Browsing Tag

special

ବିଶିଷ୍ଟ ଶ୍ରମିକନେତା ଶିବଚରଣ ବୋଇତିଙ୍କ ବିୟୋଗରେ…..

ନିରଞ୍ଜନ ସାମଲ ରାଉରକେଲା : ରାଉରକେଲାରେ ଶିଳ୍ପ ସମ୍ପର୍କରେ ଏକ ନୂତନ ଅଧ୍ୟାୟର ଅବତରଣା କରିଥିବା ଶିବଚରଣ ବୋଇତି ୧୯୪୦ ମସିହାରେ ଅଗଷ୍ଟ ୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ
Read More...

ଗଳ୍ପ : ଧକ୍କା

ଜିନାତମାମ ଦର୍ଜୀ ଗଛ କରତି କରତି ଜୀବନ ପଛେ କରତି ହେଇଯାଏ, ହେଲେ ଏ ବଢ଼େଇ କାମରେ ୟାଠୁ ଅଧିକ କିଛି ହେଇ ପାରେନା ?ନିଜ ଭିଟାମାଟିର ଏ ଗୋଟିଏ ବଖରା ଚାଳ ଘରକୁ ଯାହା ସିମେଣ୍ଟ କରି ପାରିଛନ୍ତି ନିଜ ଜୀବନ କାଳରେ । କିଛି ଜଣ ବଡ଼ ବଡ଼ ଅଫିସରଙ୍କ ଘର ଓ ଅଫିସ ତିଆରି ବେଳେ କୋଠା ଗୁଡିକର
Read More...

ମୁଇଁ ଆର୍ ସମିଆଁ

ସୁଜିତ କୁମାର ସତପଥି ଯିମି ଯିମି ସେ କହେଲାରହ ରହ ମୁଇଁ କହେଲିଁଯିମି ଯିମି ମୁଇଁ କହେଲିଁରହ ରହ ସେ କହେଲା । ଦୁହେକେ ଦୁହେ ଜାନି ନାଇଁ ପାର୍‌ଲୁଁକିଏ ଯିବା କିଏ ଥିବା ଯେକିଏ କାହାକେ ପଚ୍‌ରାବା ଆର୍କିଏ କାହାକେ ଜବାବ୍‌ ଦେବା ଯେ । ମୁଇଁ ଆର୍ ସମିଆଁ ହେନ୍‌ତା ନକେଭେ ଏକ୍
Read More...

ମାର୍ଗଶୀର ଶୁକ୍ଳ ପକ୍ଷ ଷଷ୍ଠୀ ଅବା ପ୍ରାବଣ ଷଷ୍ଠୀରେ ବିଶ୍ୱନୀୟନ୍ତା ଭଗବାନଙ୍କ “ଘୋଡଲାଗି ବେଶ” ଲାଗି…

ମହାପ୍ରଭୁ କଳା ଶ୍ରୀମୁଖ ହେ କାଳିଆ ସାଆନ୍ତ, ଜୟ ଜଗନ୍ନାଥ । ଶ୍ରୀକ୍ଷେତ୍ର ଅଧୀପତି ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କ ବଡ ଭାଇ ବଳଭଦ୍ରଙ୍କ ସହ ଭଗିନୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହ ନିୟତି ଚକ୍ରକୁ ସମ୍ମାନ ଜଣାଇ ଋତୁ ଅନୁସାରେ ନିଜର ବେଶ, ପରମ୍ପରା ନୀତିରେ ପରିବର୍ତ୍ତନ
Read More...

କବିତା : ସନ୍ଧାନ

ସୁଜାତା ଭୋଇ କେହି ଆସୁ ନ ଥିବା ବେଳେଯେବେ ଶୁଭେ କାହା ପଦଧ୍ଵନିଭାବିନିଏ ମୁଁ ଏକଲା ନୁହେଁ !ସବୁ ଦହନକୁ ଦଳିଦେଇଛଳଛଳ ଆବେଗରେଆଗେଇଯାଏ ଆଗକୁ, ଆହୁରି ଆଗକୁ । କେହି ଡାକୁ ନ ଥିବା ବେଳେଯେବେ ଗୁଞ୍ଜେ ଏକ ପ୍ରତିଧ୍ୱନି,କିଛି ସନ୍ଧାନରେଡେଇଁଯାଏ କିଛି ଧାରୁଆ ପାଚେରୀ…ହଠାତ୍ ପଛକୁ
Read More...

