Browsing Tag

turekela news

ଆନ୍ତର୍ଜାତିକ ଶିଶୁ କନ୍ୟା ଯତ୍ନ ଦିବସ ପାଳିତ

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡି'ଖ' କେନ୍ଦ୍ରରେ ଆନ୍ତର୍ଜାତିକ ଶିଶୁ କନ୍ୟା ଯତ୍ନ ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ଅବସର
Read More...

ଅସହାୟ ବିଧବା ମହିଳାଙ୍କୁ ମିଳୁନି ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ବଡ଼ବାଙ୍କି ଗାଁରେ ରୁହନ୍ତି ଅସହାୟ ବିଧବା ମହିଳା ପଙ୍କଜ ଧରୁଆ । ଗତ ଜୁଲାଇ ୨୭ ତାରିଖରେ ସ୍ୱାମୀ ପେଟ ରୋଗରେ ପଡ଼ି ଆରପାରିକୁ ଚାଲିଗଲେ । ସେ ଚାଲିଯିବା ପରେ ଗରିବ ବିଧବା ପଙ୍କଜଙ୍କ ପାଇଁ ନିଜ ପିଲାଙ୍କ ମୁହଁରେ ମୁଠେ ଆହାର ଦେବା ବଡ଼
Read More...

କ୍ୱାରେନ୍‌ଟାଇନ୍‌ ସେଂଟର୍‌ରେ ଚୌକିଦାର କାମ କରିଥିବା ରାମଚନ୍ଦ୍ରଙ୍କୁ ମିଳିନାହିଁ ମଜୁରୀ

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ସଂକ୍ରମଣ ଭୟରେ ପ୍ରବାସୀ ଶ୍ରମିକମାନଙ୍କ ପାଖ ମାଡ଼ିବାକୁ ଲୋକେ ଆଶଙ୍କା କରୁଥିବା ବେଳେ ସଂପୃକ୍ତ ବ୍ଲକ୍‌ର ବଡ଼ବାଙ୍କି ଗ୍ରା.ପ. ଅନ୍ତର୍ଗତ ମୁରିବାହାଲ ଗାଁର ରାମଚନ୍ଦ୍ର ହାତୀ(୭୦) ପ୍ରବାସୀ ଶ୍ରମିକମାନଙ୍କୁ ରଖା ଯାଉଥିବା କ୍ୱାରେନ୍‌ଟାଇନ୍‌
Read More...

ହିତାଧିକାରୀଙ୍କ ପକ୍ଷରୁ ୧୦ ମାସର ଚାଉଳ ପାଇନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ବଡ଼ବାଙ୍କି ଗ୍ରା.ପ.ର ବଡ଼ବାଙ୍କି ଗାଁର କୁନ୍ଦି ନିଆଲ(୭୦) ବିପିଏଲ୍‌. କାର୍ଡ ଥାଇ ମଧ୍ୟ ୧୦ ମାସର ଚାଉଳ ପାଇ ନଥିବା ଅଭିଯୋଗ କରିଛନ୍ତି । ସଂପୃକ୍ତ ବିଧବା ବୃଦ୍ଧା ଜଣକ ଅତ୍ୟନ୍ତ ଗରିବ ହୋଇଥିବା ବେଳେ କିଛି ବିପିଏଲ୍‌ ଚାଉଳ
Read More...

ପିଚୁ ରାସ୍ତା ନିର୍ମାଣ ପାଇଁ ଆନ୍ଦୋଳନ ହେଲା : ମାଟି ପକାଇ କାମ ସାରିଦେଲା ପ୍ରଶାସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନସିଲେଟ ଗାଁରେ ଆଜି ବି ନିର୍ମାଣ ହୋଇ ପାରୁନାହିଁ ପିଚୁ ରାସ୍ତା । ଗାଁରେ ଗୋଟିଏ ପକା ସଡକ ନିର୍ମାଣ ପାଇଁ ଗ୍ରାମବାସୀ ଜନପ୍ରତିନିଧି ଠାରୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଗୁହାରି କରି ସାରିଛନ୍ତି । ହେଲେ
Read More...

