮୮୯ ଜଣ ସଂଗରୋଧରେ ଥିବା ସୂଚନାରେ କୁହାଯାଇଛି । ଏବେ ସୁଦ୍ଧା ୩୭,୬୮୧ ଜଣ ପୋଜେଟିଭ୍ ଜଣାପଡ଼ିଥିବା ବେଳେ ଏଥିରୁ
Read More...

ସାରା ଦେଶରେ ୫୨,୦୫୦ ଚିହ୍ନଟ, ୮୦୩ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ବ୍ୟାପୁଛି କରୋନା, ବଢ଼ୁଛି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୨,୦୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୮୦୩ ଜଣଙ୍କ ମୃତୁ୍ୟ ଘଟିଥିବା କୁହାଯାଇଛି । ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୫୪ ହଜାର ୯୪୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା
Read More...

‘ଇଭିନ୍‌’ ବ୍ୟବସ୍ଥା କୋଭିଡ୍‌ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ସୁନିଶ୍ଚିତ କରିଛି

ନୂଆଦିଲ୍ଲୀ, (ପିଆଇବି) : ଇଲେକ୍‌ଟ୍ରୋନିକ ଭ୍ୟାକ୍‌ସିନ ଇଣ୍ଟେଲିଜେନସ୍‌ ନେଟୱର୍କ (ଇଭିନ୍‌) କୋଭିଡ୍‌ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ଦେଶରେ ନିଶ୍ଚିତ କରିଛି । ଇଭିନ୍‌ ଏକ ଅଭିନବ ବୈଷୟିକ ସମାଧାନ ବ୍ୟବସ୍ଥା ଯାହା ସମଗ୍ର ଦେଶରେ ଟିକାକରଣ ପାଇଁ ଟିକା ଯୋଗାଣ ବ୍ୟବସ୍ଥାକୁ
Read More...

କରୋନା ସଂକ୍ରମଣ ଘୋଟୁଛି : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏବେ କରୋନା ସଂକ୍ରମିତ

କର୍ଣ୍ଣାଟକ, (କେପିଏନ୍ଏସ୍) : ଘୋଟୁଛି କରୋନା । କାହାକୁ ବି ଛାଡ଼ୁନି । ଏବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବି କରୋନା ସଂକ୍ରମିତ ହୋଇଥିବା ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ତାଙ୍କ ରିପୋର୍ଟ ପୋଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶରେ ସେ ଡାକ୍ତରଖାନାରେ
Read More...

ମରଣଯନ୍ତା ପାଲଟିଛି ଲାଚୁଟ ଓ ବନାରସ ପ୍ରଧାନମନ୍ତ୍ରୀ ସଡ଼କ : ଜିଲ୍ଲା ପରିଷଦ ସଭ୍ୟଙ୍କ ଅଭିଯୋଗ ପରେ ବି ପ୍ରଶାସନ ଚୁପ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାରଙ୍କ ଦ୍ୱାରା ଗ୍ରାମାଂଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କେରମେଲି ପଂଚାୟତ ଲାଚୁଟ ଓ ବନାରସ ଗ୍ରାମର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମିତ ରାସ୍ତା ଏବେ ମରଣଯନ୍ତା ପାଲଟିଛି ।
Read More...

ଆଜିଠୁ ପୁଣି ଆରମ୍ଭ ହେବ ମୋ ବସ୍ ସେବା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ପୁଣି ଆରମ୍ଭ ହେବ ମୋ ବସ୍ ସେବା । କରୋନା ମହାମାରୀ ପାଇଁ ବସ୍ ସେବା ବନ୍ଦ ଥିଲା । ତେବେ ମୋ ବସ ସେବା ଆରମ୍ଭ ହେଲେ ମଧ୍ୟ ଏଥିପାଇଁ କୋଭିଡ଼୍ ଆଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍ରେ ନନ୍ ଏସି ବସ୍
Read More...