ସବୁ ସମୟ ପାଇଁ ଆଦର୍ଶ ଓ ଐିତିହାସିକ ଚରିତ୍ର ଭାବେ ମନେ ରହିବେ ମହାନ୍ ପୁରୁଷ ଭାଗବତ ପ୍ରସାଦ ନନ୍ଦ
ସମ୍ବଲପୁର, (ଦାମୋଦର ପଣ୍ଡା) : କିଛି ଏଇମିତି ବ୍ୟକ୍ତିତ୍ଵ ଥାଆନ୍ତି, ଯେଉଁମାନଙ୍କ ପରିଚୟ, ସବୁ ପରିଚୟର ଉପରେ ଥାଏ, ସେମିତି ଜଣେ ବ୍ୟକ୍ତିତ୍ଵ ଭାଗବତ ନନ୍ଦ । ଏଭଳି କୌଣସି ଦିଗ ନାହିଁ, ଯେଉଁଠି ତାଙ୍କର ଦାମ୍ଭିକ ଉପସ୍ଥିତି ଜାହିର କରି ନାହାନ୍ତି । ୧୯୩୭ ମସିହାରେ ବଲାଙ୍ଗିରରେ!-->…
Read More...
Read More...