Browsing Tag

titilagarh news

କଣ୍ଟାବାଞ୍ଜି ବିଧାନସଭା ପାଇଁ କେତେ ଭୋଟର ଭୋଟ ଦେଇଛନ୍ତି – ମାଗିଲେ ମିଳୁନି ତଥ୍ୟ : ଅଭିଯୋଗ କଲେ ବିଜେପି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓ କଣ୍ଟାବାଞ୍ଜି ଦାୟିତ୍ୱରେ ଥିବା ରିଟର୍ଣିଙ୍ଗ ଅଫିସରଙ୍କ ନିକଟକୁ ଆସି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୭୩.୪୧ ପ୍ରତିଶତ ମତଦାନ ହୋଇଥିବା ସରକାରୀ ସ୍ତରରେ ନିର୍ବାଚନ କମିଶନର ତରଫରୁ ତଥ୍ୟ ପ୍ରଦାନ କରିଥିବା ବେଳେ କେତେ ଭୋଟର, କେଉଁ
Read More...

ମତଦାନ କଲେ ଟୁକୁନି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଟୁକୁନି ସାହୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଟିଟିଲାଗଡ଼ବାସୀଙ୍କ ସହ ଲାଇନ୍‌ରେ ରହି ଟୁକୁନି ଭୋଟ ଦେଇଛନ୍ତି । ଗଣତନ୍ତ୍ରର ମହାନ୍‌ ପର୍ବ ସାଧାରଣ ନିର୍ବାଚନରେ ଟିଟିଲାଗଡ଼ବାସୀ ସାମିଲ୍‌ ହୁଅନ୍ତୁ ବୋଲି ସେ
Read More...

ଶ୍ରଦ୍ଧାଞ୍ଜଳୀ ସଭା

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ୱର୍ଗତ ରାଧାକୃଷ୍ଣ ପଟ୍ଟନାୟକ ଜଣେ ନାଟ୍ୟକାର, ଗାଳ୍ପିକ, କବି, ଶିଶୁ ସାହିତ୍ୟିକ ଏବଂ ଗୀତିକାର ଭାବରେ ଦୀର୍ଘ ପାଂଚ ଦଶନ୍ଧି ଧରି ଓଡିଆ ଓ କୋସଲି ଭାଷାକୁ ଋଦ୍ଧିମନ୍ତ କରିଛନ୍ତି । ସେ ଜଣେ ଆଗ ଧାଡିର ଆକାଶବାଣୀ ଓ ଦୂରଦର୍ଶନ ଶିଳ୍ପୀ ଥିଲେ । ତାଙ୍କ ରଚିତ
Read More...

ସରିଲା ଭୋଟ ପ୍ରଚାର : ଆସନ୍ତା କାଲି ଭୋଟର ବାଛିବେ ନେତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ରହିଥିବା ବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ୨୦ ତାରିଖରେ ହେବ ମତଦାନ । ୧୮ ତାରିଖ ସଂଧ୍ୟାରେ ନିର୍ବାଚନୀ ପ୍ରଚାର ସରିଥିବା ବେଳେ ଚଳିତ ବର୍ଷ ଭୋଟରଙ୍କ ହାତକୁ ଆସୁଛି ଲକ୍ଷ୍ମୀ ବୋଲି ଆଲୋଚନା ହେଉଛି ।
Read More...

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଚେନ୍ନାଇ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ପିକ୍‌ ମେକେ ସଂଗଠନ ଦ୍ଵାରା ଏହାର ପ୍ରତିଷ୍ଠାତା ପଦ୍ମଶ୍ରୀ ଡ. କିରଣ ସେଠଙ୍କ ମାର୍ଗଦର୍ଶନରେ ଦେଶ ତଥା ବିଦେଶର ଛାତ୍ରଛାତ୍ରୀ ମାନଙ୍କୁ ଭାରତବର୍ଷର କଳା, ଐତିହ୍ୟ, ପରମ୍ପରା ସହ ପରିଚିତ କରିବା ନିମନ୍ତେ ଏକ କର୍ମଶାଳା ପ୍ରତିବର୍ଷ ଭାରତର ବିଭିନ୍ନ
Read More...

