Browsing Tag

saintala news

ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଅଣ୍ଟା ଭିଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚଳିତ ନିର୍ବାଚନ ସାଧାରଣ ବର୍ଗ ପାଇଁ ଥିବା ବେଳେ ବେଶ୍‌ ଚର୍ଚ୍ଚାରେ ରହିଛି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ । ଉଭୟ କଂଗ୍ରେସ, ବିଜେପି ଓ ବିଜେଡି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇବା ପାଇଁ
Read More...

ବ୍ଳକ କାର୍ଯ୍ୟାଳୟରେ ସଇଁନ୍ତଲା ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ମୋନିକା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନରେ ବ୍ଳକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଏବେ କଂଗ୍ରେସ, ବିଜେପି ଓ ବିଜେଡି ଦଳ ମଧ୍ୟରେ ଜୋର୍‌ ସୋର୍‌ ଉଦ୍ୟମ ଜାରି ରହିଛି । ଲଗାତାର ଭାବେ କଂଗ୍ରେସ ଦଳ ବ୍ଳକ ଅଧ୍ୟକ୍ଷ ପଦରେ ଥିବା ବେଳେ ଚଳିତ ବର୍ଷ କାହା ଭାଗ୍ୟରେ ବ୍ଳକ ଅଧ୍ୟକ୍ଷ ପଦ
Read More...

କଁସର ପଞ୍ଚାୟତରେ ସମିତି ସଭ୍ୟ ଆସନ ପାଇଁ ଶାଶୁ, ବୋହୂ ଭରିଲେ ନାମାଙ୍କନ ପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଅନେକ ଉଷ୍ମତା ଦେଖିବାକୁ ମିଳିଛି । ତେବେ ଆଜି କଁସର ପଞ୍ଚାୟତରେ ସମିତି ସଭ୍ୟ ଆସନ ପାଇଁ ବ୍ଳକ କାର୍ୟ୍ୟାଳୟକୁ ଆସି ଶାଶୁ ସୁକାନ୍ତି ସାହୁ ଓ ବୋହୂ ରୀତା ସାହୁଙ୍କ
Read More...

ଚର୍ଚ୍ଚାରେ ସଇଁନ୍ତଲା ପଞ୍ଚାୟତ : ପୁରୁଣା ଶ୍ମଶାନ ଗୃହକୁ ନୂତନ କରି ଉଠିଛି ଟଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ସ୍ଥାନୀୟ ଲାଂଥ ନଦୀ କୂଳରେ ଥିବା ଶବ ଶ୍ମଶାନ ଗୃହରେ ଚୂନ ବୋଲି ୧ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଗତ ୧୦ ବର୍ଷ ତଳେ ବିଧାୟକ ପାଣ୍ଠିରୁ ଲାଂଥ ନଦୀ କୂଳରେ ଉକ୍ତ ଶ୍ମଶାନ ଗୃହ ନିର୍ମାଣ କାର୍ୟ୍ୟ
Read More...

ପାର୍କ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପାର୍କ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଛି । ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ ହୋଇ
Read More...

କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଯାଦବ ସମାଜ ମହାସଂଘରେ ମୁଖ୍ୟ ଅତିଥି ଭାବେ ତରଣି ସେନ ବେମାଲ, ମନୋଜ ବିହାରି ବଗର୍ତ୍ତୀ ଓ କ୍ଷେତ୍ର ଜାଲ ଅତିଥି ଭାବେ
Read More...

ଜଙ୍ଗଲ ବିଭାଗକୁ ବଡ଼ ସଫଳତା : ଖଇର ଗଛ କାଟୁଥିବା ବେଳେ ଧରାପଡ଼ିଲେ ୩ ଜଣ ଅଭିଯୁକ୍ତ, ୩ବାଇକ ସହ କରତ ମେସିନ ଜବତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଞ୍ଜ କରମତଲା ସେକସନ ଦାବଜୁରୀ ଖୁସା ସଂରକ୍ଷିତ ଡୁମେର ଯୋର ଜଙ୍ଗଲ ଠାରେ କେତେକ ଦୁବୃତ୍ତମାନେ ଖଇର ଗଛ କାଟୁଥିବା ବେଳେ ଜଙ୍ଗଲ ବିଭାଗ ହାତରେ ଧରାପଡିଛନ୍ତି । ଏନେଇ ଜଙ୍ଗଲ ବିଭାଗ କେସ ନଂ ୩୬୭/୨୨ରେ ଏକ ମାମଲା ରୁଜୁ କରି
Read More...

ସଇଁନ୍ତଲା-ଟିଟିଲାଗଡ଼ ଲାଂଥ ନଦୀ ବ୍ରିଜ ଭିତ୍ତିପ୍ରସ୍ତର ସ୍ଥାପନ କଲା କିଏ ? ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ । ଗାଁ ଠୁ ସହର ଏବେ ନେତା ମନ୍ତ୍ରୀଙ୍କ ପଡୁଛି ପାଦ । ନିର୍ବାଚନକୁ ନେଇ ଜୋର ସୋରେ ରାଜନୀତି ଆରମ୍ଭ ମଧ୍ୟ ହେଲାଣି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା-ଟିଟିଲାଗଡ଼ ରୋଡ଼ ଲାଂଥ ନଦୀ ବ୍ରିଜର ଭିତ୍ତି ପ୍ରସ୍ତରକୁ ନେଇ
Read More...

ଯୁବ ଗୋଷ୍ଠୀ କଲେ ବୃକ୍ଷ ରୋପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଞ୍ଚାଅ ବୋଲି ସରକାର ନାରା ଦେଉଛନ୍ତି ।କେତେ ବେଳେ କିଏ ଗଛକୁ କାଟି ଦେଉଛି ତ ଆଉ କିଏ ବୃକ୍ଷର ରକ୍ଷଣ ବ୍ୟବସ୍ଥା କରୁଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମର ବୁଲୁ ବଗର୍ତ୍ତି, ବସନ୍ତ ବୁଡେକ, ବିଘ୍ନ,
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନେଇ ନେତା ମନ୍ତ୍ରୀଙ୍କ ତତ୍ପରତା : ଚର୍ଚ୍ଚା ଜୋର୍‌ ଧରୁଛି

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ କରି ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ । ତେବେ ଗତ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ପ୍ରସଙ୍ଗ
Read More...