Browsing Tag

saintala news

କୋଶଳୀ କ୍ଷୁଦ୍ର ଚଳଚିତ୍ର ‘କାନ୍ଦୁଛେ ରାକ୍ଷୀ’ ଉନ୍ମୋଚିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ତଥା ଅଞ୍ଚଳର ଅନେକ ଛୋଟ ବଡ଼ କଳାକାରକୁ ନେଇ ଆଜି କୋଶଳୀ କ୍ଷୁଦ୍ର ଚଳଚିତ୍ର କାନ୍ଦୁଛେ ରାଖୀ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ
Read More...

ରକ୍ତଦାନ ମହାନ ଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସକାଳେ ଦେଖିବାକୁ ମିଳିଲା ଏମତି ଏକ ଘଟଣା ଟେ ଯେଉଁଠି ଗୋଟେ ମନୁଷ୍ୟ ହିଁ ମନୁଷ୍ୟର ରକ୍ଷା କରିପାରେ । ଜଣେ ବ୍ୟକ୍ତିକୁ ରକ୍ତ ଦରକାର ଥିଲା ବେଳେ ସର୍ବଦା ପ୍ରସ୍ତୁତ ଓଡ଼ିଶା ଜୈନ ସମାଜର ମହା ମନ୍ତ୍ରୀ, ସମାଜ ସେବକ, କେସିଙ୍ଗାର ବହୁ ଚର୍ଚ୍ଚିତ ଭାଇ
Read More...

ବାଲ୍ୟ ବିବାହ ରୋକିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଶପଥ ପାଠ କଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବାଲ୍ୟ ବିବାହ ଏକ ସାମାଜିକ ସମସ୍ୟା । ଆମ ଦେଶରେ ବାଲ୍ୟ ବିବାହ ନିଷେଧ ଆଇନ୍‌ ୨୦୦୬ ଅନୁଯାୟୀ ବାଲ୍ୟ ବିବାହ ଏକ ଜାମିନ୍‌ ବିହୀନ ଧର୍ତ୍ତବ୍ୟ ଅପରାଧ ଅଟେ । ଝିଅର ବୟସ ୧୮ ବର୍ଷ ଓ ପୁଅର ବୟସ ୨୧ ବର୍ଷ ରୁ ଉଦ୍ଧ୍ୱର୍ ହେଲେ ବିବାହ ଯୋଗ୍ୟ ହୋଇପାରିବ ।
Read More...

ଶୁଣିଲାଣି ପ୍ରଶାସନ : ଯୁବ ଗୋଷ୍ଠୀ କଲେ ରାସ୍ତା ମରାମତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏବେବି ଅନେକ ଗାଁ ଅଛି ପକ୍କ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ଯାହା ଫଳରେ କାନ୍ଦୁଅ ରାସ୍ତା ଦେଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ସୂଚନା
Read More...

ବ୍ଳକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କରିବା ସହ ସ୍କୁଲର ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି ଟିଟିଲାଗଡ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ । ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବିଡିଓ ଦେବାଶିଷ ସାମଲ, କନିଷ୍ଠ
Read More...

ଗୁରୁତର ଅଭିଯୋଗ : ପାଇପ ଲାଇନ କାମରେ ଠିକାଦାରଙ୍କ ଅବହେଳା ଯୋଗୁଁ ଦବିଗଲା ଟ୍ରକ ଚକା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ ଘୁନସର ଗ୍ରାମର ପିଇବା ପାଣି ଯୋଗାଣ ଆଳରେ ଠିକାଦାର ସବୁ ଗାଁର ରସ୍ତେ ଖୋଲି ଦେଇ ଯେମିତି ସେମିତି ପାଇପ୍ ପୋତି ଅଧାପନ୍ତରିଆ ଭାବରେ କାମ କରି ଦେଇ ଅଭିଯୋଗ ହେଉଛି ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ
Read More...

ବନାରସ-ଲାଚୁଟ ଗାଁରେ ପାଣି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ଜଳ ଯୋଗାଣ କରାଯାଉ ଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଲାଚୁଟ-ବନାରସ
Read More...

ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଓ ବିଦ୍ୟୁତ ବିଲ ବୃଦ୍ଧି ନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଉପରେ ବର୍ଷିଲେ ପୂର୍ବତନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦିନ କାଟୁଛନ୍ତି । ତେବେ ଆଜି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସୁରେନ୍ଦ୍ର ସିଂଭୋଇ ଅଘୋଷିତ ବିଦୁତ
Read More...

ସଇଁନ୍ତଲା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ବ୍ଳକ କିଷାନ କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ବର୍ଷାର ଦେଖା ଦେଉନ ଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ଚିନ୍ତାର
Read More...

ଏକଲବ୍ୟ କୋଚିଂ ସେଣ୍ଟରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ସଇଁନ୍ତଲା, (ପୁସ୍ତମ୍ ଯୁଆଡି) : ସଇଁନ୍ତଲା ବ୍ଲକ୍‌ର କୁମ୍ଭାରୀ ଗ୍ରାମର ଏକଲବ୍ୟ କୋଚିଂ ସେଣ୍ଟର୍ ଠାରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ମୁଖ୍ୟ ବସନ୍ତ କୁମାର୍ ବୁଡେକ୍‌ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶିତା ବୁଡେକ୍‌, ହେମବନ୍ତି ମଲିକ,
Read More...