Browsing Tag

sambalpur news

ଦଶହରା ପୂଜାରେ ପାରମ୍ପରିକ ବାଦ୍ୟ ପରିବେଷଣ ଉପରେ ବାରଣର ସରକାରୀ ନିର୍ଦ୍ଦେଶକୁ ନେଇ ସମ୍ବଲପୁର ବିଜେପି.ର ବିରୋଧ

ସମ୍ବଲପୁର, (ଦାମୋଦର ପ‌ଣ୍ଡା) : ଆରମ୍ଭ ହେଲା ପବିତ୍ର ଶାରଦୀୟ ନବରାତ୍ରୀ ପୂଜା । ସମସ୍ତ ଦେବୀ ମନ୍ଦିର ମାନଙ୍କରେ ନବରାତ୍ର ରେ ମା' ପୂଜା ପାଇବେ ନଅଟି ରୂପରେ ଭିନ୍ନ ଭିନ୍ନ ଦିନ । ଆଶ୍ଵିନ ସପ୍ତମୀ ଠୁ ଆରମ୍ଭ ହେବ ବିଭିନ୍ନ ପୂଜା ମଣ୍ଡପରେ ଶକ୍ତି ପୂଜା । ଚଳିତ ବର୍ଷ ବିଶ୍ୱ ମହାମାରୀ
Read More...

ସମଲେଶ୍ଵରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆଜି ଠାରୁ ସମଲେଶ୍ଵରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ଭକ୍ତଙ୍କ ମାନସିକ ଦୀପ ପ୍ରଜଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ଚାରିଟା ବେଳୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ୫.୩୦ ରେ ଶେଷ ହୋଇଥିଲା । କଟକଣା ଯୋଗୁ କେହି ଭକ୍ତ ଉପସ୍ଥିତ ନ
Read More...

ଭୀମସାର୍‌ର ନୂତନ ପରିଚାଳନା ବୋର୍ଡ ଗଠିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାର୍‌ର ନୂତନ ପରିଚାଳନା ବୋର୍ଡ ଗଠିତ ହୋଇଛି । ଏଥିରେ ଏକ୍ସ ଅଫିସିଓ ସଦସ୍ୟ ଭାବରେ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ବିତ୍ତ ବିଭାଗ ସଚିବ, ଡିଏମ୍‌ଇଟି ଓଡ଼ିଶା, ଭୀମସାର୍ ଡିନ୍‌ , ଭିସୁଟ କୁଳପତି ସମେତ ଡ.ଚିତ୍ତରଞ୍ଜନ
Read More...

ସମ୍ବଲପୁର ଜିଲ୍ଲାର ଧର୍ମାନୁଷ୍ଠାନଗୁଡିକ ଆହୁରି ଦୁଇ ମାସ ବନ୍ଦ ରହିବ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ମନ୍ଦିର ମସଜିଦ, ଚର୍ଚ୍ଚ ଭଳି ଧର୍ମାନୁଷ୍ଠାନ ଗୁଡିକ ଆହୁରି ଦୁଇ ମାସ ବନ୍ଦ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୂତ ବୈଠକରେ ବିଭିନ୍ନ ପୂଜକମାନଙ୍କ ସହ ପୃଥକ ପୃଥକ ଆଲୋଚନା ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି । ନବରାତ୍ର ପୂଜା ବେଳେ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସମ୍ବଲପୁର ଜିଲ୍ଲା ପାଇଁ ୪୨ଟି ପ୍ରକଳ୍ପ ଅନୁମୋଦନ କରିଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସମ୍ବଲପୁର ଜିଲ୍ଲା ପାଇଁ ୪୨ଟି ପ୍ରକଳ୍ପ ଅନୁମୋଦନ କରିଛି । ସେଥି ମଧ୍ୟରୁ ଆଠଟି ପ୍ରକଳ୍ପର ବ୍ୟୟ ଅଟକଳ ପ୍ରସ୍ତୁତ କରିବା ଓ ସମସ୍ତ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଜିଲ୍ଲାର ୯ ଟି
Read More...

