Browsing Tag

sonepure news

୭ ଡକାୟତ ଗିରଫ : ଟ୍ରକ ସହ ୪ ବାଇକ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଆଜି ୭ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଡକାୟତ ଦଳ ଡୁଙ୍ଗୁରିପାଲି ଅଂଚଳର କପାସିରାଠାରେ ଥିବା ଆଶୀର୍ବାଦ କନଷ୍ଟ୍ରକସନ୍ସ ପରିସରରୁ ଗତକାଲି ରାତି ଲୁହାଛଡ, ସିମେଂଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀକୁ
Read More...