Browsing Tag

saintala news

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଲେ ଆଦିବାସୀ : ତାଲିକାର ପୁର୍ନବିଚାର ଦାବୀରେ ଅସ୍ତ୍ରଶସ୍ତ୍ର ଧରି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଛନ୍ତି ଆଦିବାସୀ । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ଡାକବଙ୍ଗଳାଠାରୁ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଆଦିବାସୀମାନେ ବାହାରି ବ୍ଳକ କାର୍ଯ୍ୟାଳୟକୁ ପହଁଚି ଥିଲେ । ସ୍ଥାନୀୟ
Read More...

ସଇଁନ୍ତଲା କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଛି ପ୍ରାଦୁର୍ଭାବ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଲେଜକୁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଆଗ୍ରହର ସହିତ ପ୍ରତ୍ୟେକ ଦିନ ଆସନ୍ତି । ଠିକ୍‌ ଭାବେ ପାଠ ପଢା ହେବ ଏବଂ ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଭଲ ମଣିଷଟିଏ ହେବେ, ସେ ଚିନ୍ତାରେ ସଭିଏଁ ଥାଆନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ
Read More...

ସଇଁନ୍ତଲାରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନା ପରିସରରେ ଟିକାକରଣର ଶୁଭାରମ୍ଭ ହୋଇଯାଇଛି । ୧୫ରୁ ୧୮ ବର୍ଷର କଲେଜ,
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଦିବାସୀଙ୍କୁ ଅଣଦେଖା ନେଇ ଅସନ୍ତୋଷ : ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଥିବା ନେଇ ଆଜି ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର
Read More...

ରୁଣୀମହୁଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ବାଇକ ଅରୋହୀ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଥାନା ରୁଣୀମହୁଲ ଛକ ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁକ ବ୍ୟକ୍ତି ଜଣକ ହେଲେ ଦେଓଗାଁ ଥାନା ଝରାବାହାଲ ଗାଁର ଗୋବିନ୍ଦ ବଗର୍ତ୍ତି ବୋଲି ଜଣାପଡିଛି । ଗୋବିନ୍ଦ ନିଜ ସମ୍ପର୍କୀୟଙ୍କୁ
Read More...

ଜାତୀୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ବଡ଼ମାଲର ୧୧ ଜଣ ଖେଳାଳି ସାମିଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କାତମା ନଗର ସ୍ଥିତ କୁସାଭାଉ ଠାକରେ ମଙ୍ଗଳ ଭବନଠାରେ ଇଣ୍ଡିଆନ ଟାଇକୋଣ୍ଡୋ ୟୁନିୟନ ପକ୍ଷରୁ ଅନୁଷ୍ଠିତ ଚତୁର୍ଥ ନ୍ୟାସନାଲ ଟାଇକୋଣ୍ଡୋ ପ୍ରତିଯୋଗୀତାରେ ରାଜ୍ୟରୁ ୪୦ ଜଣ ପ୍ରତିଭାଶାଳି ଟାଇକୋଣ୍ଡୋ ଖେଳାଳି ସାମିଲ ହୋଇଥିବା
Read More...

ନବବର୍ଷ ଉପଲକ୍ଷେ କୁମ୍ଭାରୀ ଗାଁରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବୃକ୍ଷ ରୋପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ନବବର୍ଷ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଲକ କୁମ୍ଭାରୀ ଗାଁରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ସଂଘ କୁମ୍ଭାରୀର ସଭାପତି ପ୍ରଶନ୍ନ କୁମାର ମଲ୍ଲିକ, କୁମ୍ଭାରୀର ସରପଞ୍ଚ
Read More...

ଦୁନିଆଁ ଦେଖୁଛି ଆଗମନଙ୍କ ହାତର ଯାଦୁ : କଥା କହୁଛି ଆଗମନଙ୍କ ପେନ୍‌ସିଲ ଚିତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଇଚ୍ଛା ଥିଲେ ସବୁ ସମ୍ଭବ । ମଣିଷ ଜୀବନରେ କେତେବେଳେ କାହାର ଭାଗ୍ୟ ବଦଳି ଯାଏ, ତାହା କେହି ମଧ୍ୟ ଜାଣି ନ ଥାଏ । କିନ୍ତୁ ଜଣେ ଏଭଳି ପ୍ରତିଭାର କଥା ଆମେ ଆଜି କହୁଛୁ, ଯାହାଙ୍କ ପେନ୍‌ସିଲ ହିିଁ ତାଙ୍କୁ ଘରେ ଘରେ ପରିଚିତ କରିଛି । ସେ ହେଉଛନ୍ତି
Read More...

ଗ୍ରୀଟିଂସ୍‌ର ସ୍ଥାନ ନେଇଛି ‌‌ସୋସିଆଲ୍‌ ମିଡିଆ : ବଦଳୁଛି ଯୁଗ ବଦଳୁଛି ଚିତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : 'ଦିନ ପରେ ଦିନ ଚାଲିଯାଉଥିବ ବାକି ରହି ଯିବ କାଲି, ତୁମ କଥା ସାଥି/ପ୍ରିୟା ମୋ ମନେ ପଡୁଛି ନବବର୍ଷ ଆସେ ବୋଲି' । ଏହିପରି କିଛି ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଉଥିଲେ ନିଜର ପ୍ରିୟଜନଙ୍କୁ କିଏ ବନ୍ଧୁତ୍ବ ପାଇଁ ତ କିଏ ପ୍ରେମଭରା ନୂତନ ବର୍ଷକୁ ସ୍ବାଗତ
Read More...

ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ଜବତ : ଯୁବକଙ୍କୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସିକାପତ୍ରାପାଲି ଜଙ୍ଗଲରେ ଘନଶ୍ୟାମ ନାଗ ନାମକ ବ୍ୟକ୍ତି ଜଣକ ମୂଲ୍ୟବାନ ଶାଗୁଆନ କାଠ କାଟୁଥିବା ବନ ବିଭାଗକୁ ଖବର ମିଳିଥିଲା ରେଞ୍ଜର ଶିବ ପ୍ରସାଦ ନାଗଙ୍କ ସମେତ ଫରେଷ୍ଟର ପ୍ରିୟଙ୍କା ପୋଢ଼, ବନ ବିଭାଗ କର୍ମଚାରୀମାନେ
Read More...