Browsing Tag

saintala news

ମନ୍ତ୍ରୀ ଟୁକୁନିଙ୍କ ପୋଷ୍ୟ ସ୍କୁଲକୁ ଭଲ ରାସ୍ତାଟିଏ ନାହିଁ : ପଞ୍ଚାୟତ ନିର୍ବାଚନରେ ଜବାବ ଦେବେ ଜନତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁ ଓ ସହରର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିକାଶ ପାଇଁ ସ୍ଥାନୀୟ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଅଣଦେଖା କରୁଥିବା ନେଇ ସାଧାରଣରେ ଆଲୋଚନ ହେଇଛି । ସୂଚନା
Read More...

ପାନୀୟ ଜଳ ଯୋଗାଣ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ଟୁକୁନି, ୧ ମାସ ହେଲା ଜଳ ଯୋଗାଣ ଠପ୍‌

ସଇଁନ୍ତଳା, (ଅଜିତ କୁମାର ସାହୁ) : ଗାଁ ଗାଁ ଜଳ ଯୋଗାଣ ହେବ, ଲୋକେ ଶୁଦ୍ଧ ପାଣି ପାଇ ପାରିବେ ବୋଲି ଅନେକ ଲୋକଙ୍କ ଆଶା ବିଶ୍ୱାସ ରହିଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗତ ୧୫/୦୧/୨୦୨୧ ମସିହାରେ ରେମେଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ
Read More...

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ବଢୁଛି ତାତି, କିନ୍ତୁ ଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ଭୁଲି ଗଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗାଁ ଗାଁର ବିକାଶ କରୁଥିବା ନେଇ ବାହାବା ମାରୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁ ସାହୁପଡ଼ା ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି, ଏହା ଉପରେ ନିଘା ନାହିିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ
Read More...

ଜାଲ ପ୍ରମାଣ ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ ଘଟଣା : କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ୍‌ ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଣଙ୍କର ପ୍ରମାଣ ପତ୍ରକୁ ଚଞ୍ଚକତା କରି ଅନ୍ୟ ଜଣେ ଚାକିରି ହାତେଇବା ପରି ସଂଗୀନ ଅଭିଯୋଗ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରୁ ହୋଇଥିଲା । ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋଶଲ ସମନ୍ୱୟ ସମିତି ପକ୍ଷରୁ
Read More...

ବନ୍ଧୁକ ମୁନରେ ଲୁଟିଲେ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୬ ଜଣ ମୁଖାପିନ୍ଧା ଡ଼କାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଗଣେଶ ସାହୁଙ୍କୁ ଆକ୍ରମଣ କରି ଡ଼କାୟତି କରିଥିବା ବେଳେ ଘରୁ ନଗଦ ୬
Read More...

କିଷାନ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ କିଷାନ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣୀ ନାଗଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକଙ୍କ ନେତୃତ୍ୱରେ
Read More...

ସଇଁନ୍ତଲା ଅଞ୍ଚଳରେ କୁଆ ପଥର ବର୍ଷା : ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ପ୍ରବଳ ବର୍ଷା ହୋଇଥିବା ସହ କୁଆ ପଥର ବର୍ଷା ମଧ୍ୟ ହୋଇଛି । ଯାହା ଫଳରେ ଚାଷୀଙ୍କ ମଣ୍ଡିରେ ପଡିଥିବା ଧାନ ଓ ବ୍ୟାପକ ପନିପରିବା କ୍ଷୟକ୍ଷତି ହୋଇଯାଇଛି । ଯାହାକୁ ନେଇ ଚାଷୀ ଦୁଃଖରେ ଭାଙ୍ଗି
Read More...

ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ମହିଳା ଆସନ ସଂରକ୍ଷିତ : ୨୨ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସରକାର ଏ ନେଇ ଆବଶ୍ୟକ ପ୍ରସ୍ତୁତି ଜାରୀ ରଖିଛନ୍ତି । ଏ କ୍ରମରେ ପ୍ରାଥମିକ ସଂରକ୍ଷିତ ତାଲିକାକୁ ବ୍ୟାପକ ପରିବର୍ତନ କରାଯାଇ ଚୂଡାନ୍ତ ତାଲିକା ଗତ
Read More...

ଆସନ୍ତା କାଲି ଶୁଲିଆ ଯାତ୍ରା : ପଡ଼ିବ ବଳି, କୋଭିଡ୍‌ କଟକଣା ଭିତରେ ଯାତ୍ରା, ବାତିଲ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ର ପ୍ରସିଦ୍ଧ ଶୁଲିଆ ଯାତ୍ରା ଆସନ୍ତା କାଲି ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୬୩ଟି ଗାଁର ଲୋକେ ଯୋଗଦେଇ ନିଜ ନିଜ ମତାମତ ଦେଇଥିଲେ । ମିଳିତ ମଞ୍ଚ ସଭାପତି
Read More...

କ୍ଷୁଦ୍ର ଚଳଚିତ୍ର ପାଗଳ ପ୍ରେମୀର ସୁଟିଙ୍ଗ୍‌ ଶେଷ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଚଳଚ୍ଚିତ୍ର ପାଗଳ ପ୍ରେମୀର ସୁଟିଙ୍ଗ ଶେଷ ହୋଇଯାଇଛି ।ପ୍ରେମ ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ହୀରାଧର ଗହୀର ରଚନା କରିଥିବା ବେଳେ ଅଜିତ କୁମାର ସାହୁ ଓ ଶୁଭଲଷ୍ମୀ ସାହୁ କଣ୍ଠଦାନ କରିଛନ୍ତି ।
Read More...