Browsing Tag

saintala news

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ କୁଇକେଡା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ
Read More...

ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ତୁଳସୀଙ୍କ ବୃତ୍ତି ପରୀକ୍ଷାରେ ସଫଳତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଆଦର୍ଶ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ ବଲାଙ୍ଗିର ଟାଉନ ବାଳିକା ବିଦ୍ୟାଳୟରେ ଗତ ବର୍ଷ ନେସେନାଲ ମିନ୍ସ ସ୍କୋଲାର୍‌ସିପ୍‌ ଷ୍ଟେଟ ପରୀକ୍ଷା ହୋଇଥିଲା ତେବେ ସେହି ସମୟରେ ବିବିନା ଆଦର୍ଶ ବିଦ୍ୟାଳୟରେ ୪ ଜଣ
Read More...

ଖାସବାହାଲ ଗାଁରେ ନିଜ ମା’ଙ୍କ ଘରେ ମହିଳାଙ୍କ ଆତ୍ମହତ୍ୟା : ମୃତ ଦେହ ଉଦ୍ଧାର କଲା ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଖାସବାହାଲ ଗାଁରୁ ଜଣେ ମହିଳାଙ୍କ ଆତ୍ମହତ୍ୟା କରିଥିବା ମୃତ ଦେହକୁ ଉଦ୍ଧାର କଲା ପୁଲିସ । ସୂଚନା ମତେ ମହିଳା ଜଣକ ମଲ୍ଲି ଭୋଇ(୪୫) । କର୍ଲ।ମୁଣ୍ଡା ବ୍ଳକ ଅଞ୍ଚଳରେ ବାହା ହୋଇଥିଲେ । ନିଜ ମା'ଙ୍କ ଘରକୁ ଆସି ଆତ୍ମହତ୍ୟା
Read More...

୭ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନାରେ ଜଣେ କର୍ମଚାରୀଙ୍କ ଘରେ ଏକ ଅଜଗର ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ଦେବା ପରେ ବିକି ଘଟଣା ସ୍ଥାନରେ ପହଁଚି
Read More...

କୋଶଳୀ କ୍ଷୁଦ୍ର ଚଳଚିତ୍ର ‘କାନ୍ଦୁଛେ ରାକ୍ଷୀ’ ଉନ୍ମୋଚିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ତଥା ଅଞ୍ଚଳର ଅନେକ ଛୋଟ ବଡ଼ କଳାକାରକୁ ନେଇ ଆଜି କୋଶଳୀ କ୍ଷୁଦ୍ର ଚଳଚିତ୍ର କାନ୍ଦୁଛେ ରାଖୀ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ
Read More...

ରକ୍ତଦାନ ମହାନ ଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସକାଳେ ଦେଖିବାକୁ ମିଳିଲା ଏମତି ଏକ ଘଟଣା ଟେ ଯେଉଁଠି ଗୋଟେ ମନୁଷ୍ୟ ହିଁ ମନୁଷ୍ୟର ରକ୍ଷା କରିପାରେ । ଜଣେ ବ୍ୟକ୍ତିକୁ ରକ୍ତ ଦରକାର ଥିଲା ବେଳେ ସର୍ବଦା ପ୍ରସ୍ତୁତ ଓଡ଼ିଶା ଜୈନ ସମାଜର ମହା ମନ୍ତ୍ରୀ, ସମାଜ ସେବକ, କେସିଙ୍ଗାର ବହୁ ଚର୍ଚ୍ଚିତ ଭାଇ
Read More...

ବାଲ୍ୟ ବିବାହ ରୋକିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଶପଥ ପାଠ କଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବାଲ୍ୟ ବିବାହ ଏକ ସାମାଜିକ ସମସ୍ୟା । ଆମ ଦେଶରେ ବାଲ୍ୟ ବିବାହ ନିଷେଧ ଆଇନ୍‌ ୨୦୦୬ ଅନୁଯାୟୀ ବାଲ୍ୟ ବିବାହ ଏକ ଜାମିନ୍‌ ବିହୀନ ଧର୍ତ୍ତବ୍ୟ ଅପରାଧ ଅଟେ । ଝିଅର ବୟସ ୧୮ ବର୍ଷ ଓ ପୁଅର ବୟସ ୨୧ ବର୍ଷ ରୁ ଉଦ୍ଧ୍ୱର୍ ହେଲେ ବିବାହ ଯୋଗ୍ୟ ହୋଇପାରିବ ।
Read More...

ଶୁଣିଲାଣି ପ୍ରଶାସନ : ଯୁବ ଗୋଷ୍ଠୀ କଲେ ରାସ୍ତା ମରାମତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏବେବି ଅନେକ ଗାଁ ଅଛି ପକ୍କ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ଯାହା ଫଳରେ କାନ୍ଦୁଅ ରାସ୍ତା ଦେଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ସୂଚନା
Read More...

ବ୍ଳକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କରିବା ସହ ସ୍କୁଲର ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି ଟିଟିଲାଗଡ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ । ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବିଡିଓ ଦେବାଶିଷ ସାମଲ, କନିଷ୍ଠ
Read More...

ଗୁରୁତର ଅଭିଯୋଗ : ପାଇପ ଲାଇନ କାମରେ ଠିକାଦାରଙ୍କ ଅବହେଳା ଯୋଗୁଁ ଦବିଗଲା ଟ୍ରକ ଚକା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ ଘୁନସର ଗ୍ରାମର ପିଇବା ପାଣି ଯୋଗାଣ ଆଳରେ ଠିକାଦାର ସବୁ ଗାଁର ରସ୍ତେ ଖୋଲି ଦେଇ ଯେମିତି ସେମିତି ପାଇପ୍ ପୋତି ଅଧାପନ୍ତରିଆ ଭାବରେ କାମ କରି ଦେଇ ଅଭିଯୋଗ ହେଉଛି ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ
Read More...