Browsing Tag

saintala news

ମିର୍ଦ୍ଧାପଡ଼ା ଓ ବାରିକପାଲି ଗାଁକୁ ରାଜସ୍ୱ ମାନ୍ୟତା ଦାବୀ ପାଇଁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗ୍ରାମାଞ୍ଚଳ ଉନ୍ନତି ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି ଏଭଳି ଗାଁ ରହିଛି, ଯେଉଁ ଗାକୁ ରାଜସ୍ୱ ମାନ୍ୟତା ମିଳିପାରି ନାହିଁ । ଏନେଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ…
Read More...

ଶିଷକେଲାରୁ ୫ ଫୁଟ୍‌ ୩ ଇଞ୍ଚର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗାଁରୁ ଜୈନିକ ବ୍ୟକ୍ତିଙ୍କ ଘରେ ଏକ ନାଗ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ଖବର ଦେବା ପରେ ବିକି ପହଁଚି ୫ ଫୁଟ ୩ ଇଞ୍ଚର ନାଗ ସାପ…
Read More...

ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରୁ ୨ଲକ୍ଷ ଟଙ୍କା ଲୁଟିଲେ ଲୁଟେରା : ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିଇଓ କାର୍ଯ୍ୟାଳୟ ସମ୍ନାରୁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ ସିଙ୍ଗବାହାଲି (ଭୁଏରପଡ଼ା) ଶିକ୍ଷୟିତ୍ରୀ ସସ୍ମିତା ତାଣ୍ଡି…
Read More...

୨ ଫୁଟର କଲେର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଟର ବ୍ଳକ ଘୁନସର ଗ୍ରାମ ସ୍ଥାନୀୟ ଡାକ୍ତରଖାନାର କର୍ମଚାରୀ ଘରକୁ ଏକ ସାପ ପସି ଯାଇଥିଲା । ତେବେ ପରିବାର ଲୋକେ ଦେଖିବା ପରେ ସାପ ଧରାଳି ବିକି ଜି ନାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ବିକି ପହଁଚି ୨ ଫୁଟର କଲେର ସାପକୁ…
Read More...

କରମତଲା ବିଦ୍ୟୁତ ଗ୍ରୀଡ଼ ନିଯୁକ୍ତି ଚୟନରେ ଅନିୟମିତତା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲାଠାରେ ନୂତନ ଭାବରେ କାର୍ଯ୍ୟକ୍ଷମ ହୋଇଥିବା ବିଦ୍ୟୁତ ଗ୍ରୀଡ଼ରେ କିଛି ଦିନ ତଳେ ନିଯୁକ୍ତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ ଏହି ନିଯୁକ୍ତି ଚୟନ ପ୍ରକ୍ରିୟାରେ ଅନେକ ଅନିୟମିତତା କରାଯାଉଥିବା ଅଭିଯୋଗ…
Read More...

୧୮ ବର୍ଷ ହେଲାଣି ଏକାଠି ନୂଆଁ ଖାଉଛନ୍ତି ଶିକାପତ୍ରାପାଲି ଗୌତିଆ ପରିବାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଗଣପର୍ବ କୁ ନେଇ ଲୋକେ ବେଶ ଉତ୍ସ।ହିତ ରହିଥାଆନ୍ତି । ନୂଆଁଖାଇ ପର୍ବକୁ ନେଇ ଲୋକଙ୍କ ମଧ୍ୟରେ ଭାଇଚାର ବଢ଼ିଥାଏ । ଭାଇଚାରାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଶିକାପତ୍ରାପାଲିର ଗୌତିଆ ପରିବାରରେ । ଦୀର୍ଘ ୧୮ ବର୍ଷରୁ ଅଧିକ ହେବ…
Read More...

ଭୁଏରପଡ଼ା ଗାଁରେ ୨୩୦ ଜଣଙ୍କୁ କୋଭିଡ ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଭୁଏରପଡା ୟୁପି ସ୍କୁଲ ଠାରେ ଆଜି ୨୩୦ ଜଣ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏଏନଏମ ସୁଲୟା ତାଣ୍ଡି, ଭିକ୍ଟୋରିୟା ନାଗ, ଭାରତୀ ପୋଡ଼, ଯଶୋବନ୍ତୀ ପଶାୟତ, ଗଙ୍ଗାଧର ପୋଡ଼, କାନ୍ତ…
Read More...

ବର୍ଷାରେ ବେହାଲ ସଇଁନ୍ତଲା ଡାକ୍ତରଖାନା : ଛାତରୁ ଝରୁଛି ପାଣି ରୋଗୀ ହନ୍ତସନ୍ତ, ପ୍ରଶାସନର ଅବହେଳା ଯୋଗୁଁ ରୋଗୀ ହଇରାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତେକ ଡାକ୍ତରଖାନାର ସ୍ୱଚ୍ଛତା, ସୁନ୍ଦର ପରିବେଶ ତଥା ଡାକ୍ତରଖାନାକୁ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିବା ପାଇଁ ସ୍ଥାନୀୟ ଡାକ୍ତରଖାନାର ଅଧିକାରୀଙ୍କୁ ଦାୟିତ୍ୱ ଦେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନର ଅବହେଳା…
Read More...

ନୂଆଁଖାଇ ଜୁହାର୍‌ ଭେଟ୍‌ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ନୂଆଁଚୂଡ଼ାରେ ନୂଆଁଖାଇବା ବେଶ୍‌ ନିଆଁରା । ଏହି ଗଣପର୍ବ ନୂଆଁଖାଇକୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକେ ବେଶ୍‌ ଧୁମ୍‌ଧାମ୍‌ରେ ନୂଆଁଖାଇବା…
Read More...

ନୂଆଁଖାଇର ପ୍ରଥମ ସୋପାନ ରୋଗ ବାଗ ଦୂର ଲାଗି ରୁଗିବଲା ପର୍ବ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇକୁ ବାକି ରହିଲା ଆଉ ମାତ୍ର ୪ ଦିନ । ଏଥିପାଇଁ ଗାଁ ଗହଳିରେ ଏବେଠାରୁ ଦେଖାଦେଲାଣି ଭିନ୍ନ ଏକ ଉଷ୍ମତା । ଘର ଦୁଆର ସଫାସୁତୁରା, ଲିପାପୋଛା ସାଙ୍ଗକୁ ଘର ଜିନିଷ ଧୁଆ ଧୋଇରେ ଲାଗି ପଡିଲେଣି ଲୋକେ । ପ୍ରାକ…
Read More...