Browsing Tag

rourkela news

ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ୟ୍ୟକ୍ରମ ଅନୁଷ୍ଠିତ : ନିଜେ ଶ୍ରମ ଦାନ…

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭିଏସଏସ ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ 'ଶନିବାର ସ୍ୱଚ୍ଛାଗ୍ରହ' ନାମରେ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି । ସ୍ଵଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର କାର୍ୟ୍ୟକ୍ରମ ଆଧାରରେ ଏହି କ୍ୟାମ୍ପେନ ଆରମ୍ଭ କରିଛି
Read More...

ପୁଣି ରାଉରକେଲାରେ ୭୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ରାଉରକେଲା : ପୁଣି ରାଉରକେଲାରେ ୭୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି । ଜଣେ ପାଇପ୍ ମିସ୍ତ୍ରୀଙ୍କ ନାଁରେ ୭୦ କୋଟିର ଜିଏସ୍‌ଟି ଠକେଇ ହୋଇଥିବା କୁହାଯାଇଛି । ବାସନ୍ତୀ କଲୋନୀ ଅଞ୍ଚଳର ସମୀର ଜୋଜୋଙ୍‌ଙ୍କ ନାମରେ ଏଭଳି ଠକେଇ ହୋଇଥିବା ଅଭିଯୋଗ ଆସିଛି । ସମୀର କହିଛନ୍ତି ଯେ,
Read More...

ବରିଷ୍ଠ ଆଇନଜୀବୀ ଗୋବର୍ଦ୍ଧନ ପୂଜାରୀଙ୍କ ପରଲୋକ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ବରିଷ୍ଠ ଆଇନଜୀବୀ ଗୋବର୍ଦ୍ଧନ ପୂଜାରୀଙ୍କ ଆଜି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ସେ କୋଭିଡ୍‌ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା କୁହାଯାଇଛି । ତେବେ ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାର ଫଳାଫଳ ଘୋଷଣା

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଠାରେ ଦୁର୍ନୀତି ନିବାରଣ ବିଭାଗ ଓ ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅକ୍ଟୋବର ମାସ ୨୭ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ତରଫରୁ
Read More...

ନୃଶଂସ ଘଟଣା : ଯୁବକଙ୍କୁ ପିଟିପିଟି ହତ୍ୟା

ରାଉରକେଲା : ରାଉରକେଲାରେ ଏକ ନୃଶଂସ ଘଟଣା ଘଟିଛି । ଟ୍ରାଫିକ ଗେଟ ମାର୍କେଟ ଅଂଚଳରେ ଗତକାଲି ରାତିରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଉଛନ୍ତି ସାଗର ରାଏ । ତେବେ ଏହି ଆକ୍ରମଣରେ ସାଗରଙ୍କ ବନ୍ଧୁ ପ୍ରକାଶ ସେଠୀ ମଧ୍ୟ ଗୁରୁତର
Read More...

ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ଶାରଦୀୟ ଆସର

ରାଉରକେଲା, (କେପିଏନ୍‌ଏସ୍‌) : ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ଶାରଦୀୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚନା ତଥା ସଭାପତି ମନୋନୟନ କାର୍ଯ୍ୟାକ୍ରମ ସ୍ଥାନୀୟ ଗୋପବନ୍ଧୁ ପ୍ରଗତି ପରିଷଦଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର କାର୍ଯ୍ୟକାରୀ ସଭାପତି
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଠାରେ ଦୁର୍ନୀତି ନିବାରଣ ବିଭାଗ ଓ ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚଳିତ ମାସ ୨୭ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳିତ ହେଉଛି । ଚଳିତ ବର୍ଷର ବିଷୟବସ୍ତୁ 'ସତର୍କ ଭାରତ ସମୃଦ୍ଧ ଭାରତ' ରଖାଯାଇଛି ।
Read More...

ରାଉରକେଲା ପୋଲିସ୍‌ ପ୍ରଶାସନ ତରଫରୁ ଶହୀଦ ଦିବସ ପାଳନ : ବଳିଦାନ ଦେଇଥିବା ଶହୀଦମାନେ ଚିରସ୍ମରଣୀୟ ଓ ପ୍ରେରଣାର ଉତ୍ସ…

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ପୋଲିସ୍‌ ପ୍ରଶାସନ ତରଫରୁ ଆଜି ୬୧ତମ ଶହୀଦ ଦିବସ ସ୍ଥାନୀୟ ରିଜର୍ଭ ପୋଲିସ୍‌ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ସୁଶ୍ରୀ କବିତା ଜଲାନ ଯୋଗଦାନ କରି ଶହୀଦ ଦିବସ ଅବସରରେ ଦେଶ ଓ ସମାଜ ପାଇଁ ଜୀବନ
Read More...

ଫେଲ୍‌ ମାରିଲା ଲୁଟେରାଙ୍କ ୨୪ ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ

ରାଉରକେଲା : ଫେଲ୍‌ ମାରିଲା ଲୁଟେରାଙ୍କ ଲୁଟ୍‌ ଉଦ୍ୟମ । ଘଟଣାଟି ରାଉରକେଲାର ରଘୁନାଥପଲ୍ଲୀ ଥାନାରୁ ୨୦୦ ମିଟର ଗଲାପରେ ଏହି ଘଟଣା ଘଟିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଦିନ ବେଳା ଏକ ଘୋରୋଇ ସୁନା କମ୍ପାନୀର କର୍ମଚାରୀ ପିଙ୍କୁ ସୁନା କଲେକସନ୍‌ର ୨୪ ଲକ୍ଷ ଟଙ୍କା ଧରି ବାଇକ୍‌ ରଖି
Read More...

କୋଭିଡ୍‌ ଯୋଦ୍ଧା ଡ. ପ୍ରିୟାଶ୍ରୀଙ୍କୁ ଗାର୍ଡ ଅଫ୍‌ ଅନର୍‌

ରାଉରକେଲା, (କେପିଏନ୍‌ଏସ୍‌) : କୋଭିଡ୍‌ ଯୋଦ୍ଧା ଡ. ପ୍ରିୟାଶ୍ରୀଙ୍କୁ ରାଉରକେଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । କୋଭିଡ-୧୯ରେ ତାଙ୍କର ଅକାଳ ବିୟୋଗ ହୋଇଥିବା ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ
Read More...