ସମ୍ବଲପୁର ଗସ୍ତରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍
ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ । ଶନିବାର ରାତିରେ ସମ୍ବଲପୁର ପହଞ୍ଚିବା ପରେ ସର୍କିଟ ହାଉସରେ ରାତ୍ରୀଯାପନ କରିଛନ୍ତି ଶ୍ରୀ ପାଣ୍ଡିଆନ୍ । ଏହାପରେ ଭୋର ସକାଳୁ ସମଲେଇ ମନ୍ଦିର ଯାଇ ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି । ତେବେ ସମଲେଇ!-->…
Read More...
Read More...