Browsing Tag

saintala news

ବନାରସ-ଲାଚୁଟ ଗାଁରେ ପାଣି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ଜଳ ଯୋଗାଣ କରାଯାଉ ଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଲାଚୁଟ-ବନାରସ
Read More...

ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଓ ବିଦ୍ୟୁତ ବିଲ ବୃଦ୍ଧି ନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଉପରେ ବର୍ଷିଲେ ପୂର୍ବତନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦିନ କାଟୁଛନ୍ତି । ତେବେ ଆଜି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସୁରେନ୍ଦ୍ର ସିଂଭୋଇ ଅଘୋଷିତ ବିଦୁତ
Read More...

ସଇଁନ୍ତଲା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ବ୍ଳକ କିଷାନ କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ବର୍ଷାର ଦେଖା ଦେଉନ ଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ଚିନ୍ତାର
Read More...

ଏକଲବ୍ୟ କୋଚିଂ ସେଣ୍ଟରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ସଇଁନ୍ତଲା, (ପୁସ୍ତମ୍ ଯୁଆଡି) : ସଇଁନ୍ତଲା ବ୍ଲକ୍‌ର କୁମ୍ଭାରୀ ଗ୍ରାମର ଏକଲବ୍ୟ କୋଚିଂ ସେଣ୍ଟର୍ ଠାରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ମୁଖ୍ୟ ବସନ୍ତ କୁମାର୍ ବୁଡେକ୍‌ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶିତା ବୁଡେକ୍‌, ହେମବନ୍ତି ମଲିକ,
Read More...

ବ୍ଳକର ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ୭୫ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ସ୍ଥାନୀୟ ଥାନା କାର୍ଯ୍ୟାଳୟ ପରିସରରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଆମ୍ବପାଲି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ବିଜୟ ବାଗ, ଘୁନସର
Read More...

ସହିଦ ସଲାମ : ଥବିର ବୁଡେକଙ୍କୁ ଏବେବି ଝୁରୁଛି ଗାଁ ମାଟି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜୀବନ ଦୀପଟିଏ ପରି ଜଳୁଥାଏ । ଆଲୋକ ଟିଏ ଲିଭିଗଲେ ଅନ୍ଧାର । ହେଲେ ଯେଉଁ ଦୀପ ଲିଭିକି ବି ଆଲୁଅ ଭରେ ସେ ଦୀପର ନାଁ ସହିଦ । ସହିଦ ଥବିର ବୁଡେକ । ମାଟିର ପୁଅ ଥବିର ବୁଡେକ ଦେଶ ମାତୃକାର ସେବା ପାଇଁ ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇଥିଲେ । ଆଖିରେ
Read More...

କନ୍ଧଉଲ୍‌ବା ଗାଁରେ କୋଭିଡ ଟୀକାକରଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମରୀକୁ ଦୃଷ୍ଟିରେ ରଖି ସରକାର ମାଗଣାରେ ଟୀକା ପ୍ରଦାନ କରୁଛନ୍ତି । କିନ୍ତୁ ପ୍ରଥମେ ଲୋକେ କୋଭିଡ ଟୀକା ନେବା ପାଇଁ ଭୟ କରୁଥିଲେ ହେଲେ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଲମ୍ବା ଲାଇନରେ ରହିବା ସହ ଭିଡ଼ ମଧ୍ୟ ଲାଗି ରହିଛି । ତେବେ ଆଜି
Read More...

ସଇଁନ୍ତଲା କଂଗ୍ରେସ ପକ୍ଷରୁ ମରୁଡି ଘୋଷଣା ଦାବୀରେ ଆସନ୍ତା ସୋମବାର ତହସିଲ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବର୍ଷାର ଦେଖା ଦେଉନଥିବା ବେଳେ ଚିନ୍ତାରେ ଚାଷୀ ହତାଶ ହୋଇ ଭାଙ୍ଗି ପଡିଛି । ଯାହା ଫଳରେ ଆସନ୍ତା ସୋମବାର ଦିନ ବ୍ଳକ କିଷାନ କଂଗ୍ରେସ କମିଟି ପକ୍ଷରୁ ସଇଁନ୍ତଲା ବ୍ଳକକୁ ମରୁଡି ଘୋଷଣା ଦାବୀରେ ସ୍ଥାନୀୟ ତହସିଲ
Read More...

ବ୍ରିଜ ମରାମତି କାମ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀକୁ ଦୀର୍ଘ ୧୫ ଦିନ ହେଲାଣି ମରାମତି ପାଇଁ ଗାତ ଗୁଡିକ ଖୋଳା ଯାଇଛି ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବା ନଥିବା ଅଭିଯୋଗ ହେଉଛି । ସେହି
Read More...

ସଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ଚିନ୍ତାରେ ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର ହେଲେ ବଲାଙ୍ଗିର ଜିଲ୍ଲାରେ ଦେଖା ଦେଇଛି ବିପରୀତ । ବର୍ଷାର ଦେଖା ଦେଉନ ଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଥିବା ସୂଚନା ମିଳିଛି । ଜିଲ୍ଲାର ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ କାଁ ଭାଁ ବର୍ଷା ଦେଖା
Read More...