Browsing Tag

titilagarh news

ଦୀର୍ଘ ବର୍ଷରୁ ଚର୍ମ ରୋଗରେ ଆକ୍ରାନ୍ତ ରିଚେକ୍ ଛୁରା : ଖୁବ୍ ଦୁଃଖଭରା ଜୀବନ

ଟିଟିଲାଗଡ, (ଗୌରବ ଦର୍ଜୀ) : ବୟସ ବଢିବା ସାଙ୍ଗକୁ ବଢୁଛି ରୋଗ । ହେଲେ ମନରେ ରହି ଯାଇଛି ଅନେକ ସ୍ବପ୍ନ । ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୟନୀୟ ଜୀବନ ଅତିବାହିତ କରୁଛନ୍ତି ରିଚେକ ଛୁରା । ଏ ହେଉଛନ୍ତି ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତର ରୁଣ୍ଡିମହୁଲ ଗାଁର ରିଚେକ ଛୁରା
Read More...

ଘର ଛାତରୁ ପଡି ଯବାନଙ୍କ ମୃତ୍ୟ

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତୀୟ ସୀମା ସୁରକ୍ଷା ବଳ(ବିଏସଏଫ)ରେ ସବ୍‌ଇନ୍ସପେକ୍ଟର ଭାବରେ କାର୍ୟ୍ୟରତ ବିଘ୍ନେଶ୍ୱର ସାହୁ(୫୫)ଙ୍କ ମଙ୍ଗଳବାର ଦିନ ଅକାଳ ବିୟୋଗ ଘଟିଛି । ବିଘ୍ନେଶ୍ୱର ଛୁଟିରେ ଘରକୁ ଆସିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଟିଟିଲାଗଡ ସର୍ଗିଗୁଡା ସ୍ଥିତ ନିଜ ଦି'ମହଲା ଘର
Read More...

ଜଣକ ଉପରେ ଗୋଟିଏ ଦିନରେ ଦୁଇ ଥର ଆକ୍ରମଣ : ଦୁଇ ଜଣ ଗୁରୁତର

ଟିଟିଲାଗଡ, (ଗୋରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର୍ ପଞ୍ଚାୟତର ମାଲିଝର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ସଙ୍ଘବଦ୍ଧ ଭାବେ ଗୁରୁତର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦେବସିଙ୍ଗ ମାଝୀ(୫୫) କୌଣସି କାମ ପାଇଁ
Read More...

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୁଲମ୍‌ଖୁଲା ଅବମାନନା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ, ସକାଳ ଛଅଟା ସମୟରୁ ରାତି ଦଶଟା ସମୟ ମଧ୍ୟରେ ଟିଟିଲାଗଡ ସହର ମଧ୍ୟରେ କୌଣସି ଭାରିଯାନ ପ୍ରବେଶ କରିପାରିବ ନାହିଁ । ଏହା ସହ
Read More...

ପାନ ଦୋକାନ ଉପରେ ଚଢ଼ାଉ : ଗୁଟଖା ପାଇଁ ଜୋରିମାନା ଅସୁଲ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପ୍ରଶାସନ ଅଚାନକ ଗୁରୁବାର ଦିନ ସହରରେ ଗୁଟ୍‌ଖା ବିକ୍ରୟକୁ ରୋକିବା ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ସହରର ବିଭିନ୍ନ ପାନ ଦୋକାନରେ ଟିଟିଲାଗଡ଼ ତହସିଲଦାର ଆନନ୍ଦ ପଣ୍ଡା, ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ
Read More...

ବଜାର ଟିକସ ଆଦାୟ ହେଉଛି , କିନ୍ତୁ ଯାଉଛି କୁଆଡେ : ସାଧାରଣରେ ପ୍ର‌ଶ୍ନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ହେଉଛି ବଲାଙ୍ଗିର ଜିଲ୍ଲାର ଏକ ମୁଖ୍ୟ ସହର । ଟିଟିଲାଗଡ ହାଟପଦାପଡାରେ ନିତିଦିନିଆ ବଜାର ବସିବା ସହ ସପ୍ତାହକୁ ଦୁଇ ଦିନ ବୁଧବାର ଓ ଶନିବାର ସାପ୍ତାହିକ ହାଟ ବସେ । ଏଠାରେ ଟିଟିଲାଗଡ ତଥା ପାଖଆଖ ଅଞ୍ଚଳର ଚାଷୀ ନିର୍ଭର କରନ୍ତି । ଟିଟିଲାଗଡକୁ
Read More...

ଟିଟିଲାଗଡ ପୋଲିସର ବଡ଼ ସଫଳତା : ଜୁଆ ଆଡ୍ଡା ଚଢ଼ଉ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଅଞ୍ଚଳରେ ବହୁ ଦିନରୁ ଧରି ଜୁଆ ଆଡ୍ଡାଗୁଡିକ ନିଶ୍ଚିନ୍ତ ଭାବରେ ଚାଲିଥଲା । ଛୋଟ ବଡ଼ ଅନେକ ଲୋକ ଜୁଆ ଆଡ୍ଡା ଜମାଇଛନ୍ତି । ଅକ୍ଟୋବର ୨୭ ତାରିଖ ଦିନ ସନ୍ଧ୍ୟାରେ ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମନୋଜ
Read More...

ପରିବାର ଥାଇ ମଧ୍ୟ ନିଃସନ୍ତାନ ଦର୍ଶାଇ ଜମି ବିକ୍ରି ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସ୍ଥିତ ଟ୍ୟାନେରୀ ନିକଟରେ ଏକ ୩୫ ଡିସିମିଲ ଜମିରୁ ୧୫ ଡିସିମିଲ ଜମି ଜଣେ ବ୍ୟକ୍ତି ତିନି ଜନ ବ୍ୟକ୍ତିଙ୍କୁ ବିକ୍ରି କରିଛି । ଏହା ବିରୋଧରେ ଜମିର ପ୍ରକୃତ ମାଲିକର ପୁଅ ଅଭିଯୋଗ ଆଣିଛନ୍ତି । ଟ୍ୟାନେରୀ ନିକଟରେ ବାଘୁଆ ଗଣ୍ଡା ନାମକ ଜଣେ ବ୍ୟକ୍ତି
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶପଥ ପାଠ

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖଠାରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଉପଜିଲ୍ଲାପାଳ କାର୍ୟ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ
Read More...

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ବଡ଼ ଘୋଷଣା : ସହର ମଧ୍ୟରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳକୁ ନିଷେଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ମଧ୍ୟ ଦେଇ ଜାତୀୟ ରାଜପଥ ୫୯ ଯାଇଥିବା ବେଳେ ପ୍ରତିଦିନ ରାସ୍ତା ଭିଡ଼ ଜମୁଛି । ଏହା ସହ ସହରର ମୁଖ୍ୟ ରାସ୍ତା ଗୁଡିକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଟିଟିଲାଗଡ
Read More...