Browsing Tag

saintala news

ବୁଢାବାହାଲର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢାବାହାଲ ନୂତନ ପଞ୍ଚାୟତ କାର୍ୟ୍ୟାଳୟକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ କପିଳ ଭୋଇ ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ମୃତ୍ୟୁଞ୍ଜୟ ହୋତା ଓ ମୁଖ୍ୟ ପରିଚାଳକ ଗୌରୀ ଶଙ୍କର ସାହୁ, ଦକ୍ଷ
Read More...

ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ ଜାତୀୟ ରାଜପଥ ଅବରୋଧ କଲେ ଅଂଚଳବାସୀ : ପ୍ରଶାସନର ପ୍ରତିଶ୍ରୁତି ପରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ବାଦୀପଡା-ସଇଁନ୍ତଲା ବ୍ରିଜ ନିର୍ମାଣ ଦାବୀରେ ଜାତୀୟ ରାଜପଥ-୨୬ ଡାକ ବଙ୍ଗଳାଠାରେ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇ ବନ୍ଦ ହୋଇ ପଡିଥିଲା । କୋଶଲ ସମନ୍ୱୟ ସମିତି ସଇଁନ୍ତଲା ଶାଖା ପକ୍ଷାୁ କରାଯାଇଥିବା ଜଳ
Read More...

ରୁଗ୍‌ଣ ଓଟକୁ ଛାଡି ମାଲିକ ଫେରାର : ଭୋକରେ ଦିନ କାଟୁଛି ଓଟ, ଉଦ୍ଧାର ପାଇଁ ବନ ବିଭାଗ ଚୁପ୍‌ ଥିବା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ହଜାର ହଜାର କିଲୋମିଟର ଚାଲି ଚାଲି ଗାଁ ଗାଁରେ, ବିଭିନ୍ନ ଯାତ୍ରା ସମୟରେ ଲୋକଙ୍କ ମନୋରଞ୍ଜନ କରିଥାଏ ଓଟ । କିନ୍ତୁ ଓଟର ବୟସ ଅଧିକ ହୋଇଯାଇଥିବାରୁ ମାଲିକ ଓଟଟିକୁ ଛାଡି ଫେରାର ହୋଇଯାଇଛି । ମୁଣ୍ଡ ଓ ପିଠିରେ ଘା' ମଧ୍ୟ ହୋଇଯାଇଛି । ଓଟର ମାଲିକ ବୋଧେ
Read More...

ସଇଁନ୍ତଲା ବ୍ଳକରେ ୧୫ରୁ ୧୮ ବର୍ଷର ୮୫୫ ଜଣ ପିଲାଙ୍କୁ ଦିଆଗଲା ଟୀକା

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ଚାରି ଦିନ ହେଲାଣି ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଡାକ୍ତରଖାନାରେ ୮୫୫ ଜଣ ୧୫ରୁ ୧୮ ବର୍ଷ ବୟସର କଲେଜ,
Read More...

ଓବିସି ସଂରକ୍ଷଣରେ ଦାବୀରେ ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଓବିସି ମାନଙ୍କୁ ଅଣଦେଖା କରିବା ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ତେବେ ଆଜି ଓବିସି ସଂରକ୍ଷଣରେ ଦାବୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ
Read More...

ସଇଁନ୍ତଲା କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଛି ପ୍ରାଦୁର୍ଭାବ ଘଟଣା : ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଥିବା ପ୍ରାଦୁର୍ଭାବ ଘଟଣାକୁ ନେଇ 'କୋଶଳ ପ୍ରବାହ'ରେ ଦୁଇ ଦିନ ତଳେ ଖବର ପ୍ରସାରିତ ହେବା ପରେ ଆଜି କଲେଜ ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳ ଆମ ପ୍ରତିନିଧିଙ୍କ ସହ ଆଲୋଚନା
Read More...

ବିନା ସୂଚନା ଫଳକରେ ନିମ୍ନ ମାନର ଡ୍ରେନ ନିର୍ମାଣ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିନା ସୂଚନା ଫଳକରେ ନିମ୍ନ ମାନର ଡ୍ରେନ ନିର୍ମାଣ ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ଆସିଛି ବ୍ଳକର ବୁଡ଼ାବାହାଲ ପଞ୍ଚାୟତରୁ । ପଞ୍ଚାୟତର କିଛି ଦୂରରେ ହାଇସ୍କୁଲ ରହିଥିବା ବେଳେ ସେହି ସ୍ଥାନରୁ ଏକ ଡ୍ରେନ ନିର୍ମାଣ କରାଯାଉଛି । ଏଥିରେ ଅତି ନିମ୍ନ
Read More...

ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ଥିବା ନେଇ କୋଶଲ ସମନ୍ୱୟ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୧୦ରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ ୫ ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ସଇଁନ୍ତଲା- ବାଦୀପଡା ବ୍ରିଜ ବର୍ତ୍ତମାନ ପର୍ଯ୍ୟନ୍ତ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏହି ବ୍ରିଜ କାମକୁ ନେଇ ଅନେକ ଥର ବାଦ
Read More...

୧୭ ବର୍ଷ ପରେ ସୀମାରୁ ଫେରିଲେ ଯବାନ ଅଗସ୍ତି : ଜନ୍ମ ମାଟିରେ ଭବ୍ୟ ସ୍ୱାଗତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦେଶର ସୁରକ୍ଷା ପାଇଁ ଅନେକ ଯବାନ ନିଜର ଜୀବନକୁ ବାଜିରେ ଲଗାଇ ଶତୃଙ୍କ ସହ ଯୁଦ୍ଧ କରି କେତେ ବେଳେ ସେହି ସ୍ଥାନରେ ମୃତ୍ୟୁ ହୋଇ ଯାଏତ ଆଉ କିଏ ସୁରକ୍ଷା ବଳରେ ନିଜର ଭିଟା ମାଟିକୁ ଫେରିଥାଏ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭଦ୍ରା ପଞ୍ଚାୟତ
Read More...

ସଇଁନ୍ତଲାରେ ମାଟ୍ରିକ ପରୀକ୍ଷା ଦେଲେ ୧୯୫୭ ଜଣ ଛାତ୍ରଛାତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ନୂତନ ବ୍ୟବସ୍ଥା ଆଧାରରେ ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ପର୍ୟ୍ୟାୟ କୁହାଯାଉଥିବା ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ମୋଟ୍‌ ୧୯୫୭ ଜଣ
Read More...