କାଏଁଯେ ବକ୍ ବକ୍ ତୁଇ

ଦିଲିପ କୁମାର ମିଶ୍ର କାଏଁଯେ ବକ୍ ବକ୍ ହଉଛୁ ତୁଇତୁଇ କେନ୍‌ ଖେତର୍‌ ଢେଲ୍ପବନ୍ ଟିକ୍‌କ' ଅଟ୍‌କି ଗଲେସବୁ ଗଣିତ୍‌ ଫେଲ୍ । କାଏଁଯେ ବକ୍ ବକ୍ ହଉଛୁ ତୁଇକେତେ ରଖିଛୁ ଯେ ଧନ୍‌ଯାହା ବି ରଖିଛୁ ସର୍‌ବା ଦିନେତେହେଁରୁ ଜାନ୍‌ବା ମନ୍ । କାଏଁଯେ ବକ୍ ବକ୍ ହଉଛୁ ତୁଇପଢ଼ିଛେଁ ବଲି ଗା'
Read More...

ନୂଆ ନୂଆ ସ୍କୁଲ ଯାଉଥିବା ପିଲାଙ୍କୁ କେମିତି ଯତ୍ନ ନେବା, ଆସନ୍ତୁ ଜାଣିବା

ସୁଶ୍ରୀ ସ୍ନେହଲତା ନୂଆ ନୂଆ ସ୍କୁଲ ଯାଉଥିବା ପିଲାମାନେ ଟିକେ ଅଝଟ ହୁଅନ୍ତି । ପରିବାରକୁ ଛାଡ଼ି ସ୍କୁଲରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଆମକୁ ଜାଣିବାକୁ ହେବ ଯେ, ମା’ ହେଉଛନ୍ତି ଶିଶୁର ପ୍ରଥମ ଗୁରୁ । ସେମାନଙ୍କ ଯତ୍ନ କିଭଳି ନେବା ଆସନ୍ତୁ ଆଜି ଜାଣିବା । ଶିଶୁକୁ ସ୍କୁଲ
Read More...

ପାଞ୍ଚଟି ଟିପ୍ସ ଉପରେ ନଜର ଦିଅନ୍ତୁ, ସୁସ୍ଥ ରୁହନ୍ତୁ

ସୁସ୍ଥ ଜୀବନ ସମସ୍ତଙ୍କ କାମନା । କିନ୍ତୁ ବର୍ତମାନ ସମୟର ବିଶୃଙ୍ଖଳିତ ଜୀବନ ଶୈଳୀ ପାଇଁ ସୁସ୍ଥ ଜୀବନ ପ୍ରାପ୍ତ ହେବା ବଡ଼ ମୁସ୍‌କିଲ୍‌ ହୋଇପଡ଼ିଛି । ସାଧକମାନେ ସୁସ୍ଥ ଜୀବନ ପାଇଁ ଅନେକ ପ୍ରାମାଣିକ ଆଧାର ପ୍ରଦାନ କରିଛନ୍ତି । ଆସନ୍ତୁ ସୁସ୍ଥ ଜୀବନ ପାଇଁ ଆଜି ମାତ୍ର ପାଞ୍ଚଟି ଟିପ୍ସ ଉପରେ
Read More...

ଆମେ ବଲାଙ୍ଗିରିଆ

ଆଶୁକବି ହେମନ୍ତ ଦାଶ ମାଁ ପାଟମେଶିରି ମାଁ ସମଲେଶିରିଧରିଛନ୍ ତାକର୍ କୁଲେ,ବଲାଙ୍ଗିର୍ ମାଟିର୍ ପାଏନ୍ ପବନ୍ ଥିବଢିଛୁଁ ଉଲେଦୁଲେ। ହରି ଶଙ୍କରର୍ ଝରନ୍ ପାଏନ୍ଲାଗସି କେତେ ଅଏନ୍,ରାନିପୁର୍ ଆର୍ ଝରିଏଲ୍ ଦେଖିହେସୁଁ କେତନି ଧଏନ୍। ଭୀମ୍ ଡୁଙ୍ଗୁରି, କୁମୁଡା ପାହାଡ୍ପରକୁତି ରାନିର୍
Read More...

ବ୍ୟଙ୍ଗ ଦୃଷ୍ଟି : ଇ’ ଉଛବ୍‌ କାହାର୍‌ ଲାଗି…. ?

ଦେବାଶିଷ ମିଶ୍ର ଶୀତ୍‌ ମାସେ କସରତ୍‌ର ମଜା ଅଲ୍‌ଗା, ଖୁଁଟା ଥି ବନ୍ଧା ବଲଦ୍‌ ମାନେ ବି ବାହରି ପଡସନ୍‌ ଯୁତା ମଫଲର୍‌ ଲଗେଇ । ସକାଲୁ ଉଠ୍‌ଲା ବେଲ୍‌କେ ତ’ ଏଗାର ବାଜୁଛେ, ସନ୍ଧ୍ୟାକେ ଲୋକ୍‌ ଦେଖ୍‌ନିଆ ମୁଇଁ ଭିଲ୍‌ ବାହାରି ପଡ୍‌ଲିଁ ମିଶନ୍‌ ପଡିଆ କେ । ଦୁଇ ଚକ୍କର୍‌ ନେଇଁ ମାରି କରି
Read More...