Browsing Tag

saintala news

ସଇଁନ୍ତଲା ପୋଲିସକୁ ମିଳିଲା ବଡ ସଫଳତା : ସେଲମା ଗ୍ୟାଙ୍ଗଷ୍ଟାର ଏବେ ପୋଲିସ ହାତରେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଗତ ୧୩ ତାରିଖ ଦିନ ୬ ଜଣ ମୁଖାପିନ୍ଧା ଡକାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଜଣକୁ ଆକ୍ରମଣ କରି ନଗଦ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର
Read More...

ତିନୋଟି ଯୁଦ୍ଧର ଯୋଦ୍ଧା ବୈଷ୍ଣବ : ଏବେ ମଧ୍ୟ ଦେଶ ସେବା କରିବା ପାଇଁ ଆଗ୍ରହୀ, ଅସହାୟ ଅବସ୍ଥାରେ ବୀର ଯବାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦେଶ ତାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବୀର ଯବାନ ବୈଷ୍ଣବ ନାଗଙ୍କ କଥା ମନେପଡୁଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବାଦୀପଡା ଗ୍ରାମରେ ଜନ୍ମିତ ବୈଷ୍ଣବ ୧୯୬୧ ମସିହାରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲେ
Read More...

ସଇଁନ୍ତଲାର ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଥାନାରେ ଆଇଆଇସି ଅବିନୀ ସାହୁ, ମଟର ଚାଳକ ସଂଘ ଠାରେ ମୁଖ୍ୟ ଅତିଥି ଭାବେ ଶୁଭେନ ସିଂ ଭୋଇ, ସିମ୍ରନ ସିଂ ଭୋଇ, ବିଡ଼ିଓ କାର୍ଯ୍ୟାଳୟରେ ବିଡ଼ିଓ
Read More...

ପୋଖରୀ କୂଳରୁ ଆଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ସ୍ଥିତ ସ୍ଥାନୀୟ ପୋଖରୀ କୂଳରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ପୁଲିସ ଘଟଣା ସ୍ଥାନରେ ପହଁଚି ଅଜଣା
Read More...

ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ : ଜାତୀୟ ରାଜପଥ ଅବରୋଧ କଲେ ଲୋକେ, ବୁଝାସୁଝା ପରେ ହଟିଲା ରାସ୍ତା ଅବରୋଧ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଥାନା କେରମେଲି ପଞ୍ଚାୟତ ବନାରସ ଗ୍ରାମର ଟଙ୍କ ମହାକୁର(୬୭)ଙ୍କ ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ, ଟଙ୍କ ମହାକୁର କେରମେଲି ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ଆସିଥିବା ବେଳେ ଦୃତ ଗତିରେ ଏକ ଇଣ୍ଡିକୋ ଗାଡି (ଓଡି୦୩ଏ୪୮୦୮)
Read More...

ଭୋଟ ଗଣତି କେନ୍ଦ୍ରକୁ ତଦାରଖ କଲେ ବଲାଙ୍ଗିର ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକର ୨୨ଟି ପଞ୍ଚାୟତରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା
Read More...

ଡୁଙ୍ଗୁରିପାଲି ପଞ୍ଚାୟତର ଉନ୍ନତି ପାଇଁ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ିବେ ଲକ୍ଷେଶ୍ୱର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଚଳିତବର୍ଷ ଲକ୍ଷେଶ୍ୱର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉନ୍ନତି ପାଇଁ ସରପଞ୍ଚ ଭାବେ ଚଳିତ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ସହଯୋଗ କରିବାକୁ ଆଗେଇ ଆସିଛନ୍ତି
Read More...

ଘୁନସରରେ ୨୫ତମ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ : ରଜାପଡା ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ସ୍ଥାନୀୟ ବଣାବିଜାର ଖେଳ ପଡିଆଠାରେ ଆଜି ଶ୍ରୀ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ୨୫ ତମ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଫାଇନାଲ ଖେଳରେ ରାସ୍ତାମାଲ ଓ ରଜାପଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା
Read More...

କେରମେଲି ପଞ୍ଚାୟତରେ ସମିତି ସଭ୍ୟା ପାଇଁ ଲଢ଼ୁଛନ୍ତି ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତର ଉନ୍ନତି ପାଇଁ ସମିତି ସଭ୍ୟା ଭାବେ ଚଳିତ ପଞ୍ଚାୟତ ନିର୍ବାଚନରେ ସରୋଜିନୀ ସାହୁ ଲଢ଼ୁଥିବା ବେଳେ ଗତ ୨୦୧୭ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ଭାବେ ସଇଁନ୍ତଲା ବ୍ଳକ ୩୨ ନମ୍ୱର ଜୋନରେ ବିପୁଳ
Read More...

ଆମ୍ବପାଲି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁସମାଳ ଗ୍ରାମର ମୃଗ ଭୋଇଙ୍କୁ ଅପହରଣ ନେଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ପିଙ୍କି ଭୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମତେ କୁସମାଳ ଗ୍ରାମର ମୃଗ ଭୋଇ ଆମ୍ବପାଲି ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ
Read More...