Browsing Tag

saintala news

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ସମଗ୍ର ବଲାଙ୍ଗିର ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏବିଇଓ ଆର୍ତ୍ତତ୍ରାଣ…
Read More...

ଜୁରାବନ୍ଦ ଠାରେ ବିଜେପିର ପ୍ରସ୍ତୁତି ବୈଠକ : ଶତାଧିକ କର୍ମୀ ବିଜେପିରେ ସାମିଲ

ସଇଁନ୍ତଲା, ( ଅଜିତ କୁମାର ସାହୁ) : କିଛି ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ପଞ୍ଚାୟତର ସ୍ଥାନୀୟ ଆମ୍ବ ବଗିଚା ନିକଟରେ ବିଜେପି ଦଳ ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି…
Read More...

ମାକ୍ରି ଗ୍ରାମବାସୀଙ୍କୁ ଘର ଯୋଗେଇ ଦେବା ପାଇଁ ବିଡ଼ିଓଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଘର ଯୋଗାଇ ଦେଉଥିବା ବାହା ବାହା ମାରୁଛନ୍ତି ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ହିତାଧିକାରୀଙ୍କୁ ପକ୍କା ଘର ମଧ୍ୟ ମିଳିପାରି ନାହିଁ ବୋଲି ଅଭିଯୋଗ ହେଉଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା…
Read More...

ଜାଲ ଦସ୍ତଖତରେ ଲକ୍ଷାଧିକ ଟଙ୍କା ହେରଫେର ହେଉଥିବା ନେଇ ସିଡିପିଓଙ୍କୁ ଅଭିଯୋଗ : ଅଙ୍ଗନବାଡି କର୍ମୀ ଓ ନକିଲ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ଗ୍ରାମ ପଞ୍ଚାୟତ ଚିତାମରା ଗ୍ରାମର ଅଙ୍ଗନବାଡି କର୍ମୀ ସରୋଜିନୀ ମହାନନ୍ଦ ଓ ନକଲି ୱାର୍ଡମେମ୍ବର ଶାନ୍ତରା କୁମ୍ଭାରଙ୍କ ବେଆଇନ କାର୍ଯ୍ୟ କଳାପ ଓ ଆଥିର୍କ ଅନିୟମିତତାକୁ ନେଇ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ…
Read More...

ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା : ସ୍ତ୍ରୀର ଚିକିତ୍ସା ପାଇଁ ଟଙ୍କା ଉଠାଇବାକୁ ଆସି ଜେଲ ଗଲେ ସ୍ୱାମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଥିବା ୟୁନିୟନ ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା । ଶେଷରେ ବନ୍ଧା ହୋଇ ଜେଲ ଗଲେ ଯୁବକ । ସୂଚନା ମତେ କନ୍ଦକେଲଗାଁ ପଞ୍ଚାୟତ ଜଳିଆଦରହଁ ଗାଁର ପ୍ରଶାନ୍ତ ମେହେର ନିଜ ସ୍ତ୍ରୀ ଗର୍ଭବତୀ ଅବସ୍ଥାରେ ଥିବା ବେଳେ…
Read More...

ସଇଁନ୍ତଲାରେ ନୂତନ ତହସିଲଦାରଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ନୂତନ ତହସିଲଦାର ସୁରେନ୍ଦ୍ର ମେହେର ଯୋଗଦାନ କରିଛନ୍ତି । ସେ ଆଗରୁ ପାଇକମାଲ ବ୍ଳକରେ ବିଡିଓ ଭାବେ କାର୍ଯ୍ୟତୁଲାଉ ଥିବା ବେଳେ ଆଜି ଯୋଗଦେବା ପରେ ତହସିଲ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ତେବେ…
Read More...

କମରଲଗା ସ୍କୁଲରେ ପ୍ରବେଶ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କମରଲଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ…
Read More...

ଫୋନ୍ ପାଇଁ ୧ ଲକ୍ଷ ୮୦ ହଜାରରେ ସ୍ତ୍ରୀକୁ ବିକିଲା ସ୍ୱାମୀ

ସ୍ମାର୍ଟ ଫୋନ ପାଇଁ ସ୍ମାର୍ଟ ସ୍ୱାମୀର ସ୍ମାର୍ଟ ଷଡ଼ଯନ୍ତ୍ର ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ତ୍ରୀର ଦାମ୍ ୧ ଲକ୍ଷ ୮୦ ହଜାର । ବୟସ ଛୋଟ, କାଣ୍ଡ ବଡ଼ । ୧୭ ବର୍ଷିଆ ସ୍ୱାମୀର ସାଂଘାତିକ ଷଡ଼ଯନ୍ତ୍ର । ଫେସବୁକରେ ପ୍ରେମ କଲେ । ମଣ୍ଡପରେ ବାହା ହେଲେ । ସ୍ମାର୍ଟ ଫୋନ ପାଇଁ ସ୍ମାର୍ଟ…
Read More...

ଶିଷକେଲାରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଶିଷକେଲା ଖେଳ ପଡିଆଠାରେ ବିକିଜି ନାଗଙ୍କ ନେତୃତ୍ୱରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟେଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଖାରିବାହାଲ ଓ ପାଇକସମରା ମଧ୍ୟରେ ଖେଳ ଅନୁଷ୍ଠିତ…
Read More...

୧୦ ଫୁଟର ଅଜଗର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ରେଙ୍ଗାଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ ସାପ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେବା ପରେ ବିକି ଉକ୍ତ ଗାଁକୁ ପହଞ୍ଚି ୧୦ ଫୁଟର ଅଜଗର ସାପ ଉଦ୍ଧାର କରି ବେଲଗାଁ…
Read More...