ଅଞ୍ଚଳର ଉନ୍ନତି, ବିକାଶ ଓ ଶାନ୍ତିକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରଚାର

ପ୍ରଚାରରେ ସାମିଲ୍‌ ହେଲେ ଭୋଟର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପାଞ୍ଚ ଥର ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଦେଇଛନ୍ତି । ଛାତ୍ର, ଯୁବକ, କୃଷକ, ଶ୍ରମିକ, ମହିଳାଙ୍କ ଆର୍ଥୀକ ବିକାଶ ସହ
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୦ ତାରିଖରେ ଭୋଟ ଦେଇ ମତ ସାବ୍ୟସ୍ତ କରିବେ ଭୋଟର । ତେଣୁ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଟିଟିଲାଗଡ ପୋଲିସ ଓ ମିଲିଟାରି ଫୋର୍ସର ଏକ ଟିମ୍‌ ଶୁକ୍ରବାର ସଂଧ୍ୟାରେ ସହର ସାରା ପରିକ୍ରମା କରିବାର ଦେଖିବାକୁ ମିଳିଛି । ଥାନାଧିକାରୀ
Read More...

ଓମ୍‌ଭେଲି ବିଦ୍ୟାଳୟରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ଵର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସି.ବି.ଏସ୍.ଇ ପରିଚାଳିତ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଓମ୍‌ଭେଲି ବିଦ୍ୟାଳୟର ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି । ୨୦୨୩-୨୪ ଶିକ୍ଷାବର୍ଷ ଦଶମ ଶ୍ରେଣୀରେ କୁମାରୀ ଆକାଂକ୍ଷା ସିଂ ୯୬.୪ ପ୍ରତିଶତ ନମ୍ଵର ରଖି ଶୀର୍ଷ ସ୍ଥାନ ଅଧିକାର
Read More...

ଟିଟିଲାଗଡରେ ବିଜେପି ନେତାଙ୍କ ଠାରୁ ମିଳିଲା ପୁଳା ପୁଳା ଟଙ୍କା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ତାରିଖ ପାଖକୁ ଆସୁଥିବା ବେଳେ ଟିଟିଲାଗଡ ପୋଲିସ ପକ୍ଷରୁ ଜୋର୍‌ଦାର୍‌ ପେଟ୍ରୋଲିଂ କରାଯିବା ସହ ସ୍ପେଶିଆଲ୍‌ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମଧ୍ୟ ବୁଲୁଛନ୍ତି । ତେବେ ମଙ୍ଗଳବାର ରାତି ସାଢ଼େ ବାରଟା ବେଳେ ଟିଟିଲାଗଡ଼ ପୋଲିସ ପକ୍ଷରୁ ରେଳ
Read More...

ବିଜେପି ପ୍ରାର୍ଥୀ ନବୀନ ଜୈନ ସହରର ବିଭିନ୍ନ ସାମାଜିକ ସଙ୍ଗଠନକୁ ନେଇ ଆୟୋଜନ କଲେ ଏକ ସାମ ଶୈଳେଶ ଲୋଢ଼ାକେ ସାଥ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମେ ୨୦ ତାରିଖ ହେଉଛି ମତଦାନ ସାବ୍ୟସ୍ତ କରିବାର ଦିନ । ସେଥିପାଇଁ ସବୁ ଦଳର ପ୍ରାର୍ଥୀ ନିଜ ନିଜର ରଣକୌଶଳ ତଥା ପତିଆରା ଜାହିର କରିବା ପାଇଁ କିଛି ନା କିଛି କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ବିଜେପି ପ୍ରାର୍ଥୀ ନବୀନ
Read More...