ସେୟାରର ସ୍ୱନକ୍ଷତ୍ର ଦିବସ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : କ୍ରୀଡା, ସାଂସ୍କୃତିକ, ସାମାଜିକ ଏବଂ ବୌଦ୍ଧିକତାକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ କରି ଗଠନ ହୋଇଥିବା "ସେୟାର" ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ!-->…
Read More...
Read More...