Browsing Tag

saintala news

ଟାଟା କମ୍ୟୁନିକେସନ୍‌ର ସହଯୋଗରେ ‘ସଂଜୀବନୀ’ ରିଲିଫ ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଭିଡ୍ ମହାମାରୀର ଦ୍ୱିତୀୟ ତରଙ୍ଗର ପ୍ରଭାବ ଧୀରେ ଧୀରେ କମ୍ ହେଉଥିଲେ ବି ବର୍ତ୍ତମାନ ଗ୍ରାମାଞ୍ଚଳର ଗରିବ ଲୋକ ମାନେ ପୂର୍ଣ୍ଣମାତ୍ରାରେ ଜୀବିକା ଉପାର୍ଜନ କରିବାରେ ସମର୍ଥ ହୋଇ ପାରି ନାହାନ୍ତି । ଗ୍ରାମାଞ୍ଚଳର ଅତି ଗରିବଙ୍କ ମଧ୍ୟରେ ବ୍ୟକ୍ତିଗତ,…
Read More...

ଟିକ୍ରାପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ସହ ୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାରର୍ଦନ ଯୋଶୀଙ୍କୁ ଆକ୍ରମଣ ସହ ୪ ଲକ୍ଷ ଟଙ୍କା ଲୁଟେରା ଲୁଟିନେଇ ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଫଟାମୁଣ୍ଡା-ଦେଓଗାଁ ରାସ୍ତାରେ ଯାଉଥିବା ସମୟରେ କିଛି…
Read More...

ଗୁର୍ଲାମାଲ ଗାଁକୁ ଓଭରହ୍ୟାଡ଼ ଟ୍ୟାଙ୍କ ନିର୍ମାଣ ଦାବୀରେ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଳ ହିଁ ଜୀବନ । ବିନା ଜଳରେ ମଣିଷ ବଞ୍ଚିବାର କୌଣସି ସମ୍ଭାବନା ନାହିଁ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଦକେଲଗାଁ ଗ୍ରାମ ପଂଚାୟତ ଗୁର୍ଲାମାଲ ଗାଁ ଲୋକେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଭଲ ପାଣି ପାଇ ପାରୁ ନାହାଁନ୍ତି । ଅନେକ ଥର ସ୍ଥାନୀୟ…
Read More...

ନବୀନଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପ୍ରଶଂସା କଲେ ଲୋକେ : ସଇଁନ୍ତଲା ବ୍ଳକର ବିଭିନ୍ନ ପଞ୍ଚାୟରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁ ଗାଁରେ ବିକାଶର ଅନେକ ଚିତ୍ର ବଦଳିବାରେ ଲାଗିଛି । ଲୋକଙ୍କ ଅନେକ ସ୍ଵପ୍ନକୁ ପୂରଣ କରିବା ପାଇଁ ସ୍ଥାନୀୟ ନେତା ମନ୍ତ୍ରୀଙ୍କ ଉଦ୍ୟମ ବଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦଳେଇବାକୁ ଲାଗିଛନ୍ତି । କିନ୍ତୁ ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ମଉଳି ଗଲା ଟିଟିଲାଗଡ଼ ଜିଲ୍ଲା ଦାବୀ, ନିରାଶ କଲେ ମୁଖ୍ୟମନ୍ତ୍ରୀ : ସଇଁନ୍ତଲା ବ୍ଳକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୀର୍ଘ ଦିନର ଦାବୀକୁ ନେଇ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ବାସୀ ଅନେକ ଆଶା ଓ ବିଶ୍ୱାସ ରଖିଥିଲେ । ଟିଟିଲାଗଡ଼ ଜିଲ୍ଲା ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଅନେକ ଆଶା ରଖିଥିଲେ, ହେଲେ ତାଙ୍କର ସବୁ ଆଶା ମଉଳି ଯାଇଛି ।…
Read More...

ଆଜି ଟିଟିଲାଗଡ଼କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଗସ୍ତକୁ ନେଇ ୨୦ ଜଣ କଂଗ୍ରେସ କର୍ମୀ ଥାନାରେ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରୁଥିବା ବେଳେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସୁବ୍ରତ…
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଇଁନ୍ତଲା ବ୍ଳକରେ ପ୍ରସ୍ତୁତି, ବିଭିନ୍ନ କର୍ମଚାରୀଙ୍କୁ ନେଇ ବ୍ଳକ ପ୍ରଶାସନର ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ଼, ବଲାଙ୍ଗିର, ପାଟଣାଗଡ଼ ଗସ୍ତ କରିବେ ବୋଲି ସୂଚନା ରହିଥିବା ବେଳେ ପ୍ରଶାସନ ଓ ବିଜେଡି ନେତା ମାନଙ୍କ ମଧ୍ୟରେ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ…
Read More...

ସଇଁନ୍ତଲାରେ ଧରା ପଡିବେ କି ନକଲି ଶିକ୍ଷକ : ବିଇଓ କାର୍ଯ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଲମ୍ବା ଚେର । ଲୋକେ ଆଲୋଚନା କରୁଛନ୍ତି ଯେ ନାମକୁ ମାତ୍ର ଯାଞ୍ଚ । ପ୍ରକୃତରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧରାପଡୁ ନାହାନ୍ତି କାହିଁକି ? ସ୍ଥାନୀୟ ବ୍ଳକ ପ୍ରଶାସନ ଯଦି ଯାଞ୍ଚ କରିବ ତେବେ…
Read More...

ସଇଁନ୍ତଲାରେ ବୁଲିଲା ସ୍ମାର୍ଟକାର୍ଡ ରଥ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆସନ୍ତା ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାକୁ ଗସ୍ତ କରି ସ୍ମାର୍ଟକାର୍ଡ ବଣ୍ଟନ କରିବେ ଯାହାକୁ ନେଇ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ସଇଁନ୍ତଲା କାର୍ଯ୍ୟାଳୟ ପରିସରରେ ସିଡିପିଓ ସବିତା…
Read More...

ବରଗାଁ ଦୋକାନରୁ ୪ ଫୁଟ୍‌ ୨ ଇଞ୍ଚର ନାଗସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ବରଗାଁରୁ ଜୈନିକ ବ୍ୟକ୍ତିଙ୍କ ଦୋକାନରୁ ଏକ ନାଗସାପ ରହିଥିବା ଦୋକାନି ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ଖବର ଦେବା ପରେ ବିକି ପହଁଚି ୪ ଫୁଟ୍‌ ୨ ଇଞ୍ଚର…
Read More...