Browsing Tag

sonepure news

୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନକ୍ରୟରେ ସାମିଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ୍ ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲସ୍ତରୀୟ ଧାନ କ୍ରୟ କମିଟିର ବୈଠକ ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଅକ୍ଟୋବର ୨୦ ତାରିଖରୁ ଜିଲ୍ଲାର ୯୩ଟି ପ୍ୟାକ୍ସ ଓ ମହିଳା ସ୍ବୟଂ
Read More...

ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଗଣ ଆନ୍ଦୋଳନ ସହ ଧାରଣା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜିଠୁ ୫ ତାରିଖ ଯାଏଁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଗଣ ଆନ୍ଦୋଳନ ସହ ଧାରଣା ଆରମ୍ଭ ହୋଇଛି । କ୍ରମାଗତ ଭାବେ ରାଜ୍ୟରେ ବିଦ୍ବ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ର
Read More...

ଦେବୀ ମାଣିକେଶ୍ୱରୀଙ୍କ ଜୁଗାର ଯାତ୍ରା ସଂପନ୍ନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ପ୍ରତ୍ୟକ୍ଷ ଦେବୀ ମାଣିକେଶ୍ବରୀଙ୍କ ପାରମ୍ପାରିକ "ଜୁଗାର ଯାତ୍ରା" ଆଜି ଅନୁଷ୍ଠିତ ହୋଇଯାଇଛି । କୈବର୍ତ୍ତ ସମାଜ ପକ୍ଷରୁ ଆୟୋଜିତ ଯାତ୍ରାରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ତିନୋଟି ଭବ୍ୟ ଜୁଗାରକୁ ଏକ ଶୋଭାଯାତ୍ରାରେ ନେଇ ଦେବୀ
Read More...

ମାହେଶ୍ବରୀ ଦେବୀପୀଠରେ ଆଜି ଆଶ୍ବିନର ଶେଷପାର୍ବଣ “କୁମାର ପୂର୍ଣ୍ଣମୀ” ତଥା “ମହାଖଳା”…

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସ୍ତମ୍ଭେଶ୍ବରୀ ସଂସ୍କୃତିର ଆଦିଭୂମି ସୁବର୍ଣ୍ଣପୁର ଜିଲ୍ଲାର ୫୦ରୁ ଅଧିକ ମାହେଶ୍ବରୀ ଦେବୀପୀଠରେ ଆଜି ଆଶ୍ବିନର ଶେଷପାର୍ବଣ "କୁମାର ପୂର୍ଣ୍ଣମୀ" ତଥା "ମହାଖଳା" ପୂଜା ଅନୁଷ୍ଠିତ ହୋଇଯାଇଛି । ଭୋର୍ ସକାଳରୁ ଦେବୀ ମାହେଶ୍ବରୀ ଓ ପରମେଶ୍ବରୀଙ୍କ
Read More...

ସୁବର୍ଣ୍ଣପୁରରେ ବିରଳ ପ୍ରଜାତିର ମାଛ ଉଦ୍ଧାର

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ମହାନଦୀର ଗଭୀର ନଦୀଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ପ୍ରତିଦିନ ପରି ଦେଶୀ ଡଙ୍ଗାରେ ମହାନଦୀର ସ୍ଥାନୀୟ କେଉଁଟ ପଡାର ଚାରିଜଣ ମତ୍ସ୍ୟଜବୀ ବି ତେନ୍ତୁଲିଘାଟରୁ ଲଂକେଶ୍ବରୀ ଦର୍ହକୁ ମାଛ ମାରିବାକୁ ଯାଇଥିବା ବେଳେ ଏହି
Read More...

ନିଆଁ ଲାଗି ଫାଟିଲା ଗ୍ୟାସ ଟାଙ୍କି : ଚା’ ଦୋକାନ ଛିନ୍‌ଛତର୍‌

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଏକ ଚା' ଦୋକାନରେ ନିଆଁଲାଗି ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା' ଦୋକାନରେ ହଠାତ ନିଆଁ ଲାଗିଥିବା
Read More...

ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଖବର ଆସିଛି । ସୂଚନା ଅନୁସାରେ ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ବିଷଧର ସାପ କାମୁଡ଼ି ଦେବାରୁ ଦୁଇ ଭଉଣୀଙ୍କ ପ୍ରାଣହାନୀ ଘଟିଛି । ଗତ ବିଳମ୍ବିତ ରାତିରେ ଗାଁର ଗୋପାଳ
Read More...

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମେଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନାରଦ ପୂଜାହାରୀଙ୍କ ଧର୍ମପତ୍ନୀ ଧର୍ମପ୍ରାଣା ଇନ୍ଦିରା ପୂଜାହାରୀ(୭୩)ଙ୍କ ଆଜି ରାତି ୯ଟାରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ସ୍ବାମୀ, ଦୁଇଝିଅ ବୟନ୍ତି, ଜୟନ୍ତି, ତିନିପୁଅ ରାଜକିଶୋର,
Read More...

୬୧ତମ ପୋଲିସ୍ ସହିଦ୍ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପଡ଼ିଆଠାରେ ୬୧ତମ ପୋଲିସ୍ ସହିଦ୍ ଦିବସ ପାଳିତ ହୋଇଯାଇଛିି । ଦେଶରେ ଆନ୍ତରିକ ସୁରକ୍ଷା, ସାଧାରଣ ଲୋକଙ୍କ ସୁରକ୍ଷା ହେଉଛି ପୋଲିସର ମୁଖ୍ୟ ସେବାି । ଦେଶରେ ପ୍ରତ୍ୟେକ ଘରେ ସୁଖ ଶାନ୍ତି ରକ୍ଷା କରିବା ପାଇଁ ପୋଲିସ ନିରନ୍ତର
Read More...

ଭିଜିଲାନ୍ସ ଦ୍ଵାରା ଗିରଫ୍ ହେଲେ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ଵାରା ଗିରଫ୍ ହେଲେ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା । ବୀରମହାରାଜପୁର ବ୍ଲକ୍ ବଡଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ଼ ନିଜର ଗାଈ ଗୁହାଳ କରିବା ପାଇଁ ବୀରମହାରାଜପୁର ବି.ଡି.ଓ.ଙ୍କ ପାଖରେ ଆବେଦନ
Read More...