Browsing Tag

talcher news

ଚାଷୀଙ୍କ ସମସ୍ୟାକୁ ନେଇ ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୃଷକ ମାନଙ୍କର ବିଭିନ୍ନ ସମସ୍ୟା ତଥା ଧାନମଣ୍ଡିର ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଦାବୀପତ୍ର ତାଳଚେର ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । କୃଷକମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ବିଭୁତି ସାହୁ ଏବଂ କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ସୁଶାନ୍ତ
Read More...

ମୌଳିକ ସମସ୍ୟା ନେଇ ହାଡ଼ି ହରିଜନ ସେବା ସଙ୍ଘର ରାଲି ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ସ୍ୱାଧୀନତାକୁ ଦୀର୍ଘ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ସମାଜର ମୁଖ୍ୟ ଧାରାରେ ହାଡ଼ି ହରିଜନ ଆଜି ମଧ୍ୟ ଦଳିତ ନିଷ୍ପେସିତ ହୋଇ ଆସୁଥିବାରୁ ହାଡ଼ି ହରିଜନ ସେବା ସଙ୍ଘର ସଭ୍ୟବୃନ୍ଦ ଦେଉଳବଡା ଗ୍ରୀନ୍ ଗ୍ରାସ୍ ଷ୍ଟାଡିୟମ୍ ଠାରୁ ତାଳଚେର ଉପଜିଲ୍ଲାପାଳ
Read More...

ପଣ୍ଡିତ ରଘୁନାଥ ମୁର୍ମୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ତାଳଚେର, (ଆର୍ତ୍ତତ୍ରାଣ ପାଣୀ) : ପଣ୍ଡିତ ରଘୁନାଥ ମୁର୍ମୁ ଚ୍ୟାଲେଞ୍ଜ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଫ୍‌ସିଆଇ ରଘୁନାଥ ସ୍ପଟିଙ୍ଗ କ୍ଲବ ଦ୍ୱାରା ଆୟୋଜିତ ୧୧ତମ ରାଜ୍ୟସ୍ତରୀୟ ଏହି ଫୁଟବଲ ଟୁର୍ନାମେଣ୍ଟ ଏଫ୍‌ସିଆଇ ବକ୍ସି ଜଗବନ୍ଧୁ ଷ୍ଟାଡିୟମରେ
Read More...

ତାଳଚେର ସୌନ୍ଦର୍ଯ୍ୟକରଣ ଏବଂ ପ୍ରଶାସନ ଦ୍ୱାରା ଆୟୋଜିତ ପଥ ଉତ୍ସବ କାର୍ଯ୍ୟକ୍ରମ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଧୂଳି ଧୂଆଁର ସହର କୋଇଲା ନଗରୀ ତାଳଚେରର ସୌନ୍ଦର୍ଯ୍ୟ ନିମନ୍ତେ ତାଳଚେର ପ୍ରଶାସନ ଇତି ମଧ୍ୟରେ ଅଣ୍ଟା ଭିଡିଥିବା ପରିଲକ୍ଷିତ ହୋଇଛି । ବହୁ ପୁରାତନ ତାଳଚେର ରାଜବାଟିର ରକ୍ଷଣା ବେକ୍ଷଣ କରିବା ସହ ବହୁ ଚର୍ଚ୍ଚିତ ରାଜବାଟି ପ୍ରବେଶ ଦ୍ୱାର ଯାହାକି ଇଟାଲିୟ
Read More...

ତାଳଚେର ଉପଖଣ୍ଡରେ ଦଶ ଟଙ୍କିଆ ଇଣ୍ଡିଆନ୍ ପୋଷ୍ଟାଲ୍ ଅର୍ଡରର ଅକାଳ ଅଭିଯୋଗ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଉପଖଣ୍ଡରେ ଥିବା ବିଭିନ୍ନ ପୋଷ୍ଟ ଅଫିସ୍‌ରେ ଆର୍.ଟି.ଆଇ. ନିମନ୍ତେ ବ୍ୟବହୃତ ହେଉଥିବା ଦଶ ଟଙ୍କିଆ ଇଣ୍ଡିଆନ୍ ପୋଷ୍ଟାଲ ଅର୍ଡର ଗୁଡିକ ଉପଲବ୍ଧ ହେଉ ନଥିବା ଅନେକ ଆର୍.ଟି.ଆଇ କର୍ମକର୍ତ୍ତାଙ୍କ ଠାରୁ ଶୁଣିବାକୁ ମିଳୁଛି । ତାଳଚେର ହାତତୋଟା,
Read More...

