ଶାଶୁଙ୍କୁ ଚିକିତ୍ସା କରାଇ ଫେରିବା ବେଳକୁ ବାଇକ ଦୁର୍ଘଟଣା : ଶାଶୁ ମୃତ, ଜ୍ୱାଇଁ ଅଳ୍ପକେ ବାର୍ତ୍ତିଲେ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଖଇରମାଲ ଗ୍ରାମରେ ନିଜ ଝିଅ ଜ୍ୱାଇଁ ଘରେ ରହୁଥିଲେ ମନ୍ଦାର ବାଗ । ମନ୍ଦାର ବାଗଙ୍କ ଦେହ ଅସୁସ୍ଥ ହେବାରୁ ଜ୍ୱାଇଁ ଦୟା ହାତୀ ନିଜ ବାଇକରେ ଟିଟିଲାଗଡକୁ ଆସି ଡାକ୍ତର ଓଁକାର ହୋତାଙ୍କୁ ଦେଖାଇ ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ସିରୁଲ!-->…
Read More...
Read More...