Browsing Tag

saintala news

ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦଙ୍କ ଡ୍ରାଇଭର ରାଧେ ଗିରଫ : ଜେସିବି ଡ୍ରାଇଭର ଓ ରାତ୍ର ଜଗୁଆଳୀ ରାଜ ସାକ୍ଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କର୍ମଚାରୀ ତଥା ତାଙ୍କ ଡ୍ରାଇଭର ରାଧେ ଗିରଫ ହୋଇଥିବା ସୂଚନା ମିଳିଛି । ରାଧେଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି ବଲାଙ୍ଗିର ପୁଲିସ ।
Read More...

ଗୋବିନ୍ଦଙ୍କ ଗୁମର ଖୋଲିଲେ ପୂର୍ବତନ କଲେଜ ଛାତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାତିରେ ମହାଲିଙ୍ଗ କଲେଜରେ ମନ୍ତ୍ରୀମାନେ କଣ ପାଇଁ ରହୁଥିଲେ ? ଆଜି ଏପରି ପ୍ରଶ୍ନ ପଚାରିଛନ୍ତି ମହାଲିଙ୍ଗ କଲେଜର ଜଣେ ପୂର୍ବତନ ଛାତ୍ର । ସେ ସୋସାଲ୍‌ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁର ପାପ ପେଡ଼ି ଖୋଲିଛନ୍ତି । ଆଉ
Read More...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବୀରେ ଆଜି ସଇଁନ୍ତଲା ବନ୍ଦ, ଗୋବିନ୍ଦଙ୍କୁ ଫାଶୀ ଦିଆଯାଉ- ବିଜେପି

ସଇଁନ୍ତଲା, (ଅଜିତ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇ ଥିବା ବେଳେ ଏହାକୁ ସମର୍ଥନ ଜଣାଇଛି ସଇଁନ୍ତଲା ବିଜେପି । ତେବେ ବିଜେପି ବରିଷ୍ଠ ନେତା ମହେନ୍ଦ୍ର
Read More...

ଚୋରକୁ ଧରି ପୁଲିସରେ ଜିମା ଦେଲେ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଚୋରି, ଡ଼କାୟତି ବଢ଼ିବାରେ ଲାଗିଛି ଯାହା ପୁଲିସର ମୁଣ୍ଡ ବ୍ୟଥାର କାରଣ ସାଜିଛି । ତେବେ ଗତକାଲି ବ୍ଳକର ବରଗାଁ ଜାତୀୟ ରାଜପଥର ଏକ ଦୋକାନରୁ ତା.୧୯/୧୦/୨୧ରିଖରେ ଦୁଇ ଜଣ ଚୋର ଆସି ଚୋରି କରିବା ପାଇଁ
Read More...

ବହୁ ଚର୍ଚ୍ଚିତ ମମିତାଙ୍କ ନିଖୋଜ ଘଟଣା : ସିବିଆଇ ତଦନ୍ତ ଦାବୀରେ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦବୀରୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି କୋଶଲ ଯୁବ ସମନ୍ୱୟ ସମିତି । ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ପୀଡ଼ିତ ପରିବାରର ଗାଁ ତୁରେକେଲାର ଝରନି ଗାଁ ଠାରୁ ବଲାଙ୍ଗିର ଏସପି କାର୍ଯ୍ୟାଳୟ ଯାଏଁ
Read More...

ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ : ୧ ମୃତ, ୧ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ ହେବା ଫଳରେ ଜଣଙ୍କର ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ମତେ ବଲାଙ୍ଗିର ଜିଲ୍ଲା
Read More...

ଆୟୁଷ ଡାକ୍ତରଙ୍କ ଭରଷାରେ ସଇଁନ୍ତଲା ଡାକ୍ତରଖାନା : ରାତ୍ରୀ ସମୟରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଫେଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପ୍ରତ୍ୟେକ ଡାକ୍ତର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଡାକ୍ତରଖାନାର କିଛି ଅସାଧୁ କର୍ମଚାରୀଙ୍କ ସଲା ସୁତୁରାରେ ରୋଗୀ ସେବା ଯୋଗାଇ ଦେବାରେ ବିଫଳତା ସୃଷ୍ଟି ହୋଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସାମ୍ନାକୁ
Read More...

ନାରୀକଟା ଅଞ୍ଚଳର ଭୂମିହୀନ ପରିବାରଙ୍କୁ ଜମି ପଟା ପାଇଁ ଅତିରିକ୍ତ ତହସିଲଦାରକୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଭୂମିହୀନ ପରିବାର ଲୋକଙ୍କ ପାଇଁ ଜମି ପଟା ପ୍ରଦାନ କରୁଥିବା ଡିମ୍‌ ଡିମ ପିଟୁଛନ୍ତି ହେଲେ ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ହେବ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଚିହ୍ନଟ କରି ପ୍ରମାଣ ପତ୍ର ମିଳିନ ଥିବା ଯୋଗୁଁ
Read More...

୨ ମାସ ହେବ ଅନ୍ଧାରରେ ଭୋଇରପଡ଼ା ଗ୍ରାମବାସୀ : ବିଭାଗୀୟ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଭୋଇରପରା ଗାଁର ଲୋକେ ୨ ମାସ ହେବ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ଦିନ କାଟୁଛନ୍ତି । ଅନେକ ଥର ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ
Read More...

ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ତୀର୍ଥରେ ସେବାଶ୍ରମରେ ଜନ୍ମ ଦିନ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ସ୍ଥିତ ଦେଓଗାଁ ସେବାଶ୍ରମ ସପ୍ତର୍ଶି ଗୁରୁକୂଳକୁ ଗତକାଳଇ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ତିଥିରେ
Read More...