ବୁଲା ଗାଈଗୋରୁଙ୍କୁ ଥଇଥାନ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : କଂଟାବାଂଜି ଟାଉନ୍‌ ଭିତରେ ରାସ୍ତା ଉପରେ ବୁଲୁଛନ୍ତି ଦଳ ଦଳ ଗାଈଗୋରୁ । ଏହାଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଥିବା ବେଳେ ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ମଧ୍ୟ ଘଟୁଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ନିଜ ନିଜ
Read More...

ତୁରେକେଲା ପୁଲିସ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ବଡ଼ବାଙ୍କି ଗ୍ରା.ପ.ର ମୁଡ଼କାନି ଗ୍ରାମର ଲଛମନ ସଗ୍ରିଆ ଓ ତାଙ୍କ ପରିବାରବର୍ଗଙ୍କୁ ଜୀବନରେ ମାରିଦେବାକୁ ଗତ ୨୯ ତାରିଖ ଦିନ ସକାଳ ୭ଟା ୩୫ମି. ସମୟରେ ଗାଁର କ୍ଷମା ସଗ୍ରିଆ, ରବିନ୍ଦ୍ର ସଗ୍ରିଆ, କୁମର ସଗ୍ରିଆ, କୈଳାଶ ସଗ୍ରିଆ
Read More...

ନାବାଳିକା ଝିଅ ତୁଳସୀ କରିବ କ’ଣ, ଚାରିଦିଗ ତାର ଅନ୍ଧାର : ପ୍ରଶାସନର ଦୃଷ୍ଟି ପଡ଼ୁ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ମହୁଲପାଟି ଗ୍ରା.ପ. ଅନ୍ତର୍ଗତ ଗୋଇନ୍ଦିମାଲ ଗାଁର ଲଛମନ କୁମ୍ଭାର(୯୦) ଜଣେ ପକ୍ଷାଘାତ ରୋଗୀ । ଖୁବ୍‌ ଗରିବ ଭୂମିହୀନ ଲଛମନ୍‌ଙ୍କ ଦୁଃଖ ଏବେ କହିଲେ ନସରେ । ସ୍ତ୍ରୀ ସରୋଜିନୀ ଗତ ୨୦୧୬ରେ ଆରପାରିକୁ ଚାଲିଗଲେ । ଏବେ ଝିଅ ତୁଳସୀ(୧୭)କୁ
Read More...

ନିଃସହାୟ ଗରିବ ବିଧବା ମହିଳାଙ୍କୁ ଭତ୍ତା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ମହୁଲବାହାଲି ଗାଁର ନିଃସହାୟ ଗରିବ ବିଧବା ବୃଦ୍ଧା ମାଳତି ରାଉତ ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଗତ ୨ ଜାନୁଆରୀ ୨୦୧୭ରେ ତାଙ୍କ ସ୍ୱାମୀ ଶ୍ୟାମଘନ ରାଉତ ତାଙ୍କୁ ଏକା କରି ପରଲୋକ ଗମନ କରିବା ପରେ ସେ ବହୁତ ଦୁଃଖ
Read More...

ଯେତେ ଗୁହାରୀ କଲେ ବି ନେଇଁ ଶୁନ୍‌ବାର୍‌ ମୋର୍‌ ଦୁଖ୍‌

ତୁରେକେଲା, (କୈଳାଶ ସଗ୍ରିଆ) : ଯେତେ ଗୁହାରୀ କଲେ ବି ମୋର୍‌ ଦୁଖ୍‌ କିହେ ନେଇଁ ଶୁନ୍‌ବାର ବଲି ବଡ଼ା ଗୁଲ୍‌ଗୁଲା ହେଇ କହିଛନ୍‌ ତୁରେକେଲା ବ୍ଲକ୍‌ ମହୁଲବାହାଲି ଗ୍ରା.ପ.ର ପହରିଆପଡ଼ାର ସୁମତି ଷାଣ୍ଢ(୨୬) । ସୁମତି ଷାଣ୍ଢ ଶାରୀରିକ ଭାବେ ଅକ୍ଷମ ବଲି ବିକଳାଙ୍ଗ ଡାକ୍ତରୀ ସାର୍ଟିଫିକେଟ୍‌
Read More...