ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସଇନ୍ତଲା, (ପ୍ରମୋଦ କୁମାର ସେଲ୍ମା) : ବଲାଙ୍ଗିର ଜିଲ୍ଲା ସଇନ୍ତଳା ଥାନା କୁଟୁରାମୁଣ୍ଡା ମହୁଲପଡା ନିକଟ ଡଙ୍ଗାବାହାଲର ଏକ ଗଛରୁ ସାବିତ୍ରୀ ଭୋଇ ନାମ୍ନୀ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି । ପୁଲିସ ସୂତ୍ରରୁ!-->…
Read More...
Read More...