ତାଳଚେର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଉପଜିଲ୍ଲାପାଳ ଅଫିସ ସାମ୍ନାରେ ତାଳଚେର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀର ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜି ଷଷ୍ଠ ଦିବସରେ ପହଁଚିଥିବା ଜଣାପଡିଛି । ଓଡିଶାର ଏହି ସମୃଦ୍ଧ ଶିଳ୍ପାଞ୍ଚଳ ରାଜ୍ୟ ସରକାରଙ୍କୁ ସିଂହ ଭାଗ
Read More...

ଖେଲୋ ଇଣ୍ଡିଆରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ/ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେରଳର କୋଝିକୋଡ଼ ସ୍ଥିତ ଭିକେ କୃଷ୍ଣ ମୋହନ ଇଣ୍ଡୋର ଷ୍ଟାଡିୟମରେ ଭାରତ ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ ଅନୁଷ୍ଠିତ ହୋଇଯାଇଛି । ଉଷୁ ସଂଘର ରାଜ୍ୟ ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ ଏବଂ ସାଧାରଣ ସମ୍ପାଦକ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଯାଆଁଳା ତୋଟା ପୁସ୍ତକ ପ୍ରଦାନ କଲେ କାଳନ୍ଦୀ ସାମଲ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା । ଭୁବନେଶ୍ୱର ରାଜଭବନରେ ରାଷ୍ଟ୍ରପତିଙ୍କୁ ବିଜେପି ରାଜ୍ୟ ସମ୍ପାଦକ ତଥା ଏନଏସଆଇସି ଡାଇରେକ୍ଟର କାଳନ୍ଦୀ ସାମଲ ଭେଟି ସାକ୍ଷାତ ଆଲୋଚନା କରି ତାଙ୍କ ଦ୍ୱାରା ଲିଖିତ ବହୁ ଆଦୃତ ପୁସ୍ତକ
Read More...

ତାଳଚେର ବାର୍ ଆସୋସିଆସନ୍‌ର ତାଳଚେର ଓ ପାଲଲହଡା ବନ୍ଦ ଡାକରା

ତାଳଚେର, (ଆର୍ତ୍ତତ୍ରାଣ ପାଣି ) : ଆଜି ତାଳଚେର ବାର୍ ଆସୋସିଆସନ୍ ଓକିଲଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ବାର ଘଣ୍ଟିଆ ବନ୍ଦର ଆହ୍ୱାନ ଦେଇଛି । ଏହି ଆହ୍ୱାନ ଦ୍ୱାରା କୋର୍ଟ କାର୍ଯ୍ୟକଳାପ ସହିତ ତାଳଚର ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିବା ଦ୍ୱାରା ଜନ ସାଧାରଣ
Read More...

ସୁରକ୍ଷା, ସିଏସ୍‌ଆର୍‌, ବିକାଶ ଏବଂ ସ୍ୱଚ୍ଛତା ଆଦିରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଏମ୍‌ସିଏଲ୍‌ ପୁରସ୍କୃତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଲ ଇଣ୍ଡିଆର ୪୮ତମ ପ୍ରତିଷ୍ଠା ଦିବସରେ ମହାନଦୀ କୋଲ୍‌ ଫିଲ୍‌ଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)କୁ ପୁରସ୍କୃତ କରାଯାଇଛି । ସୁରକ୍ଷା, ସିଏସ୍‌ଆର୍‌, ବିକାଶ ଏବଂ ସ୍ବଚ୍ଛତା ଆଦିରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଏମ୍‌ସିଏଲ୍‌କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି
Read More...