‘ପଶ୍ଚିମ ଓଡ଼ିଶାର ଲୋକବ।ଦ୍ୟ’ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ନୃତ୍ୟଗୁରୁ ମୋହିତ କୁମାର ସ୍ୱାଇଁଙ୍କ ଦ୍ଵାରା ଲିଖିତ 'ପଶ୍ଚିମ ଓଡ଼ିଶାର ଲୋକବ।ଦ୍ୟ' ପୁସ୍ତକ ସ୍ଥାନୀୟ ପବ୍ଲିକ ଲାଇବ୍ରେରୀରେ ଉନ୍ମୋଚିତ ହୋଇଯାଇଛି । ଏହି ସଭାରେ ଶିକ୍ଷାବିତ୍ ପ୍ରଫେସର୍ ଆଦିତ୍ୟ ପ୍ରସାଦ ପାଢ଼ୀ, ଗବେଷକ ଡ. ଶ୍ୟାମ ସୁନ୍ଦର ଧର, ଗୁରୁ
Read More...

ଭୀମସାର୍ ଡ଼ାକ୍ତରଖାନାରେ ଆଜିଠାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ

ସମ୍ବଲପୁର, (ଦାମୋଦର ପଣ୍ଡା) : ବୁର୍ଲା ଭୀମସାର୍ ଡ଼ାକ୍ତରଖାନାରେ ଆଜିଠାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ ହେବାକୁ ଯାଉଛି। ତେବେ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ସେବା ଆରମ୍ଭ ହେବାକୁ ଆହୁରି ଏକ ସପ୍ତାହ ସମୟ ଲାଗିବ ବୋଲି ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ସୂଚନା ଦେଇଛନ୍ତି
Read More...

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର, (ଦାମୋଦର ପଣ୍ଡା) : ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ଠାରେ ଗତକାଲି ଘଟିଥିବା ବର୍ବର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ବାଗକୁ ଆଜି ସମ୍ବଲପୁର ପୋଲିସ ଗିରଫ କରିଛି । ଏନେଇ ସମ୍ବଲପୁର ସଦର ଏସଡିପିଓ ତପନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତକାଲି ଏହି
Read More...

ବର୍ବର ହତ୍ୟାକାଣ୍ଡ : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାତ୍ୟା

ସମ୍ବଲପୁର : ଆଜି ସମ୍ବଲପୁର ସହର ରକ୍ତର ଛିଟାରେ ଭିଜି ଯାଇଛି । ସ୍ପଷ୍ଟ ଦିବାଲୋକରେ ବିଚ୍‌ ରା‌ସ୍ତା ଉପରେ ଜଣେ ଯୁବକଙ୍କୁ ଦୌଡେ଼ଇ ଦୌଡେ଼ଇ ହାଣି ପକାଇଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ହାଟପଡା ଅଞ୍ଚଳରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତ ଯୁବକ ଜଣକ
Read More...

ସମ୍ବଲପୁରରେ ବିଇଡି କଲେଜରେ ଚଳିତ ଥର ନାମ ଲେଖା ବନ୍ଦ

ସମ୍ବଲପୁର, (ଦାମୋଦର ପଣ୍ଡା) : ଅଧ୍ୟାପକ ସଙ୍କଟ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ସମ୍ବଲପୁରରେ ବିଇଡି କଲେଜରେ ଚଳିତ ଥର ନାମ ଲେଖା ବନ୍ଦ ରହିଛି । ୨୭ କଣ ଅଧ୍ୟାପକ ପଦରୁ ମାତ୍ର ୪ ଜଣ ଅଧ୍ୟାପକ ନିୟମିତ ଅଛନ୍ତି । ୧୯୯୨ ପର ଠାରୁ ନୂଆ ନିଯୁକ୍ତି ହୋଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି
Read More...