Browsing Tag

saintala news

ଗୋଳାବାରୁଦ କାରଖାନା ଚାକିରୀ ନାଁରେ ନକଲି ନିଯୁକ୍ତି ପତ୍ର ଓ ଗେଟ୍‌ପାସ୍‌ରେ ଧରାପଡି ଜେଲ ଗଲେ ୩ ଯୁବକ : ଘଟଣା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବଡ଼ମାଳଠାରେ ଥିବା ସର୍ବଭାରତୀୟ ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନା ପରିସରରେ ଶୁକ୍ରବାର ଚାକିରୀ ଆଳରେ ନକଲି ନିଯୁକ୍ତି ପତ୍ର ଓ ସୁରକ୍ଷା ଗେଟ୍‌ପାସ୍‌ ତିଆରି କରି ୩ଜଣ ଚାକିରୀ ପାଇଁ ଯାଇଥିବା ବେଳେ କାରଖାନା ପ୍ରଶାସନିକ ଅଧିକାରୀ
Read More...

ବିଜେଡ଼ିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

ସଇଁତଲ, (ପ୍ରମୋଦ ସେଲମା) : ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ । ଗତକାଲି ସନ୍ଧ୍ୟାରେ ସେ କଂଗ୍ରେସ ଛାଡିଥିବା ବେଳେ ଶୁକ୍ରବାର ଭୁବନେଶ୍ୱରର ଶଙ୍ଖ ଭବନକୁ ଯାଇ ବିଜେଡ଼ିରେ ବିଦ୍ଧିବଦ୍ଧ ଭାବେ ସାମିଲ
Read More...

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଛାଡି ଶଙ୍ଖ ଧରିବା ନେଇ ଚର୍ଚ୍ଚା : ପ୍ରାଥମିକ ସଦସ୍ୟ ଓ ଜିଲ୍ଲା…

ବଲାଙ୍ଗିର ସାଂସଦ ଟିକେଟ୍‌କୁ ନେଇ ଚର୍ଚ୍ଚା ସଇଁତଲା, (ପ୍ରମୋଦ ସେଲମା) : ଦୀର୍ଘ ୩୮ ବର୍ଷଧରି କଂଗ୍ରେସରେ ରହି ଆସିଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳ ଛାଡିଛନ୍ତି । ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।
Read More...

କଂଗ୍ରେସରୁ ଇସ୍ତାଫା ଦେଲେ ସୁରେନ୍ଦ୍ର ସିଂ ଭୋଇ

ସଇଁତଲା, (ପ୍ରମୋଦ ସେଲମା) : କଂଗ୍ରେସର ପ୍ରାଥମିକ ସଦସ୍ୟତା ତଥା ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବଳିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ । ଦୀର୍ଘ ୩୮ ବର୍ଷ ହେଲା ସେ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ କାମ କରି ଆସୁଥିଲେ । ଶ୍ରୀ ସିଂ
Read More...

ବେଲଗାଁ ନିୟୁ ଢ଼ାବାରେ ପୋଲିସ ବିପୁଳ ପରିମାଣ ମଦ ଜବତ : ଢ଼ାବା ମାଲିକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ନିୟୁ ଢ଼ାବା ଉପରେ ଗତ ମଙ୍ଗଳବାର ଅପରାହ୍ନ ସମୟରେ ସଇଁତଲା ପୋଲିସ ଟିମ୍‌ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରି ଢ଼ାବା ମାଲିକଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଏଥିରେ ଜାମିନ ନାମଞ୍ଜୁର
Read More...

କରମତଲାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ, କଳସ ଶୋଭାଯାତ୍ରାରେ ବିଜେପି ନେତା ସାମିଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ହାଟପଦାଠାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବା ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷମାନେ ଯଜ୍ଞ ମଣ୍ଡପ ପରିସରରେ ଏକତ୍ରିତ ହୋଇ ଶଙ୍ଖ, ଘଣ୍ଟବାଜା, ସଂକିର୍ତ୍ତନ୍ୟ
Read More...

ସଇଁତଲା ଠାରେ ଓୟୁଜେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସାମ୍ବାଦିକଙ୍କ ପ୍ରେଷ୍ଟିଜ, ପେନସନଏବଂ ପ୍ରୋଟେକ୍ସନ ଦାବି କଲେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସଇଁତଲା/ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଇଁତଲା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଓୟୁଜେ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଓଜେୟୁ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ : ବିଭିନ୍ନ କ୍ଷେତ୍ରରୁ କୃତିତ୍ୱ ହାସଲ କରିଥିବା ମହିଳା ହେଲେ…

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ୟସ ହୋଟେଲ ପରିସରରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ
Read More...

ଏନ୍‌ଏସି ମାନ୍ୟତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଇଁତଲାବାସୀ

ସଇଁତଲା, (ପ୍ରମୋଦ ସେଲମା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ତାରିଖରେ ସଇଁତଲାକୁ ଏନ୍‌ଏସି ମାନ୍ୟତା ଘୋଷଣା ପରେ ଗୁରୁବାର ନବୀନ ନିବାସଠାରେ ସଇଁତଲା ସରପଞ୍ଚ ଇଂ ସୁବ୍ରତ ନାଗ, ଓକିଲ ସଙ୍ଘ ସଭାପତି ମାଭଞ୍ଜନ ପାଣିଗ୍ରାହୀ ଓ ଆଦିବାସୀ କଲ୍ୟାଣ ସଙ୍ଘ ବ୍ଲକ ସଭାପତି ସନ୍ତୋଷ ପୁଟାଙ୍କ
Read More...

ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବଙ୍ଗଳା ଛକଠାରେ ବୁଧବାର ପୂର୍ବାହ୍ନରେ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ କମ୍ବୁପାଣି ରଣା (୬୫) ସଇଁତଲା ସହରର
Read More...